୩ ସହଯୋଗୀଙ୍କୁ ଗୁଳି କରିବା ପରେ ନିଜକୁ ଗୁଳି କରି ହତ୍ୟା କଲେ ଯବାନ

ଶ୍ରୀନଗର: ଶନିବାର ଜଣେ ଇଣ୍ଡୋ-ତିବତ୍ତୀୟ(ଆଇଟିବିପି) ଯବାନ ଏକ ଅଭାବନୀୟ ଘଟଣା ଘଟାଇଛନ୍ତି। ତିନି ସହକର୍ମୀଙ୍କ ଉପରକୁ ଗୁଳି କରିବା ପରେ ନିଜକୁ ଗୁଳି କରି ହତ୍ୟା କରିଛନ୍ତି ଯବାନ। କଶ୍ମୀର ଉଧମପୁର ଜିଲ୍ଲାର ଏକ ସେନା ଶିବିରରେ ଏହି ଅଭାବନୀୟ ଘଟଣା ଘଟିଛି।  ଏହି ଘଟଣାରେ ଏକ ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଦେବୀକା ଘାଟ କମ୍ୟୁନିଟି ସେଣ୍ଟରରେ ଶନିବାର ଅପରାହ୍ନ ପ୍ରାୟ ୩.୩୦ ସମୟରେ ଏହି ଅଘଟଣ ଘଟିଥିଲା।  ଗତ ୨୪ ଘଣ୍ଟା ମଦ୍ୟରେ ଜମ୍ମୁ-କଶ୍ମୀରିର ଏହା […]

Army

Army

Tapas Behera
  • Published: Saturday, 16 July 2022
  • Updated: 16 July 2022, 07:44 PM IST

Sports

Latest News

ଶ୍ରୀନଗର: ଶନିବାର ଜଣେ ଇଣ୍ଡୋ-ତିବତ୍ତୀୟ(ଆଇଟିବିପି) ଯବାନ ଏକ ଅଭାବନୀୟ ଘଟଣା ଘଟାଇଛନ୍ତି। ତିନି ସହକର୍ମୀଙ୍କ ଉପରକୁ ଗୁଳି କରିବା ପରେ ନିଜକୁ ଗୁଳି କରି ହତ୍ୟା କରିଛନ୍ତି ଯବାନ। କଶ୍ମୀର ଉଧମପୁର ଜିଲ୍ଲାର ଏକ ସେନା ଶିବିରରେ ଏହି ଅଭାବନୀୟ ଘଟଣା ଘଟିଛି।  ଏହି ଘଟଣାରେ ଏକ ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଦେବୀକା ଘାଟ କମ୍ୟୁନିଟି ସେଣ୍ଟରରେ ଶନିବାର ଅପରାହ୍ନ ପ୍ରାୟ ୩.୩୦ ସମୟରେ ଏହି ଅଘଟଣ ଘଟିଥିଲା।  ଗତ ୨୪ ଘଣ୍ଟା ମଦ୍ୟରେ ଜମ୍ମୁ-କଶ୍ମୀରିର ଏହା ହେଉଛି ଦ୍ୱିତୀୟ ଘଟଣା।

ଶୁକ୍ରବାର ପୁଞ୍ଚରେ ଏଭଳି ଏକ ଅଭାବନୀୟ ଘଟଣାକ୍ରମରେ ୨ ଜଣ ଯବାନ ନିହତ ହୋଇ ଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ତେବେ ଶନିବାର  ଆଇଟିବିପି କନଷ୍ଟେବଳ ଭୂପେନ୍ଦ୍ର ସିଂ ତାଙ୍କର ତିନିଜଣ ସହକର୍ମୀଙ୍କ ଉପରକୁ ନିଜ ବନ୍ଧୁକରୁ ଗୁଳି ଚଳାଇଥିଲେ।

ଯାହା ଫଳରେ ଜଣେ ହେଡ କନଷ୍ଟେବଳ ଏବଂ ଦୁଇ ଜଣ କନଷ୍ଟେବଳ ଗୁଳି ମାଡ଼ରେ ଆହତ ହୋଇଥିବା ଜଣାପଡ଼ିଛି। ତୁରନ୍ତ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସେମାନେ ଏବେ ବିପଦମୁକ୍ତ ଅଛନ୍ତି। ତେବେ  କନଷ୍ଟେବଳ ସିଂ ଆଇଏନଏସଏଏସ ସର୍ଭିସ ରାଇଫଲରୁ ନିଜ ଉପରକୁ ଗୁଳି କରିଥିଲେ ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story