ଆଗେ ବାକିରେ ଉଡ଼ ପଛରେ ପଇସା ଦେବ: ବଡ଼ ଘୋଷଣା କଲା ସ୍ପାଇସ୍‌ଜେଟ

ନୂଆଦିଲ୍ଲୀ: ବିମାନରେ ଉଡ଼ିବାକୁ କାହାର ଇଚ୍ଛା ନଥାଏ। କିନ୍ତୁ ଉଡ଼ା ଜାହାଜ ଯାତ୍ରା ମହଙ୍ଗା ହୋଇଥିବାରୁ ମନ ଉଣା ହୋଇଯାଏ। ହେଲେ ଏଣିକି ଖାଲି ଧନୀ ନୁହେଁ ସାଧାରଣ ଲୋକଟିଏ ମଧ୍ୟ ବିମାନ ମଜା ନେଇପାରିବ। ଏମିତି କିଛି ସୁବିଧା ଏବେ ବିମାନ କମ୍ପାନୀ ସ୍ପାଇସଜେଟ ଆଣିଛି। ଆପଣ ଚାହିଁଲେ ବାକିରେ ଟିକେଟ ବୁକ୍‌ କରିପାରିବେ। ଆଉ ଏହାକୁ ଇଏମଆଇ ଦ୍ୱାରା ଭରିପାରିବେ। ଏ ସମ୍ପର୍କରେ ସ୍ପାଇସ୍ ଜେଟ୍‌ ପକ୍ଷରୁ ଘୋଷଣା କରାଯାଇଛି। ସୋମବାର କମ୍ପାନୀ ପକ୍ଷରୁ […]

spice

spice

Tapas Behera
  • Published: Monday, 08 November 2021
  • Updated: 08 November 2021, 06:41 PM IST

Sports

Latest News

ନୂଆଦିଲ୍ଲୀ: ବିମାନରେ ଉଡ଼ିବାକୁ କାହାର ଇଚ୍ଛା ନଥାଏ। କିନ୍ତୁ ଉଡ଼ା ଜାହାଜ ଯାତ୍ରା ମହଙ୍ଗା ହୋଇଥିବାରୁ ମନ ଉଣା ହୋଇଯାଏ। ହେଲେ ଏଣିକି ଖାଲି ଧନୀ ନୁହେଁ ସାଧାରଣ ଲୋକଟିଏ ମଧ୍ୟ ବିମାନ ମଜା ନେଇପାରିବ। ଏମିତି କିଛି ସୁବିଧା ଏବେ ବିମାନ କମ୍ପାନୀ ସ୍ପାଇସଜେଟ ଆଣିଛି। ଆପଣ ଚାହିଁଲେ ବାକିରେ ଟିକେଟ ବୁକ୍‌ କରିପାରିବେ। ଆଉ ଏହାକୁ ଇଏମଆଇ ଦ୍ୱାରା ଭରିପାରିବେ। ଏ ସମ୍ପର୍କରେ ସ୍ପାଇସ୍ ଜେଟ୍‌ ପକ୍ଷରୁ ଘୋଷଣା କରାଯାଇଛି।

ସୋମବାର କମ୍ପାନୀ ପକ୍ଷରୁ ବୁକ୍‌ ନାଓ ଏବଂ ପେ ଲେଟର ଘୋଷଣା କରାଯାଇଛି। କ୍ରେଡିଟ୍ କାଡ ମାଧ୍ୟମରେ ଏହି ଟିକେଟ ବୁକ୍ କରାଯାଇପାରିବ। ତଥାପି ବିଳମ୍ବିତ ପେମେଣ୍ଟ ନେଇ ୭୦ ପ୍ରତିଶତ ସୁଧ ହାର ହ୍ରାସ କରାଯବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଦୀର୍ଘ ୧୮ ମାସ ପରେ ସ୍ପାଇସଜେଟ୍‌ ପକ୍ଷରୁ ସୋମବାର ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରୁ ଉଡ଼ାଣ ଆରମ୍ଭ କରିଛି ।  ଉକ୍ତ ଏୟାରଲାଇନ୍ସ ପକ୍ଷରୁ  ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ଲଞ୍ଚ  ଅଫର ଭାବେ ଆପଣ  ପ୍ରଥମ ୩ ମାସିଆ ଇଏମଆଇ ବୁକିଂ ସୁବିଧା ନେଇ ପାରିବେ।  ଏହି ସମୟ ସୀମା ମଧ୍ୟରେ ଅଧିକ କଷ୍ଟ୍ ଲାଗିବ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ବୁକିଂ ସୟମରେ ସମ୍ପୃକ୍ତ ବ୍ୟକ୍ତିର ପରିଚୟ ପତ୍ର ତଥା ପାନକାର୍ଡ଼ ଏବଂ ଆଧାର କାର୍ଡ଼ ଜରୁରୀ।  ପ୍ରାଥମିକ ପର୍ଯ୍ୟାୟରେ ଆକ୍ସିସ୍ ବ୍ୟାଙ୍କ, ଏଚଏସବିସି ବ୍ୟାଙ୍କ, କୋଟାକ୍ ବ୍ୟାଙ୍କ, ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ​​ବ୍ୟାଙ୍କ ଏବଂ ଏସ୍‌ବିଆଇ ବ୍ୟାଙ୍କର କ୍ରେଡିଟ୍‌ କାର୍ଡ଼ ବୈଧ କରାଯାଇଛି। ପରେ ଅନ୍ୟ ବ୍ୟାଙ୍କ ଗୁଡ଼ିକୁ ଯୋଡ଼ାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ଏହି ବ୍ୟାଙ୍କରେ ଥିବା କ୍ରେଡିଟ କାର୍ଡ଼ ଧାରୀମାନେ ଟିକେଟ ବୁକିଂ କରିପାରିବେ । ସେମାନଙ୍କୁ ୩ ,୬ କିମ୍ବା ୧୨ ମାସିଆ କିସ୍ତି ବା ଇଏମଆଇ ଦ୍ୱାରା ଏହାକୁ ପରିଷୋଧ କରିବାକୁ ପଡ଼ିବ। ପ୍ରଥମ ୩ ମାସରେ କିସ୍ତି ଶୁଝିଲେ କୌଣସି ପ୍ରକାରର ସୁଧ ଦେବାକୁ ପଡ଼ିବ ନାହିଁ। କିନ୍ତୁ ୬ରୁ ୧୨ ମାସିଆ କିସ୍ତିରେ  ୧୨ରୁ ୧୪ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଲାଗିପାରେ।  www.spicejet.com ଆପଣ ଟିକେଟ ବୁକିଂ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story