ପରିବାରର ହିତ ପାଇଁ ସଂସଦକୁ ଅଚଳ କରୁଛି କଂଗ୍ରେସ: ବିଜେପି

ନୂଆଦିଲ୍ଲୀ: ସଂସଦ କାର୍ଯ୍ୟ ବାରମ୍ବାର ବ୍ୟାହତ ହେଉଥିବାରୁ କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ପ୍ରେସ କନଫରେନସ କରି କହିଛନ୍ତି, ୧୯୪୭ରୁ ଏଯାବତ ୫୦ ବର୍ଷରୁ ଅଧିକ ସମୟ ସରକାରରେ ରହିଛି କଂଗ୍ରେସ। ଯେ ପର୍ଯ୍ୟନ୍ତ ପରିବାରର ଭଲ ହେଉଥିବ ସେ ଯାଏ ସଂସଦ କାର୍ଯ୍ୟରେ କୌଣସି ବାଧାପ୍ରାପ୍ତ ହେବନି। ଯଦି ପରିବାରକୁ କିଛି ଫାଇଦା ନାହିଁ ତାହେଲେ ସଂସଦ ଚଳାଇ ଦେଉନି କଂଗ୍ରେସ। କିନ୍ତୁ ପରିବାର ବୁଝି ପାରୁନି ଯେ […]

Ravi-shankar

Ravi-shankar

Subhransu Sekhar
  • Published: Thursday, 05 August 2021
  • Updated: 05 August 2021, 03:03 PM IST

Sports

Latest News

ନୂଆଦିଲ୍ଲୀ: ସଂସଦ କାର୍ଯ୍ୟ ବାରମ୍ବାର ବ୍ୟାହତ ହେଉଥିବାରୁ କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ପ୍ରେସ କନଫରେନସ କରି କହିଛନ୍ତି, ୧୯୪୭ରୁ ଏଯାବତ ୫୦ ବର୍ଷରୁ ଅଧିକ ସମୟ ସରକାରରେ ରହିଛି କଂଗ୍ରେସ। ଯେ ପର୍ଯ୍ୟନ୍ତ ପରିବାରର ଭଲ ହେଉଥିବ ସେ ଯାଏ ସଂସଦ କାର୍ଯ୍ୟରେ କୌଣସି ବାଧାପ୍ରାପ୍ତ ହେବନି। ଯଦି ପରିବାରକୁ କିଛି ଫାଇଦା ନାହିଁ ତାହେଲେ ସଂସଦ ଚଳାଇ ଦେଉନି କଂଗ୍ରେସ।

କିନ୍ତୁ ପରିବାର ବୁଝି ପାରୁନି ଯେ ଏପରି କରିବା ଦ୍ୱାରା ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିଶ୍ୱସନୀୟତା ଅଧିକ ବଢ଼ୁଛି। ସେ କହିଛନ୍ତି କୋଭିଡ ଏବଂ ଟିକାକରଣକୁ ନେଇ ପ୍ରଧାନମନ୍ତ୍ରୀ ବୈଠକ ଡାକିଥିଲେ। ହେଲେ ଏହି ବୈଠକରେ କଂଗ୍ରେସ ସାମିଲ ହୋଇନଥିଲା। ତେଣୁ ସଂସଦକୁ କଂଗ୍ରେସ କିଭଳି ଗୁରୁତ୍ୱ ଦେବ ବୋଲି ରବି ଶଙ୍କର ପ୍ରସାଦ ପ୍ରଶ୍ନ କରିଛନ୍ତି।

ପେଗାସସ ପ୍ରସଙ୍ଗରେ ସେ କହିଛନ୍ତି, ଏଯାବତ ପେଗାସସ ଦ୍ୱାରା ଗୋପନୀୟତା ଚୋରି ହୋଇଛି ବୋଲି କେହି ପ୍ରମାଣ ଦେଇ ନାହାନ୍ତି। ଆଇଟି ମନ୍ତ୍ରୀ ଏ ପ୍ରସଙ୍ଗରେ ସଦନରେ ଉତ୍ତର ରଖୁଥିଲେ। ହେଲେ ବିରୋଧୀ କାଗଜ ଚିରି ଦେଲେ। ଏଥିରୁ ବୁଝି ହେଉଥିବ ପେଗାସସକୁ ନେଇ କିଏ କଣ କରିବାକୁ ଚାହୁଁଛି। ବିଜେପି ଏହି ପ୍ରସଙ୍ଗରେ ଚର୍ଚ୍ଚା କରିବାକୁ ରାଜି ଅଛି। ହେଲେ ବିରୋଧୀ ତର୍କ କରିବାକୁ ରାଜି ନାହିଁ ବୋଲି ସେ କହିଛନ୍ତି।

ଯେଉଁମାନେ କହୁଛନ୍ତି ଅଡିଓ ଟେପ୍ ରେକର୍ଡ ହେଉଛି, ଗୋପନୀୟତା ଚୋରି ହେଉଛି। ସେମାନେ ସବୁବେଳେ ମୋଦି ସରକାର ବିରୋଧରେ ରହିଛନ୍ତି। ସେ କହିଛନ୍ତି ଆମେ ସଂସଦରେ ଏହାକୁ ନେଇ ତର୍କ କରିବାକୁ ରାଜି ଅଛୁ। ହେଲେ କଂଗ୍ରେସକୁ ବିଜେପି ଗୋଟିଏ ପ୍ରଶ୍ନ ପଚାରୁଛି ବିରୋଧୀ ଏହି ପ୍ରସଙ୍ଗରେ ତର୍କ କରିବାକୁ ରାଜି ତ? କଂଗ୍ରେସ ଓ ଅନ୍ୟାନ୍ୟ ବିରୋଧୀ ଏହି ପ୍ରସଙ୍ଗରେ ସଠିକ୍ ଢ଼ଙ୍ଗରେ ଆଲୋଚନା କରିବାକୁ ରାଜି କି ବୋଲି ସେ ପ୍ରଶ୍ନ କରିଛନ୍ତି। ବାରମ୍ୱାର ସଂସଦ ଅଚଳ ହେବା ଦ୍ୱାରା ୧୩୦ କୋଟି ଦେଶବାସୀଙ୍କର କ୍ଷତି ହେଉଛି ବୋଲି ରବି ଶଙ୍କର ପ୍ରସାଦ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story