ନିର୍ବାଚନ ହାରିବା ପରେ ହୃଦଘାତରେ ଚାଲିଗଲା କଂଗ୍ରେସ ନେତାଙ୍କ ଜୀବନ

ଭୋପାଳ: ନିର୍ବାଚନ ହାରିବା ପରେ ଚାଲିଗଲା ଜୀବନ। ମ୍ୟୁନ୍ସିପାଲଟି ନିର୍ବାଚନରେ ପରାଜୟ ପରେ କଂଗ୍ରେସ ନେତା ହରିନାରାୟଣ ଗୁପ୍ତାଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶର  ପୌର  ନିର୍ବାଚନରେ  ରିୱା ଆସନରୁ ହରିନାରାୟଣ ପ୍ରତିଦ୍ୱନ୍ଦିତା କରୁଥିଲେ।  ରବିବାର ତାଙ୍କର ମୃତ୍ୟୁ ଘଟିଛି। ରିୱାର ହନୁମାନ ଇଲାକା ୯ ନମ୍ବର ୱାର୍ଡ଼ରୁ ହରିନାରାୟଣ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ୁଥିଲେ । ହେଲେ ତାଙ୍କ ବିପକ୍ଷରେ ସ୍ୱାଧୀନ ପ୍ରାର୍ଥୀ ଅଖିଳେଶ ଗୁପ୍ତା ୧୪ଟି ଭୋଟରେ ବିଜୟ ହୋଇଥିଲେ। ଏହି ଖବର ଶୁଣିବା […]

congress

congress

Tapas Behera
  • Published: Sunday, 17 July 2022
  • Updated: 17 July 2022, 06:10 PM IST

Sports

Latest News

ଭୋପାଳ: ନିର୍ବାଚନ ହାରିବା ପରେ ଚାଲିଗଲା ଜୀବନ। ମ୍ୟୁନ୍ସିପାଲଟି ନିର୍ବାଚନରେ ପରାଜୟ ପରେ କଂଗ୍ରେସ ନେତା ହରିନାରାୟଣ ଗୁପ୍ତାଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶର  ପୌର  ନିର୍ବାଚନରେ  ରିୱା ଆସନରୁ ହରିନାରାୟଣ ପ୍ରତିଦ୍ୱନ୍ଦିତା କରୁଥିଲେ।  ରବିବାର ତାଙ୍କର ମୃତ୍ୟୁ ଘଟିଛି। ରିୱାର ହନୁମାନ ଇଲାକା ୯ ନମ୍ବର ୱାର୍ଡ଼ରୁ ହରିନାରାୟଣ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ୁଥିଲେ । ହେଲେ ତାଙ୍କ ବିପକ୍ଷରେ ସ୍ୱାଧୀନ ପ୍ରାର୍ଥୀ ଅଖିଳେଶ ଗୁପ୍ତା ୧୪ଟି ଭୋଟରେ ବିଜୟ ହୋଇଥିଲେ। ଏହି ଖବର ଶୁଣିବା ପରେ ହରିନାରାୟଣ ଗୁପ୍ତାଙ୍କୁ ହୃଦଘାତ ହୋଇଥିଲା।

ଏଥିରେ ତାଙ୍କର ମୃତ୍ୟୁ ଘଟିଛି। ହନୁମାନ ଇଲାକାର କଂଗ୍ରେସ ୟୁନିଟି ପକ୍ଷରୁ ହରିନାରାୟଣ ମଣ୍ଡଳ ସଭାପତି  ଥିଲେ। ରବିବାର ମଧ୍ୟପ୍ରଦେଶର ପୌର ନିର୍ବାଆଚନ ଫଳାଫଳ ଘୋଷଣା କରାଯାଇଥିଲା। ୧୬ଟି ପାଳିକା ନିଗମ ସହ  ୪୧୩ଟି ମ୍ୟୁନିସପାଲଟିରେ ଭୋଟ୍‌  ହୋଇ ଥିଲା । ଦୁଇଟି ଫେଜରେ ଯଥାକ୍ରମେ  ୯୯ ନଗରପାଳିକା ପରିଷଦ ଏବଂ  ୨୯୮ ନଗର ପରିଷଦ ଜୁଲାଇ ୬ ଓ ଜୁଲାଇ ୧୩ରେ ନିର୍ବାଚନ ହୋଇଥିଲା। ତେବେ ଏହି ନିର୍ବାଚନରେ ବିଜେପି ଅଧିକାଂଶ ସ୍ଥାନରେ ସଫଳତା ଲାଭ କରିଛି। କେବଳ ଗୋଟିଏ ସ୍ଥାନରେ ଆମ ଆଦମୀ ପାର୍ଟି ଖାତା ଖୋଲି ପାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story