ଆମକୁ ପାଣିରେ ବୁଡ଼ାଇ ମାରିବ: ମାଡ୍ରାସ ହାଇକୋର୍ଟ

ଚେନ୍ନାଇ: ଲଗାଣ ବର୍ଷା ଯୋଗୁ ଚେନ୍ନାଇ ଜଳମଗ୍ନ ହେବା ଏବଂ ନିଷ୍କାସନ ବ୍ୟବସ୍ଥା ଫେଲ ମାରିଥିବାରୁ ଗ୍ରେଟର ଚେନ୍ନାଇ କର୍ପୋରେସନ ଉପରେ ବର୍ଷିଛନ୍ତି ମାଡ୍ରାସ ହାଇକୋର୍ଟ। ସହରରେ ସୃଷ୍ଟି ହୋଇଥିବା ଅଚଳାବସ୍ତା ପାଇଁ ହାଇକୋର୍ଟ ଭର୍ତ୍ସନା କରିଛନ୍ତି। କହିଛନ୍ତି ଗ୍ରେଟର ଚେନ୍ନାଇ କର୍ପୋରେସନ ପାଇଁ ଆମେ ପାଣିଘେରରେ ରହିବାକୁ ପଡ଼ୁଛି । ପୁଣି ମରିବାକୁ ପଡ଼ୁଛି। ୨୦୧୫ରେ ଭୟଙ୍କର ବନ୍ୟା ପରେ ୬ ବର୍ଷ ଧରି କ’ଣ କରୁଥିଲ ବୋଲି ପ୍ରଶ୍ନ କରିଛନ୍ତି ହାଇକୋର୍ଟ। ଅନ୍ୟପଟେ ବର୍ତ୍ତମାନର […]

Madras-HC

Madras-HC

Tapas Behera
  • Published: Tuesday, 09 November 2021
  • Updated: 09 November 2021, 03:52 PM IST

Sports

Latest News

ଚେନ୍ନାଇ: ଲଗାଣ ବର୍ଷା ଯୋଗୁ ଚେନ୍ନାଇ ଜଳମଗ୍ନ ହେବା ଏବଂ ନିଷ୍କାସନ ବ୍ୟବସ୍ଥା ଫେଲ ମାରିଥିବାରୁ ଗ୍ରେଟର ଚେନ୍ନାଇ କର୍ପୋରେସନ ଉପରେ ବର୍ଷିଛନ୍ତି ମାଡ୍ରାସ ହାଇକୋର୍ଟ। ସହରରେ ସୃଷ୍ଟି ହୋଇଥିବା ଅଚଳାବସ୍ତା ପାଇଁ ହାଇକୋର୍ଟ ଭର୍ତ୍ସନା କରିଛନ୍ତି। କହିଛନ୍ତି ଗ୍ରେଟର ଚେନ୍ନାଇ କର୍ପୋରେସନ ପାଇଁ ଆମେ ପାଣିଘେରରେ ରହିବାକୁ ପଡ଼ୁଛି । ପୁଣି ମରିବାକୁ ପଡ଼ୁଛି। ୨୦୧୫ରେ ଭୟଙ୍କର ବନ୍ୟା ପରେ ୬ ବର୍ଷ ଧରି କ’ଣ କରୁଥିଲ ବୋଲି ପ୍ରଶ୍ନ କରିଛନ୍ତି ହାଇକୋର୍ଟ। ଅନ୍ୟପଟେ ବର୍ତ୍ତମାନର ସ୍ଥିତି ପାଇଁ  ନାଗରିକ ସମାଜକୁ ଜାଗ୍ରତ ହେବା ପାଇଁ ନାଗରିରିକ ସମାଜକୁ ଆହ୍ୱାନ କରିଛନ୍ତି ହାଇକୋର୍ଟ।

ହାଇକୋର୍ଟ କହିଛନ୍ତି ଯେ, ସ୍ଥିତି ଏମିତି ହେଉଛି ବର୍ଷର ୬ ମାସ ଧରି ଆମେ ପାଣିଘେରରେ ରହୁଛୁ। ସମସ୍ୟା ନସୁଧୁରିଲେ ଆମେ ମରିବାକୁ ବାଧ୍ୟ ହେବକୁ ବୋଲି କହିଛନ୍ତି ହାଇକୋର୍ଟ।  ଚେନ୍ନାଇ କେବେ ଦେଶର ଅଗ୍ରଣୀ ସହର ହୋପାରିବ ନାହିଁ ବୋଲି ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ସଞ୍ଜୀବ ବାନାର୍ଜୀ କହିଛନ୍ତି। ଚେନ୍ନାଇ ଏବଂ ଚେଙ୍ଗେଲପେଟ୍, କାଞ୍ଚିପୁରମ୍ ଏବଂ ତିରୁଭାଲୁର ଜିଲ୍ଲାରେ ଶନିବାରଠାରୁ  ପ୍ରବଳ ବର୍ଷା ରେକର୍ଡ଼ କରାଯାଇଛି। ନିକଟ ଅତୀତରେ କେବେ ଏମିତି ବର୍ଷା ହୋଇ ନଥିଲା। ଭୀଷଣ ବର୍ଷା ଯୋଗୁ ରାସ୍ତାଘାଟ ବୁଡ଼ି ଯାଇଛି।

ଘର ଭିତରେ ପାଣି ପଶିଯାଇଛି। ଗାଡ଼ି ମୋଟର ସବୁ ବୁଡ଼ିଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଯୋଗୁ ଅଦ୍ୟାବଧି ୫ ଜଣଙ୍କର ମୃତ୍ୟୁ ଘଟିଲାଣି । ୭୦ ଘର ନଷ୍ଟ ହୋଇଯାଇଛି। ଜଳ ନିଷ୍କାସନ ପାଇଁ ଗ୍ରେଟର ଚେନ୍ନାଇ କର୍ପୋରେସନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ୨୩୦୦ ଲୋକଙ୍କୁ ନିଯୁକ୍ତି କରାଯାଇଛି।  ଚେନ୍ନାଇରେ ୪୮ଟି ରିଲିଫ କ୍ୟାମ୍ପରେ ୧୧୦୭ ଜଣ ଆଶ୍ରୟ ନେଇଛନ୍ତି। ବନ୍ୟା ପ୍ରଭାବିତଙ୍କୁ  ରିଲଫ ମଧ୍ୟ ବଣ୍ଟନ କରାଯାଇଛି। ତାମିଲନାଡ଼ୁରେ ୪୩ ପ୍ରତିଶଷତ ବର୍ଷା ରେକର୍ଡ଼ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story