ୟୁକ୍ରେନ୍‌ରୁ ନବୀନଙ୍କ ମୃତ ଦେହ ଫେରିବା ପାଇଁ ଉଦ୍ୟମ କର: ମୋଦି

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ୟୁକ୍ରେନ୍‌ରେ ଫସିଥିବା ଭାରତୀୟମାନଙ୍କୁ  ସ୍ୱଦେଶ ଫେରାଇ ଆଣିବାକୁ ଅଭିଯାନ ଜାରି ରହିଛି।  ଏହାରି ଭିତରେ ଶତାଧିକ ଛାତ୍ରଙ୍କୁ ଅପରେଶନ ଗଙ୍ଗା ଜରିଆରେ ଉଦ୍ଧାର କରି ଭାରତ ଫେରାଇ ଅଣାଯାଇଛି। ତେବେ ଯୁଦ୍ଧ ଯୋଗୁ ନବୀନ ଶେଖରପ୍ପା ନାମକ ଜଣେ ଛାତ୍ରଙ୍କର ମୃତ୍ୟୃ ଘଟିଛି। ତାଙ୍କ ମୃତ ଦେହକୁ ଫେରାଇ ଆଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତତ୍ପରତା ପ୍ରକାଶ କରିଛନ୍ତି।  ନବୀନଙ୍କ ମୃତ ଦେହକୁ ଫେରାଇ ଆଣିବାକୁ ସବୁ ପ୍ରକାର ପ୍ରୟାସ କରିବାକୁ  […]

Modi

Modi

Tapas Behera
  • Published: Sunday, 13 March 2022
  • Updated: 13 March 2022, 03:43 PM IST

Sports

Latest News

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ୟୁକ୍ରେନ୍‌ରେ ଫସିଥିବା ଭାରତୀୟମାନଙ୍କୁ  ସ୍ୱଦେଶ ଫେରାଇ ଆଣିବାକୁ ଅଭିଯାନ ଜାରି ରହିଛି।  ଏହାରି ଭିତରେ ଶତାଧିକ ଛାତ୍ରଙ୍କୁ ଅପରେଶନ ଗଙ୍ଗା ଜରିଆରେ ଉଦ୍ଧାର କରି ଭାରତ ଫେରାଇ ଅଣାଯାଇଛି। ତେବେ ଯୁଦ୍ଧ ଯୋଗୁ ନବୀନ ଶେଖରପ୍ପା ନାମକ ଜଣେ ଛାତ୍ରଙ୍କର ମୃତ୍ୟୃ ଘଟିଛି। ତାଙ୍କ ମୃତ ଦେହକୁ ଫେରାଇ ଆଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତତ୍ପରତା ପ୍ରକାଶ କରିଛନ୍ତି।  ନବୀନଙ୍କ ମୃତ ଦେହକୁ ଫେରାଇ ଆଣିବାକୁ ସବୁ ପ୍ରକାର ପ୍ରୟାସ କରିବାକୁ  ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ୟୁକ୍ରେନ୍‌ର ଖାରକିଭ୍‌ର ଯୁଦ୍ଧରେ ବଳି ପଡ଼ିଛନ୍ତି  ନବୀନ। କର୍ଣ୍ଣାଟକର ହାଭେରି ଜିଲ୍ଲାର ନବୀନଙ୍କ ଘର।

ତାଙ୍କର ବୟସ ୨୧। ଖାରକିଭ୍‌ ଜାତୀୟ ମେଡିକାଲ ବିଶ୍ୱବିଦ୍ୟାଳୟରେ ସେ ଶେଷ ବର୍ଷରେ ଅଧ୍ୟୟନ କରୁଥିଲେ। ନବୀନ ୟୁକ୍ରେନ୍‌ର ଦ୍ୱିତୀୟ ବୃହତ୍ତମ ସହର ଖାରକିଭ୍‌ରେ ରହୁଥିଲେ ଏବଂ ଭାରତ ଫେରିବାକୁ ପ୍ରସ୍ତୁତ ହେଉଥିଲେ। ନବୀନ ଗଭର୍ଣ୍ଣର୍‌ ହାଉସ ନିକଟରେ ଏକ ଆପାର୍ଟମେଣ୍ଟ୍‌ରେ ରହୁଥିଲେ। ରୁଷ୍‌ -ୟୁକ୍ରେନ୍‌ ଯୁଦ୍ଧ ଆରମ୍ଭ ହେବା ପରେ ସେ ବଙ୍କର୍‌ରେ ରହୁଥିଲେ। ତେବେ ଖାଦ୍ୟ ପାଇଁ ସେ ବଙ୍କର୍‌ ବାହାରକୁ ଆସି ଏକ ଦୋକାନ ଆଗରେ ଧାଡ଼ିରେ ଠିଆ ‌ହୋଇଥିବା ସମୟରେ ହଠାତ୍‌ ଗୋଳିମାଡ଼ରେ ନବୀନଙ୍କର ମୃତ୍ୟୁ ହୋଇଥିଲା।

ତେବେ ଆଜ ଏ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଆଜିର ବୈଠକରେ ୟୁକ୍ରେନର ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ ମୋଦି।  ଆଜିର ବୈଠକରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ଦେଶର ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ଅର୍ଥମନ୍ତ୍ରୀ  ନିର୍ମଳା ସୀତାରମଣ ଏବଂ ବିଦେଶ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ଏବଂ ଅନ୍ୟ ପ୍ରମୁଖ ଅଧିକାରୀମାନେ ଯୋଗ ଦେଇଥିଲେ।

ବୈଠକରେ ଭାରତୀର ସୀମା ସୁରକ୍ଷା ପ୍ରସ୍ତୁତିକୁ ନେଇ  ନେଇ ତର୍ଜମା କରିଥିଲେ ମୋଦି।  ଏଥିସହ ୟୁକ୍ରେନ୍ରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ଆରମ୍ଭ  ହୋଇଥିବା ଅପରେଶନ ଗଙ୍ଗା ବାବଦରେ ସମୀକ୍ଷା କରିଥିଲେ।  ଦେଶର ସୁରକ୍ଷାକୁ ନେଇ ସଦ୍ୟ ବୈଶୟିକ ଜ୍ଞାନକୌଶଳ ମଡେଲକୁ ବ୍ୟବହାର କରିବାକୁ  ମୋଦି ଗୁରୁତ୍ୱାରୋପ କରିଥିଲେ। ସେହିପାରି ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ମଜଭୁତ୍ କରିବା ସହ ଆର୍ଥିକ ସ୍ଥିତିକୁ ସଶକ୍ତ କରିବା ଦିଗରେ ମୋଦି ଜୋର ଦେଇଥିଲେ। ରୁଷ-ୟୁକ୍ରେନ୍ ଯୁଦ୍ଧ ପରଠାରୁ ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଉଚ୍ଚସ୍ଥରୀୟ ବୈଠକ କରିସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story