୨୨ ନିର୍ବାଚନ ଫଳାଫଳରୁ ୨୪ ପାଇଁ ଦମ୍ଭ ଦେଖାଇଲେ ମୋଦି

ନୂଆଦିଲ୍ଲୀ: ୫ରାଜ୍ୟ ତଥା ୟୁପି, ଉତ୍ତରାଖଣ୍ଡ,ପଞ୍ଜାବ, ଗୋଆ ଓ ମଣିପୁରରରେ ହୋଇଥିବା ବିଧାନ ସଭାନିର୍ବାଚନରେ ବିଜେପି ଜବରଦସ୍ତ ପ୍ରଦର୍ଶନ କରିଛି। କେବଳ ପଞ୍ଜାବକୁ ଛାଡ଼ି ଅନ୍ୟ ୪ଟି ରାଜ୍ୟରେ ସରକାର ଗଠନ କରିବାକୁ ଏକ ପ୍ରକାର ନିଶ୍ଚିତ ହୋଇଛି। ଏହି ପରିପ୍ରେକ୍ଷୀରେ ଦଳର ବିଜୟ ଉତ୍ସବକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି। ମୋଦି କହିଛନ୍ତି ଯେ,  ଆଜି ହେଉଛି ଉତ୍ସବର ଦିନ।  ଭାରତୀୟ ଲୋକତନ୍ତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଦିନ। ଦଳର ନେତୃତ୍ୱ ଓ […]

Modi

Modi

Tapas Behera
  • Published: Thursday, 10 March 2022
  • Updated: 10 March 2022, 09:10 PM IST

Sports

Latest News

ନୂଆଦିଲ୍ଲୀ: ୫ରାଜ୍ୟ ତଥା ୟୁପି, ଉତ୍ତରାଖଣ୍ଡ,ପଞ୍ଜାବ, ଗୋଆ ଓ ମଣିପୁରରରେ ହୋଇଥିବା ବିଧାନ ସଭାନିର୍ବାଚନରେ ବିଜେପି ଜବରଦସ୍ତ ପ୍ରଦର୍ଶନ କରିଛି। କେବଳ ପଞ୍ଜାବକୁ ଛାଡ଼ି ଅନ୍ୟ ୪ଟି ରାଜ୍ୟରେ ସରକାର ଗଠନ କରିବାକୁ ଏକ ପ୍ରକାର ନିଶ୍ଚିତ ହୋଇଛି। ଏହି ପରିପ୍ରେକ୍ଷୀରେ ଦଳର ବିଜୟ ଉତ୍ସବକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି। ମୋଦି କହିଛନ୍ତି ଯେ,  ଆଜି ହେଉଛି ଉତ୍ସବର ଦିନ।  ଭାରତୀୟ ଲୋକତନ୍ତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଦିନ। ଦଳର ନେତୃତ୍ୱ ଓ କର୍ମୀଙ୍କୁ ଏହି ବିଜୟ ପାଇଁ  ମୁଁ ଶୁଭେଚ୍ଛା ଜଣାଉଛି। ବିଜୟ ଚୌକା ସହ ମାର୍ଚ୍ଚ ୧୦ରୁ ହୋଲି ପାଳନ ଆରମ୍ଭ ହୋଇଛି।

