କୋଭିଡ୍ ସେଣ୍ଟରରେ ମଦ ପିଇ ମାତାଲ

ମୁମ୍ୱାଇ: କୋଭିଡ ସେଣ୍ଟରରେ ପାଲଟିଛି ମଦୁଆଙ୍କ ଆଡାସ୍ଥଳୀ। ମଦ ସାଙ୍ଗକୁ ଭୋଜି ଭାତ ହେଉଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏଭଳି ଘଟଣା ଦେଖିବାକି ମିଳିଛି ମହାରାଷ୍ଟ୍ରରେ। ମୁମ୍ୱାଇ ନିକଟରେ ଥିବା କଲ୍ୟାଣ-ଦୋମବିଭାଲ୍ଲୀରେ ରହିଛି ଏହି କୋଭିଡ୍ ସେଣ୍ଟର। ଯେଉଁଠି ଏଭଳି ଚିତ୍ର ଦେଖିବାକୁ ମିଳିଛି। ଫଟୋରେ ଦେଖିବାକୁ ମିଳିଥିବା ବ୍ୟକ୍ତିମାନେ କୋଭାଡ ସେଣ୍ଟରର କର୍ମଚାରୀ ବୋଲି ଜଣାପଡ଼ିଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। […]

covid-center-wine-party

covid-center-wine-party

Subhransu Sekhar
  • Published: Tuesday, 30 March 2021
  • Updated: 30 March 2021, 04:52 PM IST

Sports

Latest News

ମୁମ୍ୱାଇ: କୋଭିଡ ସେଣ୍ଟରରେ ପାଲଟିଛି ମଦୁଆଙ୍କ ଆଡାସ୍ଥଳୀ। ମଦ ସାଙ୍ଗକୁ ଭୋଜି ଭାତ ହେଉଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏଭଳି ଘଟଣା ଦେଖିବାକି ମିଳିଛି ମହାରାଷ୍ଟ୍ରରେ। ମୁମ୍ୱାଇ ନିକଟରେ ଥିବା କଲ୍ୟାଣ-ଦୋମବିଭାଲ୍ଲୀରେ ରହିଛି ଏହି କୋଭିଡ୍ ସେଣ୍ଟର। ଯେଉଁଠି ଏଭଳି ଚିତ୍ର ଦେଖିବାକୁ ମିଳିଛି।

ଫଟୋରେ ଦେଖିବାକୁ ମିଳିଥିବା ବ୍ୟକ୍ତିମାନେ କୋଭାଡ ସେଣ୍ଟରର କର୍ମଚାରୀ ବୋଲି ଜଣାପଡ଼ିଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ଏହାକୁ ରୋକିବା ପାଇଁ ସରକାର ବିଭିନ୍ନ କଟକଣା ଲଗାଇଛନ୍ତି। ସାମାଜିକ ଦୂରତା ନିୟମ ମାନିବା ସହିତ ସମସ୍ତଙ୍କୁ ମାସ୍କ ପିନ୍ଧିବା ଅନିର୍ବାର୍ଯ୍ୟ ବୋଲି ସରକାର କହିଛନ୍ତି। ହେଲେ ଏହି କୋଭିଡ ସେଣ୍ଟରରେ କିଛି ଓଲଟା ଚିତ୍ର ଦେଖିବାକୁ ମିଳିଛି। ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ପ୍ରଶାସନ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଦୋମବିଭାଲୀ ମନୁସିପାଲ କର୍ପୋରେସନ ଅଧିନରେ ଥିବା ସଭଲରମ ସ୍ପୋର୍ଟସ କମ୍ପ୍ଲେକ୍ସରେ ଏହି କୋଭିଡ ସେଣ୍ଟର ରହିଛି। ପ୍ରଶାସନର ନିର୍ଦ୍ଦେଶ କ୍ରମେ ଯେଉଁ କଣ୍ଟ୍ରାକ୍ଟର କୋଭିଡ ସେଣ୍ଟରର ଟେଣ୍ଡର ନେଇଛନ୍ତି ତାଙ୍କୁ ସମନ କରିଛି ସ୍ଥାନୀୟ ପ୍ରଶାସନ। ଏବଂ ସେହି କର୍ମଚାରୀଙ୍କୁ ନିଲମ୍ୱିତ କରିବାକୁ ପ୍ରଶାସନ କହିଛି।

ସୂଚନାଯୋଗ୍ୟ, ଗତ କିଛି ଦିନ ତୁଳନାରେ ସୋମବାର ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୧,୬୪୩ଜଣ କରୋନାରେ ନୂଆ ସଂକ୍ରମିତ ହୋଇଥିବାବେଳେ ୧୦୨ ଜଣ ପ୍ରାଣ ହରାଇଛନ୍ତି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୨୦,୮୫୪ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅର୍ଥାତ୍ ଆରୋଗ୍ୟ ହାର ସର୍ବାଧିକ ରହିଛି। ଏବେ ରାଜ୍ୟରେ ୩ ଲକ୍ଷ ୩୬ ହଜାର ୫୮୪ ରୋଗୀ ଚିକିତ୍ସାଧୀନ ରହିଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫୪,୨୮୩କୁ ବୃଦ୍ଧି ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story