ଏହି ସବୁ ଆସନରେ କଡ଼ା ଟକ୍କର, ବିଜୟ ବ୍ୟବଧାନ ୧୦୦୦ ଭୋଟରୁ ବି କମ୍

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ବିଜେପି ଜବରଦସ୍ତ ପ୍ରଦର୍ଶନ କରିଛି। ଦଳ ଏକାକୀ ୨୫୫ ଆସନରେ ବିଜୟ ଲାଭ କରିଥିବା ବେଳେ ସହଯୋଗୀ ଆପନା ଦଳ ଓ ନିଶାଦ ପାର୍ଟି ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରିଛି। ୟୁପିର ୪୦୩ ବିଧାନସଭା ଆସନରୁ ବିଜେପି ମେଣ୍ଟ ୨୭୪ଟିରେ ବାଜିମାତ କରିଛି। ଏହି ବିଜୟ ପରେ ଦୀର୍ଘ ୩୭ ବର୍ଷର ରେକର୍ଡ ଭାଙ୍ଗି ଯୋଗୀ ଆଦିତ୍ୟନାଥ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ବିଜେପିର ବିପୁଳ ବିଜୟ ସତ୍ତ୍ୱେ ଏମିତି କିଛି ଆସନ […]

BJP1

BJP1

Hemant Lenka
  • Published: Friday, 11 March 2022
  • Updated: 11 March 2022, 01:14 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ବିଜେପି ଜବରଦସ୍ତ ପ୍ରଦର୍ଶନ କରିଛି। ଦଳ ଏକାକୀ ୨୫୫ ଆସନରେ ବିଜୟ ଲାଭ କରିଥିବା ବେଳେ ସହଯୋଗୀ ଆପନା ଦଳ ଓ ନିଶାଦ ପାର୍ଟି ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରିଛି। ୟୁପିର ୪୦୩ ବିଧାନସଭା ଆସନରୁ ବିଜେପି ମେଣ୍ଟ ୨୭୪ଟିରେ ବାଜିମାତ କରିଛି। ଏହି ବିଜୟ ପରେ ଦୀର୍ଘ ୩୭ ବର୍ଷର ରେକର୍ଡ ଭାଙ୍ଗି ଯୋଗୀ ଆଦିତ୍ୟନାଥ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

ବିଜେପିର ବିପୁଳ ବିଜୟ ସତ୍ତ୍ୱେ ଏମିତି କିଛି ଆସନ ରହିଛି, ଯେଉଁଠାରେ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟିର ପ୍ରାର୍ଥୀମାନେ କଡ଼ା ଟକ୍କର ଦେବାକୁ ସକ୍ଷମ ହୋଇଛନ୍ତି। ଏପରି କି ଏହି ସବୁ ଆସନରେ ବିଜୟ ବ୍ୟବଧାନ ୧୦୦୦ ଭୋଟରୁ ମଧ୍ୟ କମ ରହିଛି। ସପା ଓ ଏହାର ସହଯୋଗୀ ଦଳଗୁଡ଼ିକ ବିଜେପି ପାଇଁ ମୁଖ୍ୟ ଚ୍ୟାଲେଞ୍ଜର୍ସ ଭାବେ ଉଭା ହୋଇଛନ୍ତି

ନିର୍ବାଚନ କମିଶନଙ୍କ ୱେବସାଇଟରେ ଉଲବ୍ଧ ତଥ୍ୟ ଅନୁଯାୟୀ, ରାଜ୍ୟର ୧୫ଟି ସିଟ୍‌ରେ ପ୍ରାର୍ଥୀଙ୍କ ଜିତିବା ଓ ହାରିବା ମଧ୍ୟରେ ଭୋଟ ବ୍ୟବଧାନ ୧୦୦୦ରୁ ମଧ୍ୟ କମ ରହିଛି।

