ମମତାଙ୍କ ହୃଦସ୍ପନ୍ଦନ ବଢ଼ାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଇନ୍ ଆଖିର ସମସ୍ତେ ସମାନ। ଯିଏ ଆଇନକୁ ହାତକୁ ନେବେ ସିଏ ଦଣ୍ଡିତ ହୋଇପାରିବ। ମଙ୍ଗଳବାର ସୁପ୍ରିମକୋର୍ଟ ସିବିଆଇର ଏକ ଆବେଦନ ଉପରେ ବିଚାର କରି ଏହା କହିଛନ୍ତି। ଯାହାକି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ନେତ୍ରୀ ମମତା ବାନାର୍ଜୀଙ୍କ ହୃଦସ୍ପନ୍ଦନ ବଢ଼ାଇଛି। ସୁପ୍ରିମକୋର୍ଟ କହିଛନ୍ତି ମମତା ହୁଅନ୍ତୁ ଅବା ସାଧାରଣ ଲୋକ ଯିଏ ଆଇନ୍ ଉଲ୍ଲଂଘନ କରିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସିବିଆଇ ଯଦି ଚାହିଁବ ମମତାଙ୍କ ବିରୋଧରେ ଆଇନ୍ ଅନୁଯାୟୀ […]

mamata-banerjee

mamata-banerjee

Subhransu Sekhar
  • Published: Wednesday, 26 May 2021
  • Updated: 26 May 2021, 12:53 PM IST

Sports

Latest News

ନୂଆଦିଲ୍ଲୀ: ଆଇନ୍ ଆଖିର ସମସ୍ତେ ସମାନ। ଯିଏ ଆଇନକୁ ହାତକୁ ନେବେ ସିଏ ଦଣ୍ଡିତ ହୋଇପାରିବ। ମଙ୍ଗଳବାର ସୁପ୍ରିମକୋର୍ଟ ସିବିଆଇର ଏକ ଆବେଦନ ଉପରେ ବିଚାର କରି ଏହା କହିଛନ୍ତି। ଯାହାକି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ନେତ୍ରୀ ମମତା ବାନାର୍ଜୀଙ୍କ ହୃଦସ୍ପନ୍ଦନ ବଢ଼ାଇଛି। ସୁପ୍ରିମକୋର୍ଟ କହିଛନ୍ତି ମମତା ହୁଅନ୍ତୁ ଅବା ସାଧାରଣ ଲୋକ ଯିଏ ଆଇନ୍ ଉଲ୍ଲଂଘନ କରିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସିବିଆଇ ଯଦି ଚାହିଁବ ମମତାଙ୍କ ବିରୋଧରେ ଆଇନ୍ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ଏଥିପାଇଁ ସିବିଆଇ ପାଖରେ ସମସ୍ତ ପ୍ରକାର କ୍ଷମତା ରହିଛି।

ସିବିଆଇ ଗତକାଲି ସୁପ୍ରିମକୋର୍ଟରେ କହିଛି, ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ ଗତ ସପ୍ତାହରେ ଚାରି ଜଣଙ୍କୁ ସିବିଆଇ ଗିରଫ କରିଥିଲା। ଏଥିରୁ ତିନି ଜଣ ଟିଏମସି ନେତା। ଗିରଫ ପରେ ମମତା ବାନାର୍ଜୀ ଏବଂ ତାଙ୍କ ସମର୍ଥକ ସିବିଆଇ ଅଫିସକୁ ଘେରିବା ସହିତ ଟେକା ପଥର ଫିଙ୍ଗିଥିଲେ। ଏହାପରେ ସୁପ୍ରିମକୋର୍ଟ କହିଛନ୍ତି ମମତା ହୁଅନ୍ତୁ ଅବା ସାଧାରଣ ଲୋକ ଯିଏ ଆଇନ୍ ଉଲ୍ଲଂଘନ କରିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ସିବିଆଇ କହିଛି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମେ ୧୭ରେ ତାଙ୍କ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତରେ ଚାପ ପ୍ରୟୋଗ କରିବା ସହିତ ତାଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ଏମିତିକି ଜଣେ ମୁଖ୍ୟମନ୍ତ୍ରୀ ହୋଇ ସିବିଆଇକୁ ନେଇ ଅପମାନଜନକ ମନ୍ତବ୍ୟ ଦେଇଥିଲେ। ନିଜ ସମର୍ଥକଙ୍କ ଦ୍ୱାରା ଟେକା ପଥର ମାଡ଼ି କରି ତଦନ୍ତ ବାଧାପ୍ରାପ୍ତ କରାଯାଇଛି ବୋଲି ସିବିଆଇ କହିଛି। ଏଭଳି କରି ମମତା ଏବଂ ତାଙ୍କ ସମର୍ଥକମାନେ ସିବିଆଇ ଅଫିସ ଆଗରେ ଆତଙ୍କରାଜ କରିବାକୁ ଚେଷ୍ଟା କରିଥିଲେ।

ବିଚାରପତି ଜଷ୍ଟିସ ବିନିତ ସରନ ଏବଂ ଜଷ୍ଟିସ ବି.ଆର. ସିବିଆଇର ପକ୍ଷ ରଖୁଥିବା ସଲିସିଟର ଜେନେରାଲ ତୁଷାର ମେହେତାଙ୍କୁ କହିଛନ୍ତି ଯେ ସିବିଆଇ କାର୍ଯ୍ୟାଳୟ ଅବରୋଧରେ ସେ ମୁଖ୍ୟମନ୍ତ୍ରୀ ତଥା ଆଇନ ମନ୍ତ୍ରୀଙ୍କ ଆଚରଣକୁ ଅନୁମୋଦନ କିମ୍ବା ଅନୁମତି ଦେଉ ନାହାଁନ୍ତି। ଏହି ପରିସ୍ଥିତିର ମୁକାବିଲା ପାଇଁ ସମ୍ବିଧାନରେ ପର୍ଯ୍ୟାପ୍ତ ପଦକ୍ଷେପ ରହିଛି ବୋଲି ବେଞ୍ଚ କହିଛନ୍ତି। କୋର୍ଟ ସରକାର କିମ୍ବା ସିବିଆଇକୁ ପରାମର୍ଶ ଦେବା ପାଇଁ ଏଠାରେ ନାହାନ୍ତି ବୋଲି ବେଞ୍ଚ କହିଛନ୍ତି।

କୋର୍ଟ କହିଛନ୍ତି ଯେ ଯେଉଁମାନେ ଆଇନକୁ ନିଜ ହାତକୁ ନେବେ ସେମାନଙ୍କ ବିରୋଧରେ ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ତଦନ୍ତକାରୀ ସଂସ୍ଥା ଉପରେ ଚାପ ପକାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏପରି ବୈଠକକୁ ବେଞ୍ଚ ପ୍ରଶଂସା କରୁନାହିଁ। ବେଞ୍ଚ କହିଛନ୍ତି ଯେ ଆମେ ନାଗରିକଙ୍କ ସ୍ୱାଧୀନତାକୁ ରାଜନେତାଙ୍କ କୌଣସି ବେଆଇନ କାର୍ଯ୍ୟ ସହିତ ଯୋଡିବାକୁ ପସନ୍ଦ କରୁନାହୁଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story