ଦଳୀୟ କର୍ମୀ ରାତି ଦିନ ଏକାଠି କରି ଦଳ ପାଇଁ ସମର୍ଥନ ଆଣିଛନ୍ତି। ପ୍ରଥମ ଥର ପାଇଁ ୟୁପିରେ ଜଣେ ୫ ବର୍ଷ ପୂରଣ କରିଥିବା ମୁଖ୍ୟମନ୍ତ୍ରୀଙ୍କୁ ଜନାଦେଶ ମିଳିଛି। ଉତ୍ତରାଖଣ୍ଡରେ ପ୍ରଥମ ଥର ପାଇଁ କୌଣସି ଏକ ଦଳକୁ ପୁଣି ସମର୍ଥନ ମିଳିଛି। ଆମର ବିଜୟରେ ମା ଓ ଭଉଣୀଙ୍କ ଅବଦାନ ବହୁତ ବେଶି ରହିଛି । ଉତ୍ତର ପ୍ରଦେଶକୁ ଅତୀତରେ ଜାତିବାଦ ପାଇଁ ବଦନାମ କରାଯାଇଛି।  ମାତ୍ର ଏଥର ୟୁପିର ଲୋକେ ଏହାର ଜବାବ ଦେଇଛନ୍ତି। ଜାତିବାଦ ନାଁରେ ଫାଇଦା ପାଉଥିବା ବିରୋଧୀ ଏହାର ଦଶା ଭୋଗିଛନ୍ତି। ୨୦୨୨ର ରେଜଲ୍ଟ ୨୦୨୪ ପାଇଁ ସଂକେତ ଦେଉଛି ବୋଲି ମୋଦି କହିଛନ୍ତି। ପଞ୍ଜାବରେ ବିଜେପି କର୍ମକର୍ତ୍ତାକୁ ପ୍ରଶଂସା କରୁଛି। ଆଗକୁ ବିଜୟ ନିଶ୍ଚିତ। ସୀମାନ୍ତ ରାଜ୍ୟର ସୁରକ୍ଷା ପାଇଁ ବିଜେପି କର୍ମୀ ଜୋରଦାର ପ୍ରୟାସ କରିବେ।

ଏଥର ନିର୍ବାଚନ କରୋନା ପରି ମହାମାରୀ ସମୟରେ ହୋଇଛି। ଡବଲ ଇଞ୍ଜନ୍ ସରକାର ଥିବା ରାଜ୍ୟରେ ବିକାଶ ତ୍ୱରାନ୍ୱିତ ହୋଇଛି। ସେହିପରି ୟୁକ୍ରେନ୍‌ ଯୁଦ୍ଧକୁ ନେଇ ମୋଦି କହିଛନ୍ତି ଯେ, ଯୁଦ୍ଧରେ ସାମିଲ ଦେଶ ସହ ଆମର ସାମରିକ, ଆର୍ଥିକ, ସୁରକ୍ଷା ଚୁକ୍ତି ରହିଛି।  ଖାଇବା ତେଲ ଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀର ଦାମ୍ ବଢ଼ିଛି। କେବଳ ଆମ ଦେଶରେ ନୁହେଁ ସାରା ବିଶ୍ୱରେ ଦାମ୍ ବଢ଼ିବା ଆରମ୍ଭ କରିଛି। ଏହାରି ଭିତରେ ଆତ୍ମନିର୍ଭର ହେବା ନେଇ ଗୋଟିଏ ପାଦ ପଛକୁ ଫେରିନୁ। କରୋନା ଟିକାକରଣ ନେଇ ସାରା ବିଶ୍ୱ ଆମକୁ ପ୍ରଶଂସା କରୁଥିଲା ବେଳେ ବିରୋଧୀ ସମାଲୋଚନା କରିଥିଲେ ବୋଲି ମୋଦି କହିଛନ୍ତି। ମୋଦି କହିଛନ୍ତି ଯେ, ଆଗକୁ ପରିବାରବାଦ ରାଜନୀତିର ସୂର୍ଯ୍ୟାସ୍ତ ହେବାକୁ ଯାଉଛି।  ଜନାଦେଶରୁ ଏହାର ପ୍ରମାଣ ମିଳିବା ଆରମ୍ଭ କରିଛି। ସେ କହିଛନ୍ତି ଯେ,  ଦେଶର ବିକାଶରେ ଯୁବପିଢ଼ିଙ୍କ ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ।  ଡିଜିଟାଲ ପେମେଣ୍ଟ ଓ ଷ୍ଟାର୍ଟଅପ୍‌ରେ ଆମେ ଅନ୍ୟଦେଶକୁ ପଛରେ ପକାଇଛୁ ବୋଲି ମୋଦି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story