କେଉଁ ୧୫ ଆସନରେ କଡ଼ା ଟକ୍କର ହୋଇଥିଲା ଜାଣନ୍ତୁ

୧-ବାରାଉତରେ ବିଜେପିର କୃଷ୍ଣପାଲ ମଲିକ ୩୧୫ ଖଣ୍ଡ ଭୋଟରେ ଆରଏଲଡିର ଜୟବୀରଙ୍କୁ ହରାଇଛନ୍ତି।

୨-ବିଳାସପୁରରେ ବିଜେପିର ବଳଦେବ ଅଲାଖ ୩୦୭ ଖଣ୍ଡ ଭୋଟରେ ସପାର ଅମରଜିତ ସିଂହଙ୍କୁ ହରାଇଛନ୍ତି।

୩-ଚାନ୍ଦପୁରରେ ସପାର ସ୍ୱାମୀ ଓମବେଶ ୨୩୪ ଖଣ୍ଡ ଭୋଟରେ ବିଜେପିର କମଳେଶ ସାଇନିଙ୍କୁ ହରାଇଛନ୍ତି।

୪-ଧାମପୁରରେ ବିଜେପିର ଅଶୋକ ରାଣା ୨୦୩ ଖଣ୍ଡ ଭୋଟରେ ସପାର ନୈମ ଉଲ ହାସନଙ୍କୁ ହରାଇଛନ୍ତି।

୫- ଦିବ୍ୟାପୁରରେ ସପାର ପ୍ରଦୀପ ଯାଦବ ୪୭୩ ଖଣ୍ଡ ଭୋଟରେ ବିଜେପିର ଲଖନ ସିଂହ ରାଜପୁତଙ୍କୁ ହରାଇଛନ୍ତି।

୬-ଡୁମରିୟାଗଞ୍ଜରେ ସପାର ସୟିଦା ଖାତୁନ ୭୭୧ ଖଣ୍ଡ ଭୋଟରେ ବିଜେପିର ରାଘବେନ୍ଦ୍ର ପ୍ରତାପ ସିଂହଙ୍କୁ ହରାଇଛନ୍ତି।

୭-ଇସାଉଲିରେ ସପାର ମହମ୍ମଦ ତାହିର ଖାନ ୨୬୯ ଖଣ୍ଡ ଭୋଟରେ ବିଜେପିର ଓମ ପ୍ରକାଶ ପାଣ୍ଡେଙ୍କୁ ହରାଇଛନ୍ତି।

୮-ଜସରାନାରେ ସପାର ସଚିନ ଯାଦବ ୮୩୬ ଖଣ୍ଡ ଭୋଟରେ ବିଜେପିର ମନଭେନ୍ଦ୍ର ପ୍ରତାପ ସିଂହଙ୍କୁ ହରାଇଛନ୍ତି।

୯-କଟରାରେ ବିଜେପିର ବୀର ବିକ୍ରମ ସିଂହ ୩୫୭ ଖଣ୍ଡ ଭୋଟରେ ସପାର ରାଜେଶ ଯାଦବଙ୍କୁ ହରାଇଛନ୍ତି।

୧୦-କୁରସିରେ ବିଜେପିର ସକେନ୍ଦ୍ର ପ୍ରତାପ ୨୧୭ ଖଣ୍ଡ ଭୋଟରେ ସପାର ରାକେଶ ବର୍ମାଙ୍କୁ ହରାଇଛନ୍ତି।

୧୧-ମୋରଦାବାଦ ନଗରରେ ବିଜେପିର ରିତେଶ ଗୁପ୍ତା ୭୮୨ ଖଣ୍ଡ ଭୋଟରେ ସପାର ୟୁସୁଫ ଅନସାରୀଙ୍କୁ ହରାଇଛନ୍ତି।

୧୨- ନାକୁରରେ ବିଜେପିର ମୁକେଶ ଚୌଧୁରୀ ୩୧୫ ଖଣ୍ଡ ଭୋଟରେ ସପାର ଧରମ ସିଂହ ସାଇନିଙ୍କୁ ହରାଇଛନ୍ତି।

୧୩-ନେହଟାଉର ବିଜେପିର ଓମ ପ୍ରକାଶ ୨୫୮ ଖଣ୍ଡ ଭୋଟରେ ସପାର ମୁନ୍ସି ରାମଙ୍କୁ ହରାଇଛନ୍ତି।

୧୪-ରାମ ନଗରରେ ସପାର ଫରିଦ ମହଫୁଞ୍ଜ ୨୬୧ ଖଣ୍ଡ ଭୋଟରେ ବିଜେପିର ଶରଦ ଅବସ୍ତୀଙ୍କୁ ହରାଇଛନ୍ତି।

୧୫-ଶାହଗଞ୍ଜରେ ନିଶାଦ ପାର୍ଟିର ରମେଶ କୁମାର ୭୧୯ ଖଣ୍ଡ ଭୋଟରେ ବିଜେପିର ଶୈଳେନ୍ଦ୍ର ଯାଦବଙ୍କୁ ହରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story