ୟୁପିରେ ସମସ୍ତ ପ୍ରକାର ରାଲି ବାତିଲ କଲା କଂଗ୍ରେସ, କେବେ ଚେତିବ ବିଜେପି

ନୂଆଦିଲ୍ଲୀ: ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ଉତ୍ତର ପ୍ରଦେଶ(ୟୁପି)ରେ ସମସ୍ତ ପ୍ରକାରର ରାଜନୀତିକ ରାଲି ଓ କାର୍ଯ୍ୟକ୍ରମକୁ ବାତିଲ କରିଛି କଂଗ୍ରେସ। ମଙ୍ଗଳବାର କଂଗ୍ରେସର ବରେଲୀ କାର୍ଯ୍ୟକ୍ରମ ବେଳେ ବିଚଳିତ କରିବା ଭଳି ଭିଡିଓ ସାମ୍ନାକୁ ଆସିଥିଲା। ଦଳ ପକ୍ଷରୁ ଆୟୋଜନ ହୋଇଥିବା ମାରାଥନରେ ଦଳାଚକଟା ସ୍ଥିତି ସୃଷ୍ଟି ହୋଇଥିଲା। ଏଥିସହ ଦେଶରେ ସଂକ୍ରମଣ ବଢ଼ୁଥିବା ବେଳେ କାର୍ଯ୍ୟକ୍ରମରେ କେହି ବି ମାସ୍କ କିମ୍ବା ସାମାଜିକ ଦୂରତା ରକ୍ଷା କରି ନଥିଲେ। ଏଥିଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା […]

BJP1

BJP1

Hemant Lenka
  • Published: Wednesday, 05 January 2022
  • Updated: 05 January 2022, 12:46 PM IST

Sports

Latest News

ନୂଆଦିଲ୍ଲୀ: ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ଉତ୍ତର ପ୍ରଦେଶ(ୟୁପି)ରେ ସମସ୍ତ ପ୍ରକାରର ରାଜନୀତିକ ରାଲି ଓ କାର୍ଯ୍ୟକ୍ରମକୁ ବାତିଲ କରିଛି କଂଗ୍ରେସ। ମଙ୍ଗଳବାର କଂଗ୍ରେସର ବରେଲୀ କାର୍ଯ୍ୟକ୍ରମ ବେଳେ ବିଚଳିତ କରିବା ଭଳି ଭିଡିଓ ସାମ୍ନାକୁ ଆସିଥିଲା। ଦଳ ପକ୍ଷରୁ ଆୟୋଜନ ହୋଇଥିବା ମାରାଥନରେ ଦଳାଚକଟା ସ୍ଥିତି ସୃଷ୍ଟି ହୋଇଥିଲା।

ଏଥିସହ ଦେଶରେ ସଂକ୍ରମଣ ବଢ଼ୁଥିବା ବେଳେ କାର୍ଯ୍ୟକ୍ରମରେ କେହି ବି ମାସ୍କ କିମ୍ବା ସାମାଜିକ ଦୂରତା ରକ୍ଷା କରି ନଥିଲେ। ଏଥିଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଥିଲା। ଏହି ଘଟଣାର ଗୋଟିଏ ଦିନ ପରେ କଂଗ୍ରେସ ପରବର୍ତ୍ତୀ ନିଷ୍ପତ୍ତି ଯାଏ ୟୁପିରେ ସମସ୍ତ ପ୍ରକାରର ନିର୍ବାଚନୀ ଶୋଭାଯାତ୍ରା, କାର୍ଯ୍ୟକ୍ରମ ଓ ମାରାଥନକୁ ବାତିଲ କରିଦେଇଛି। ୟୁପିର ନୋଏଡା, ବାରାଣସୀ ଓ ବିଭିନ୍ନ ସ୍ଥାନରେ ଦଳ ପକ୍ଷରୁ ୭ରୁ ୮ଟି ମାରାଥନ କାର୍ଯ୍ୟକ୍ରମ ଆୟୋଜନ କରାଯିବାର ଥିଲା। ହେଲେ ଦେଶ ତଥା ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି।

