ମାତିଲେ କଂଗ୍ରେସର ଜି-୨୩ ନେତା, ଆଜାଦଙ୍କ ଘରେ ମେଳି

ନୂଆଦିଲ୍ଲୀ: ନିର୍ବାଚନ ବିପର୍ଯ୍ୟୟ ପରେ ସକ୍ରିୟ ହୋଇ ଉଠିଛନ୍ତି କଂଗ୍ରେସ ବିଦ୍ରୋହୀ ଗୋଷ୍ଠୀ। ଜି-୨୩ ନାଁରେ ପରିଚିତ ଏହି ବିଦ୍ରୋହୀମାନେ ଆଜି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ବାସଭବନରେ ଏକାଠି ହୋଇଛନ୍ତି। ଦିଲ୍ଲୀ ସ୍ଥିତି ଆଜାଦଙ୍କ ବାସଭବନରେ ଏମାନେ ବୈଠକ କରି କଂଗ୍ରେସର ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିଛନ୍ତି। ନିକଟରେ ଶେଷ ହୋଇଥିବା ୫ ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପରେ ଜି-୨୩ ନେତାମାନେ ପ୍ରଥମଥର ପାଇଁ ଏପରି ମେଳି କରିଛନ୍ତି। ତେଣୁ […]

G-23

G-23

Hemant Lenka
  • Published: Wednesday, 16 March 2022
  • Updated: 16 March 2022, 07:39 PM IST

Sports

Latest News

ନୂଆଦିଲ୍ଲୀ: ନିର୍ବାଚନ ବିପର୍ଯ୍ୟୟ ପରେ ସକ୍ରିୟ ହୋଇ ଉଠିଛନ୍ତି କଂଗ୍ରେସ ବିଦ୍ରୋହୀ ଗୋଷ୍ଠୀ। ଜି-୨୩ ନାଁରେ ପରିଚିତ ଏହି ବିଦ୍ରୋହୀମାନେ ଆଜି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ବାସଭବନରେ ଏକାଠି ହୋଇଛନ୍ତି। ଦିଲ୍ଲୀ ସ୍ଥିତି ଆଜାଦଙ୍କ ବାସଭବନରେ ଏମାନେ ବୈଠକ କରି କଂଗ୍ରେସର ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିଛନ୍ତି।

ନିକଟରେ ଶେଷ ହୋଇଥିବା ୫ ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପରେ ଜି-୨୩ ନେତାମାନେ ପ୍ରଥମଥର ପାଇଁ ଏପରି ମେଳି କରିଛନ୍ତି। ତେଣୁ ଏହାର ଗୁରୁତ୍ୱ ବେଶ ଅଧିକ ରହିଛି। ଆଜିର ଜି-୨୩ ବୈଠକରେ ଆନନ୍ଦ ଶର୍ମା, କପିଲ ଶିବଲ, ମନୀଷ ତିୱାରୀ, ଭୂପିନ୍ଦର ହୁଡ୍ଡା, ଅଖିଲେଶ ପ୍ରତାପ ସିଂହ ଓ ପୃଥ୍ୱୀରାଜ ଚୌହାନଙ୍କ ଭଳି ପ୍ରମୁଖ ନେତା ଉପସ୍ଥିତ ରହିଛନ୍ତି।

ଏମାନେ ସମସ୍ତେ ୫ ରାଜ୍ୟର ବିପର୍ଯ୍ୟୟ ପରେ ନେତୃତ୍ୱ ପରିବର୍ତ୍ତନ ସମ୍ପର୍କରେ ମତ ରଖିଥିଲେ। ଏପରି କି କପିଲ ଶିବଲ ସିଧାସଳଖ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଥିଲେ। ପ୍ରଥମେ ଆଜିର ବୈଠକ କପିଲ ଶିବଲଙ୍କ ଘରେ ହେବାର ଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଏହା ଆଜାଦଙ୍କ ବାସଭବନକୁ ସ୍ଥାନାନ୍ତରଣ କରାଯାଇଛି।

କପିଲ ଶିବଲ କହିଥିଲେ ଯେ “ଗାନ୍ଧି ପରିବାର ସ୍ୱେଚ୍ଛାକୃତ ଭାବେ ଦାୟିତ୍ୱ ଛାଡ଼ି ଦେବା ଦରକାର। କାରଣ ସିଡବ୍ଲ୍ୟୁସିରେ ସଦସ୍ୟମାନେ କେବେ ହେଲେ ଗାନ୍ଧି ପରିବାରକୁ ଦାୟିତ୍ୱରୁ ମୁକ୍ତ କରିବା ପାଇଁ କହି ପାରିବ ନାହିଁ।”

ଏହି ବୟାନ ପରେ ବେଶ ବାଦବିବାଦ ଦେଖିବାକୁ ମିଳିଛି। ଏପରି କି ଗାନ୍ଧି ପରିବାରର ବିଶ୍ୱସ୍ତ କଂଗ୍ରେସ ନେତାମାନେ ଶିବଲଙ୍କ ଏହି ମତକୁ ଖୋଲାଖୋଲି ବିରୋଧ କରିଥିଲେ। ଏପରି କି ତାଙ୍କୁ ଗର୍ଦ୍ଦାର କହିବାକୁ ମଧ୍ୟ ପଛାଇ ନଥିଲେ। ଏସବୁ ଭିତରେ ହିଁ ଜି-୨୩ ବୈଠକ ଆଜାଦଙ୍କ ଘରେ ବସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story