ପୋଲାଭରମ ପ୍ରକଳ୍ପ ଖୁବ ଶୀଘ୍ର ସାରିବା ପାଇଁ ମୋଦି ସରକାର ବଦ୍ଧପରିକର: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ପୋଲାଭରମ ପ୍ରକଳ୍ପକୁ ଦୀର୍ଘ ଦିନ ଧରି ଓଡ଼ିଶା ଏବଂ ଆନ୍ଧ୍ର ମଧ୍ୟରେ ବିବାଦ ଶୀତଳ ଅବସ୍ଥାରେ ଥିବା ବେଳେ ଏବେ ଏହା ଟିକେ ତାଜା ହୋଇଛି। ବିବାଦୀୟ ପୋଲାଭରମକୁ ନେଇ ସମାଧାନର ସୂତ୍ର ବାହାରି ନଥିବା ବେଳେ ପ୍ରକଳ୍ପକୁ  ସମର୍ଥନ କରି କାମ ଆଗେଇ ନେବାକୁ ପ୍ରତିଶ୍ରୁତି ଦେଛନ୍ତି କେନ୍ଦ୍ରମନ୍ତ୍ରୀ। ପୋଲାଭାରମ ପ୍ରକଳ୍ପ ଶେଷ ପାଇଁ କେନ୍ଦ୍ର ବଦ୍ଧପରିକର ବୋଲି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍‌ କହିଛନ୍ତି। ପ୍ରକଳ୍ପ ପାଇଁ ସବୁ […]

Polavaram

Polavaram

Tapas Behera
  • Published: Friday, 04 March 2022
  • Updated: 04 March 2022, 08:48 PM IST

Sports

Latest News

ନୂଆଦିଲ୍ଲୀ: ପୋଲାଭରମ ପ୍ରକଳ୍ପକୁ ଦୀର୍ଘ ଦିନ ଧରି ଓଡ଼ିଶା ଏବଂ ଆନ୍ଧ୍ର ମଧ୍ୟରେ ବିବାଦ ଶୀତଳ ଅବସ୍ଥାରେ ଥିବା ବେଳେ ଏବେ ଏହା ଟିକେ ତାଜା ହୋଇଛି। ବିବାଦୀୟ ପୋଲାଭରମକୁ ନେଇ ସମାଧାନର ସୂତ୍ର ବାହାରି ନଥିବା ବେଳେ ପ୍ରକଳ୍ପକୁ  ସମର୍ଥନ କରି କାମ ଆଗେଇ ନେବାକୁ ପ୍ରତିଶ୍ରୁତି ଦେଛନ୍ତି କେନ୍ଦ୍ରମନ୍ତ୍ରୀ। ପୋଲାଭାରମ ପ୍ରକଳ୍ପ ଶେଷ ପାଇଁ କେନ୍ଦ୍ର ବଦ୍ଧପରିକର ବୋଲି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍‌ କହିଛନ୍ତି। ପ୍ରକଳ୍ପ ପାଇଁ ସବୁ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବ ବୋଲି ଆନ୍ଧ୍ର ସରକାରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ।  ପୋଲାଭରମ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରି ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ।

ପ୍ରକଳ୍ପ ସାଇଟ୍‌ରେ ସମୀକ୍ଷା ବେଳେ ତାଙ୍କ ସହ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏସ ଜଗମୋହନ ରେଡ୍ଡୀ ମଧ୍ୟ ଉପସ୍ଥିତ ଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଉକ୍ତ ପ୍ରକଳ୍ପକୁ ଜାରତୀୟ ପ୍ରକଳ୍ପ ଭାବେ ଘୋଷଣା କରାଯାଇଛି। ପ୍ରକଳ୍ପ ପରିଦର୍ଶନ ପରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଗଜେନ୍ଦ୍ର କହିଛନ୍ତି ଯେ,  ଆସନ୍ତା ବର୍ଷେ ମଧ୍ୟରେ ପ୍ରକଳ୍ପର ପ୍ରାଥମିକ କାର୍ଯ୍ୟ ଶେଷ ହେବ।  ମୋଦି ସରକାର ପ୍ରକଳ୍ପ କାମ ଶେଷ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ‌ଏବଂ ସବୁ ଖର୍ଚ୍ଚ କେନ୍ଦ୍ର ବହନ କରିବ ବୋଲି ସେ କହିଛନ୍ତି ।

ଆନ୍ଦ୍ରପ୍ରଦେଶ ସରକାରଙ୍କ ସ୍ୱୀକୃତୀପ୍ରାପ୍ତ ଉକ୍ତ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ସବୁ ଖର୍ଚ୍ଚ ବହନ କରିବେ ବୋଲି ସେ କହିଛନ୍ତି । ସେହିପରି ପ୍ରକଳ୍ପ ପାଇଁ ବିସ୍ଥାପିତ ହେବାକୁ ଥିବା ଲୋକଙ୍କ ଥଇଥାନ ପାଇଁ କେନ୍ଦ୍ର ଓ  ରାଜ୍ୟ  ଦାୟିତ୍ୱ ନେବ। ସେ କହିଛନ୍ତି ଯେ, ୧୯୭୦ରେ ଏହି ପ୍ରକଳ୍ପର  ପ୍ରସ୍ତାବ ଆସିଥିଲା। ଆନ୍ଧ୍ରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଥିବା ୱାଇଏସ ରାଜଶେଖର ରେଡ୍ଡୀଙ୍କ କାର୍ଯ୍ୟକାଳରେ ଏହି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଥିଲା।  କିନ୍ତୁ  ଦୁର୍ଭାଗ୍ୟବସତଃ ପ୍ରକଳ୍ପ ଆରମ୍ଭ  ହେବାର ୪୦-୫୦ ବର୍ଷ ଧରି ପ୍ରକଳ୍ପ ଶେଷ ହୋଇ ପାରିଲା ନାହିଁ। ତେବେ ପ୍ରକଳ୍ପ ପାଇଁ ବିସ୍ଥାପିତ ହେବାକୁ ଥିବା ଲୋକଙ୍କୁ ନିଶ୍ଚିତ ନ୍ୟାୟ ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ  କହିଛନ୍ତି । ସେମାନଙ୍କ ଥଇଥାରନ ପାଇଁ କଲୋନୀ ବ୍ୟବସ୍ଥା କରାଯିବ। ବିସ୍ଥାପିତ ହେବାକୁଥିବା ପ୍ରତ୍ୟେକ ପରିବାରକୁ  ରାଜ୍ୟ ସରାକରଙ୍କ ପକ୍ଷରୁ ୩ ଲକ୍ଷ  ଏବଂ କେନ୍ଦ୍ରର  ସହାୟତା ମିଶାଇ ମୋଟ୍‌ ୬.୮ ଲକ୍ଷ ଟଙ୍କା ଦିଆଯିବ।  ସେହିପରି ବିସ୍ଥାପିତଙ୍କ ପାଇଁ ୩,୯୦୫ଟି  ଘର ନିର୍ମାଣ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story