ଚାଇନା ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି, ଆମ ସରକାର ଗ୍ରହଣ କରିବାକୁ ନାରାଜ: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ସୀମାରେ ଭାରତ-ଚାଇନା ସଂଘର୍ଷକୁ ନେଇ ବିରୋଧୀ କେନ୍ଦ୍ରର ମୋଦି ସରକାରଙ୍କୁ ଘେରି ଆସୁଥିବା ବେଳେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧି ଟାର୍ଗେଟ କରିଛନ୍ତି। ଚାଇନାର ଧମକକୁ ସରକାର ଲୁଚାଉଛନ୍ତି ବୋଲି ରାହୁଲ ଗାନ୍ଧି କହିଛନ୍ତି। ସେ ଆହୁରି କହିଛନ୍ତି ଯେ ବେଜିଂ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶାସନ ଏହାକୁ ଗ୍ରହଣ କରିବାକୁ ନାରାଜ। ସେ କହିଛନ୍ତି, ଚାଇନା ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି, ଆକ୍ରମଣ ପାଇଁ ନୁହେଁ। ସେମାନଙ୍କର ଅସ୍ତ୍ରଶସ୍ତ୍ର […]

rahul-gandhi

rahul-gandhi

Tapas Behera
  • Published: Friday, 16 December 2022
  • Updated: 16 December 2022, 05:49 PM IST

Sports

Latest News

ନୂଆଦିଲ୍ଲୀ: ସୀମାରେ ଭାରତ-ଚାଇନା ସଂଘର୍ଷକୁ ନେଇ ବିରୋଧୀ କେନ୍ଦ୍ରର ମୋଦି ସରକାରଙ୍କୁ ଘେରି ଆସୁଥିବା ବେଳେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧି ଟାର୍ଗେଟ କରିଛନ୍ତି। ଚାଇନାର ଧମକକୁ ସରକାର ଲୁଚାଉଛନ୍ତି ବୋଲି ରାହୁଲ ଗାନ୍ଧି କହିଛନ୍ତି। ସେ ଆହୁରି କହିଛନ୍ତି ଯେ ବେଜିଂ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶାସନ ଏହାକୁ ଗ୍ରହଣ କରିବାକୁ ନାରାଜ।

ସେ କହିଛନ୍ତି, ଚାଇନା ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି, ଆକ୍ରମଣ ପାଇଁ ନୁହେଁ। ସେମାନଙ୍କର ଅସ୍ତ୍ରଶସ୍ତ୍ର ତରିକା ଦେଖନ୍ତୁ। ସେମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି। ଆମ ସରକାର ଏହାକୁ ଗ୍ରହଣ କରୁ ନାହାନ୍ତି। ଭାରତ ସରକାର ରଣନୀତି ଉପରେ ନୁହେଁ ବରଂ ଇଭେଣ୍ଟ ଉପରେ କାର୍ଯ୍ୟ କରୁଛନ୍ତି। ଚାଇନା ଆମର ଜମି ଅକ୍ତିଆର କରିଛି। ସେମାନେ ଆମ ସୈନ୍ୟଙ୍କୁ ପିଟିଛନ୍ତି। ଚାଇନାର ଧମକ ମଧ୍ୟ ସ୍ପଷ୍ଟ। ଏହାକୁ ଅଣଦେଖା କରି ସରକାର ଲୁଚାଉଛନ୍ତି। ଲଦାଖ ଏବଂ ଅରୁଣାଚଳ ଉପରେ ଚାଇନା ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି। ହେଲେ ଭାରତ ସରକାର ଶୋଇଛନ୍ତି ବୋଲି ରାହୁଲ କହିଛନ୍ତି।

ରାଜସ୍ଥାନର ଭାରତ ଯୋଡ଼ୋ ଯାତ୍ରା ବେଳେ ଏହା କହିଛନ୍ତି ରାହୁଲ। ସୂଚନାଯୋଗ୍ୟ ଯେ, ଗତ ୮ ଓ ୯ ତାରିଖ ରାତିରେ  ପ୍ରାୟ ୩୦୦ ଚୀନ ସୈନ୍ୟ ଭାରତୀୟ ଅଂଚଳରେ ଅନୁପ୍ରବେଶ କରିବା ପରେ ସେଠାରେ ଥିବା ଭାରତୀୟ ସୈନ୍ୟଙ୍କ ସହ ପ୍ରଥମେ ଯୁକ୍ତିତର୍କ ଓ ପରେ ହାତାହାତି ହୋଇଥିଲେ । ଏହି ସମୟରେ ଖବର ପାଇ ପୂର୍ବରୁ ପ୍ରସ୍ତୁତ ଥିବା ଅନ୍ୟ ଭାରତୀୟ ସୈନ୍ୟମାନେ ସେଠାରେ ପହଞ୍ଚି ଚୀନ ସୈନ୍ୟଙ୍କୁ ଘେରିଯାଇଥିଲେ । ଏହି ହାତାହାତି ସଂଘର୍ଷରେ ଉଭୟ ପକ୍ଷର ସୈନ୍ୟ ଆହତ ହୋଇଛନ୍ତି ।

ସେହିପରି ଜୁନ୍‌ ୨୦୨୨ରେ ଲଦାଖର ଗଲୱାନରେ ଭାରତ ଓ ଚାଇନା ସେନା ମୁହାଁମୁହିଁ ହେବା ପରେ ୨୦ ଭାରତୀୟ ଯବାନଙ୍କ ମୃତ୍ୟୁ ଘଟିଥିଲା। ୨୦୧୭ ଅଗଷ୍ଟରେ ଲଦାଖର ପଙ୍ଗୋଙ୍ଗ୍‌ ହ୍ରଦଠାରେ ଭାରତ ଓ ଚାଇନା ସେନା ମଧ୍ୟରେ ଅନୁରୂପ ମୁଥ ମରାମରି ହୋଇଥିଲା। ସାମରିକ ପ୍ରୋଟୋକଲ୍‌ ଅନୁଯାୟୀ ଯବାନମାନେ ଆପୋସ ବୁଝାମଣାରେ ଏହାର ସମାଧାନ କରିଥିଲେ। ଦୁଇଦେଶ ମଧ୍ୟରେ ସୀମାକୁ ନେଇ ବିବାଦ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story