ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ବିବାଦୀୟ ଟ୍ୱିଟ କରିଥିବା ରାମଗୋପାଲଙ୍କ ନାମରେ ଏତଲା

ମୁମ୍ବାଇ: ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଷୟରେ ବିବାଦୀୟ ଟ୍ୱିଟ୍ କରିଥିବା ଫିଲ୍ମ ନିର୍ଦ୍ଦେଶକ ରାମଗୋପାଲ ବର୍ମାଙ୍କ ନାମରେ ଅଭିଯୋଗ ହୋଇଛି। ଦ୍ରୌପଦୀ ମୁର୍ମୁଙ୍କ ବିପକ୍ଷରେ ଆପତ୍ତିଜନକ ଟ୍ୱିଟ୍‌ କରିଥିବାରୁ ସୁବାସ ରାଜୋରା ନାମକ ଜଣେ ବ୍ୟକ୍ତି ମୁମ୍ବାଇର ଏକ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗରେ ଦ୍ରୌପଦୀ ମୁର୍ମୁଙ୍କୁ ଅପମାନ କରାଯାଇଥିବା ଉଲ୍ଲେଖ ରହିଛି। ସେହିପରି ବାନ୍ଦ୍ରା ମେଟ୍ରୋପଲିଟାନ କୋର୍ଟରେ ମଧ୍ୟ ସେ ଦ୍ୱାରସ୍ଥ ହୋଇଛନ୍ତି। ଗତ ଜୁନ ୨୨ ତାରିଖରେ ରାମଗୋପାଳ ବର୍ମା ଏଭଳି […]

Ram-Gopal-Verma

Ram-Gopal-Verma

Tapas Behera
  • Published: Saturday, 16 July 2022
  • Updated: 16 July 2022, 08:50 PM IST

Sports

Latest News

ମୁମ୍ବାଇ: ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଷୟରେ ବିବାଦୀୟ ଟ୍ୱିଟ୍ କରିଥିବା ଫିଲ୍ମ ନିର୍ଦ୍ଦେଶକ ରାମଗୋପାଲ ବର୍ମାଙ୍କ ନାମରେ ଅଭିଯୋଗ ହୋଇଛି। ଦ୍ରୌପଦୀ ମୁର୍ମୁଙ୍କ ବିପକ୍ଷରେ ଆପତ୍ତିଜନକ ଟ୍ୱିଟ୍‌ କରିଥିବାରୁ ସୁବାସ ରାଜୋରା ନାମକ ଜଣେ ବ୍ୟକ୍ତି ମୁମ୍ବାଇର ଏକ ଥାନାରେ ଏତଲା ଦେଇଛନ୍ତି।

ଅଭିଯୋଗରେ ଦ୍ରୌପଦୀ ମୁର୍ମୁଙ୍କୁ ଅପମାନ କରାଯାଇଥିବା ଉଲ୍ଲେଖ ରହିଛି। ସେହିପରି ବାନ୍ଦ୍ରା ମେଟ୍ରୋପଲିଟାନ କୋର୍ଟରେ ମଧ୍ୟ ସେ ଦ୍ୱାରସ୍ଥ ହୋଇଛନ୍ତି। ଗତ ଜୁନ ୨୨ ତାରିଖରେ ରାମଗୋପାଳ ବର୍ମା ଏଭଳି ବିବାଦୀୟ ଟ୍ୱିଟ୍ କରିଥିଲେ। ସେ ତାଙ୍କ ଟ୍ୱିଟ୍‌ରେ ଲେଖିଥିଲେ “ଯଦି ଦ୍ରୌପଦୀ ରାଷ୍ଟ୍ରପତି ତେବେ ପାଣ୍ଡବ କିଏ ଓ କୌରବ କିଏ।

ପୂର୍ବରୁ ଏ ସମ୍ପର୍କରେ  ତେଲାଙ୍ଗାନା ବିଜେପିର ବରିଷ୍ଠ ନେତା ଜି ନାରାୟଣ ରେଡ୍ଡୀ ଅବିଡ୍ସ ପୁଲିସ୍‌ ଷ୍ଟେସନରେ ଲିଖିତ ଅଭିଯୋଗ କରିଛନ୍ତି। ଶ୍ରୀ ବର୍ମା ଟ୍ୱିଟ ଯୋଗେ ଶ୍ରୀମତୀ ମୁର୍ମୁଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ତେବେ ଟ୍ୱିଟକୁ ନେଇ ବିବାଦ ବଢ଼ୁବାରୁ ଶ୍ରୀ ବର୍ମା ପୁଣି ଟ୍ୱିଟ କରି ସଫେଇ ଦେଇଛନ୍ତି। ସେ କହିଛନ୍ତି, “କେବଳ ମଜା ପାଇଁ ଏପରି ଟ୍ୱିଟ କରିଥିଲି। ଏହା ପଛରେ ଆଉ କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story