କଂଗ୍ରେସ ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଆଜି ନୋଏଡାରେ ଥିବା କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି। କାରଣ ନୋଏଡାରେ କରୋନା ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। କାର୍ଯ୍ୟକ୍ରମରେ ଭିଡ଼ ହେବାର ସମ୍ଭାବନା ଥିବାରୁ ସ୍ଥିତି ଆହୁରି ସାଂଘାତିକ ହେବ। ତେଣୁ ଯୋଗୀ ନିଜର କାର୍ଯ୍ୟକ୍ରମ ଆଜି ପାଇଁ ବାତିଲ କରିଛନ୍ତି।

ଅନ୍ୟପକ୍ଷରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଂଗ୍ରେସ ତା’ର ନିର୍ବାଚନ ରାଲିକୁ ବାତିଲ କରିଥିଲେ ମଧ୍ୟ ବିଜେପି ଏଯାଏ ଏହା ଉପରେ କୌଣସି ନିଷ୍ପତ୍ତି ନେଇନାହିଁ। ଦଳ ୟୁପିରେ ତା’ର ନିର୍ବାଚନୀ ରାଲି ଓ କାର୍ଯ୍ୟକ୍ରମକୁ ବାତିଲ କରିବ ନାହିଁ, ତା’ର ଖବର ମିଳିନି।

କାରଣ କଂଗ୍ରେସ ଭଳି ବିଜେପି ରାଲିରେ ମଧ୍ୟ ଶତାଧିକ ଲୋକ ସାମିଲ ହେଉଛନ୍ତି। ଏହି ସମୟରେ କେହି ବି ସାମାଜିକ ଦୂରତା କିମ୍ବା ମାସ୍କ ପିନ୍ଧୁ ନାହାନ୍ତି। ତେଣୁ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହୁଛି। ତେଣୁ ବିଜେପି କେବେ କଂଗ୍ରେସ ଭଳି ପଦକ୍ଷେପ ନେଉଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ୟୁପି ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଆୟୋଜନ କରାଯାଉଥିବା ‘ଲଡକୀ ହୁଁ, ଲଢ୍‌ ସକ୍‌ତୀ ହୁଁ’ କାର୍ଯ୍ୟକ୍ରମରେ ମଙ୍ଗଳବାର ଦଳାଚକଟା ସ୍ଥିତି ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମ ଅଧୀନରେ ମଙ୍ଗଳବାର ବରେଲୀରେ ମାରାଥନ ଆୟୋଜନ କରାଯାଇଥିଲା। ଏଥିରେ ଶହଶହ ଝିଅ ସାମିଲ ହୋଇଥିଲେ। ତେବେ ଏହି ସମୟରେ କରୋନା କଟକଣାର ଧଜିଆ ଉଡ଼ିଥିଲା। ସେହିପରି କିଛି ଝିଅ ତଳେ ପଡ଼ି ଯିବାରୁ ଦଳାଚକଟା ସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା।

ମାରାଥନ ଚାଲିଥିବା ବେଳେ ପ୍ରବଳ ଭିଡ଼ି ଭିତରେ କିଛି ଝିଅ ତଳେ ପଡ଼ି ଯାଇଥିଲେ। ଏହି ସମୟରେ ସେମାନଙ୍କ ପଛରୁ ଆସିଥିବା ଅନ୍ୟ ଝିଅମାନଙ୍କ ଆଗକୁ ବଢ଼ିବା ପାଇଁ ଠେଲାପେଲା କରିଥିଲେ। ଫଳରେ ସ୍ଥିତି ଭୟଙ୍କର ହେବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। କିନ୍ତୁ ତଳେ ପଡ଼ିଥିବା ପିଲାମାନଙ୍କୁ କଂଗ୍ରେସ ନେତାମାନେ ଠିକଣା ସମୟରେ ଉଠାଇ ନେବାରୁ କୌଣସି ବଡ଼ ଅଘଟଣ ଘଟିନି। କେବେଳ ୩ ଜଣ ପିଲା ସାମାନ୍ୟ ଆଘାତ ପାଇଥିବାରୁ ସେମାନଙ୍କୁ ହସ୍ପିଟାଲ ପଠାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story