ନୂଆଦିଲ୍ଲୀ: ଜଣେ ଅନୁପ୍ରବେଶକାରୀ ଭାରତୀୟ ସେନା ଗୁଳିରେ ନିହତ ହୋଇଥିବା ବେଳେ ପାକିସ୍ତାନର ଏକ ଡ୍ରୋନ୍ ଭାରତ ସୀମା ଭିତରକୁ ପ୍ରବେଶ ଉଦ୍ୟମ ବିଫଳ ହୋଇଛି। ବୁଧବାର ପାକିସ୍ତାନର ଏହି ଡ୍ରୋନ୍କୁ ମାରି ଖସାଇ ଦେଇଛି ବିଏସଏଫ। ଭାରତ-ପାକିସ୍ତାନ ସୀମା ପଞ୍ଜାବରେ ଏହି ଘଟଣା ଘଟିଛି। ସେହିପରି ଅମୃତସର ସେକ୍ଟରରେ ଜଣେ ପାକିସ୍ତାନୀ ବ୍ୟକ୍ତି ଅନୁପ୍ରବେଶ ପାଇଁ ପ୍ରବେଶ ଉଦ୍ୟମ କରୁଥିବା ବେଳେ ସେନା ଗୁଳିରେ ନିହତ ହୋଛି। ସମ୍ପୃକ୍ତ ଅନୁପ୍ରବେଶକାରୀକୁ ଭାରତୀୟ ଯବାନ ମାନେ ଅଟକାଇବାକୁ ଚେଷ୍ଟା କାଥିଲେ ମଧ୍ୟ ସେ ଶୁଣି ନଥିଲା।
ଏହା ପରେ ବିଏସଏଫ ପକ୍ଷରୁ ଗୁଳି କରାଯାଥିଲା । ଘଟଣାସ୍ଥଳରେ ପାକିସ୍ତାନୀ ଅନୁପ୍ରବେକରୀଙ୍କ ମୃତ୍ୟ ଘଟିଥିଲା। ବିଏସଏଫ ମୁଖପାତ୍ର ଏହି ଏହି ସୂଚନା ଦେଇଛନ୍ତି। ସେହିପରି ବୁଧବାର ସକାଳେ ହାଭେଳିଆନ୍ ନଗର ଭ୍ରାମରେ ଏକ ଡ୍ରୋନ୍ ଉଡ଼ୁଥିବା ବେଳେ ବିଏସଏଫ ପକ୍ଷରୁ ଗୁଳି ମାରି ଖସାଇ ଦିଆଯାଇଛି। ଧଳାରଙ୍ଗର ତଥା ଡିଜେଇଆଇ ମଡେଲର ଡ୍ରୋନ୍ଟି ପାକିସ୍ତାନରୁ ଆସିଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
୧୬ ବର୍ଷର ପୁଅ ସହିତ ପଳାଇଲା ୧୦ ବର୍ଷର ଝିଅ!
ରୋଚକ କଥା ହେଉଛି ଯେ ୫ମ ଶ୍ରେଣୀରେ ପଢୁଥିବା ଏହି ଝିଅଟିର ବାପା ଇନଷ୍ଟାଗ୍ରାମ ବିଷୟରେ କିଛି ଜାଣନ୍ତି ନାହିଁ।
National
ଅତୁଲ ସୁଭାଷ ଆତ୍ମହତ୍ୟା ମାମଲା: ପତ୍ନୀ, ଶାଶୁ ଓ ଶାଳକଙ୍କୁ ମିଳିଲା ଜାମିନ
ଗତ ଡିସେମ୍ବର ୯ ତାରିଖରେ ଅତୁଲ ସୁଭାଷ ଆତ୍ମହତ୍ୟା କରିଥିଲେ। ପତ୍ନୀ, ଶାଶୁ ଓ ଶାଳକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣି ସେ ଆତ୍ମହତ୍ୟା କରିଥିଲେ।
National
ସାମ୍ବାଦିକ ମୁକେଶଙ୍କ ହତ୍ୟା ଘଟଣାରେ ଟ୍ୱିଷ୍ଟ; ସଂପର୍କୀୟ ଭାଇ ଗିରଫ
ପୁଲିସ ଏହି ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ରିତେଶ ସହିତ ତାଙ୍କ ପରିବାରର ଅନ୍ୟ ଜଣେ ସଦସ୍ୟ ଦୀନେଶ ଚନ୍ଦ୍ରକାର ମଧ୍ୟ ଅଛନ୍ତି।
National
ଘାଟି ତଳକୁ ଖସି ପଡ଼ିଲା ସେନା ଟ୍ରକ୍; ୪ ଯବାନ ମୃତ, ୫ ଆହତ
ଆହତ ଯବାନମାନଙ୍କୁ ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି।
National
ଦିଲ୍ଲୀ ନିର୍ବାଚନ: ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ଜାରି; ଜାଣନ୍ତୁ, କେଜ୍ରିୱାଲଙ୍କ ବିରୋଧରେ କାହାକୁ ଟିକେଟ ଦେଲା
ଗାନ୍ଧୀ ନଗର ବିଧାୟକ ଅନୀଲ ବାଜପେୟୀଙ୍କୁ ଏଥର ଟିକେଟ ଦେଇନି ବିଜେପି। ତାଙ୍କ ବଦଳରେ ପୂର୍ବତନ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅରବିନ୍ଦର ସିଂହ ଲଭଲୀଙ୍କୁ ଦଳ ଟିକେଟ ଦେଇଛି।