ଭାଇ ପାଇଁ ମୁଁ ଜୀବନ ଦେବାକୁ ପ୍ରସ୍ତୁତ: ପ୍ରିୟଙ୍କା

ନୂଆଦିଲ୍ଲୀ: ମୁଁ ମୋ ଭାଇ ପାଇଁ ଜୀବନ ଦେଇ ଦେବି। ସେ ବି ମୋ ପାଇଁ ଜୀବନ ଦେଇଦେବ। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏହା କହିଛନ୍ତି। ଭାଇ-ଭଉଣୀଙ୍କ ମଧ୍ୟରେ ଅପଟ ଥିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୟାନ ଆସିବା ପରେ ପ୍ରିୟଙ୍କା ଏହାର ଜବାବ ରଖିଛନ୍ତି।  ଆମ ଭିତରେ କେଉଁଠି କଳହ ଅଛି ବୋଲି ପ୍ରିୟଙ୍କା ପ୍ରଶ୍ନ କରିଛନ୍ତି। ରାହୁଲ ଗାନ୍ଧୀ ଏବଂ ଭଉଣୀ  ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ମଧ୍ୟରେ ମତଭେଦ ଯୋଗୁ […]

priyanka-22

priyanka-22

Tapas Behera
  • Published: Sunday, 13 February 2022
  • Updated: 13 February 2022, 05:16 PM IST

Sports

Latest News

ନୂଆଦିଲ୍ଲୀ: ମୁଁ ମୋ ଭାଇ ପାଇଁ ଜୀବନ ଦେଇ ଦେବି। ସେ ବି ମୋ ପାଇଁ ଜୀବନ ଦେଇଦେବ। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏହା କହିଛନ୍ତି। ଭାଇ-ଭଉଣୀଙ୍କ ମଧ୍ୟରେ ଅପଟ ଥିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୟାନ ଆସିବା ପରେ ପ୍ରିୟଙ୍କା ଏହାର ଜବାବ ରଖିଛନ୍ତି।  ଆମ ଭିତରେ କେଉଁଠି କଳହ ଅଛି ବୋଲି ପ୍ରିୟଙ୍କା ପ୍ରଶ୍ନ କରିଛନ୍ତି। ରାହୁଲ ଗାନ୍ଧୀ ଏବଂ ଭଉଣୀ  ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ମଧ୍ୟରେ ମତଭେଦ ଯୋଗୁ କଂଗ୍ରେସ ପତ୍ତନାଭିମୁଖି ହେଉଥିବା ଯୋଗୀ ଆଦିତ୍ୟନାଥ କହିଥିଲେ।

ଦ୍ୱନ୍ଦ୍ୱ ଆମ ଭିତରେ ନୁହେଁ ବରଂ ଯୋଗୀଙ୍କ ମୁଣ୍ଡରେ ଥିବା ପ୍ରିୟଙ୍କା କହିଛନ୍ତି। ସେ କହିଛନ୍ତି ଯେ, ଯୋଗୀଙ୍କ ବୟାନରୁ ବଜେପି ଭିତରେ ଦ୍ୱନ୍ଦ୍ୱ ଥିବା ଜଣାପଡ଼ୁଛି। ଯୋଗୀ-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହଙ୍କ ମଧ୍ୟରେ ତୀବ୍ର ମତଭେଦ ଥିବା ପ୍ରିୟଙ୍କା ଓଲଟି ତୀର ମାରିଛନ୍ତି। ୟୁପିର ଏକ ନର୍ବାଚନୀ ରାଲିରେ ଯୋଗ ଦେଇ ଏହା କହିଛନ୍ତି ପ୍ରିୟଙ୍କା।

ଉତ୍ତରପ୍ରଦେଶ କଂଗ୍ରେସ ପକ୍ଷରୁ ନେତୃତ୍ୱ ନେଉଥିବା ପ୍ରିୟଙ୍କା ନିର୍ବାଚନ ପ୍ରଚାରକୁ ଯୋରଦାର କରିଛନ୍ତି। ବିଭିନ୍ନ ନିର୍ବାଚନମଣ୍ଡଳୀକୁ ଘନ ଘନ ଗସ୍ତ କରିବା ସହ ରାଲି, ଶୋଭାଯାତ୍ରା କରି ଜନସମର୍ଥନ ଯୋଗାଇ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏଥିସହ ଶାସକ ଦଳ ବିଜେପିର ଭୁଲ ତ୍ରୁଟି ବାହାର କରି ଶାଣିତ ସମାଲୋଚନା ଜାରି ରଖିଛନ୍ତି ପ୍ରିୟଙ୍କା। ନିର୍ବାଚନ କ୍ୟାମ୍ପେନିଂରେ ତାଙ୍କ ଟ୍ୟାଗ ଲାଇନ୍‌ ‘ଲଡ଼କୀ ହୁଁ ଲଡ଼ଶକ୍ତି ହୁଁ’ ବିଜେପି ପାଇଁ ଚ୍ୟାଲେଞ୍ଜ ହୋଇଛି।  ଗତ ସପ୍ତାହରେ ନିଜକୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଇଶାରା ଦେଇଥିଲେ ପ୍ରିୟଙ୍କା ଏପରିକି ପ୍ରିୟଙ୍କାଙ୍କ ନେତୃତ୍ୱରେ ଦଳୀୟ କାର୍ଯ୍ୟକ୍ରମ ପରିଚାଳନା ହେଉଥିବା ବେଳେ ଗତ ସପ୍ତାହରେ କଂଗ୍ରେସ ଇସ୍ତାହାର ପ୍ରକାଶ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story