ତୈଳଦର ବୃଦ୍ଧି ବିରୋଧରେ ଚାଲିଥିବା ଆନ୍ଦୋଳନ ବେଳେ ଅଭିନେତାଙ୍କ କାର୍‌ ଭାଙ୍ଗିଲେ

ଥିରୁଅନନ୍ତପୁରମ: ହୁହୁ ହୋଇ ବଢ଼ୁଥିବା ତୈଳଦର ବିରୋଧରେ ଆଜି କେରଳ କଂଗ୍ରେସ ପକ୍ଷରୁ ଚାଲିଥିବା ବେଳେ ଅଭାବନୀୟ ଘଟଣା ଘଟିଛି। କଂଗ୍ରେସ କର୍ମୀମାନେ ଆନ୍ଦୋଳନ କରି ରାସ୍ତା ରୋକ କରିବା ସହ ମାଲାୟାଲମ ଅଭିନେତା ଜୋଜୁ ଜର୍ଜଙ୍କ ଗାଡ଼ିକୁ ଭାଙ୍ଗି ଦେଇଛନ୍ତି। ଏପରି କି ଜୋଜୁଙ୍କ ସହ କଂଗ୍ରେସ କର୍ମୀଙ୍କର ବେଶ ଯୁକ୍ତିତର୍କ ମଧ୍ୟ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ, ଅଭିନେତା ଜୋଜୁଙ୍କ କାର୍‌ ଆନ୍ଦୋଳନ ଯୋଗୁ ଭାୟଟ୍ଟିଲା ଅଞ୍ଚଳରେ ଫସି ଯାଇଥିଲା। ଆନ୍ଦୋଳନକାରୀ ମାନେ ଇଡାପ୍ପାଲୀ-ଭାୟଟ୍ଟିଲା […]

car

car

Hemant Lenka
  • Published: Monday, 01 November 2021
  • Updated: 01 November 2021, 06:04 PM IST

Sports

Latest News

ଥିରୁଅନନ୍ତପୁରମ: ହୁହୁ ହୋଇ ବଢ଼ୁଥିବା ତୈଳଦର ବିରୋଧରେ ଆଜି କେରଳ କଂଗ୍ରେସ ପକ୍ଷରୁ ଚାଲିଥିବା ବେଳେ ଅଭାବନୀୟ ଘଟଣା ଘଟିଛି। କଂଗ୍ରେସ କର୍ମୀମାନେ ଆନ୍ଦୋଳନ କରି ରାସ୍ତା ରୋକ କରିବା ସହ ମାଲାୟାଲମ ଅଭିନେତା ଜୋଜୁ ଜର୍ଜଙ୍କ ଗାଡ଼ିକୁ ଭାଙ୍ଗି ଦେଇଛନ୍ତି। ଏପରି କି ଜୋଜୁଙ୍କ ସହ କଂଗ୍ରେସ କର୍ମୀଙ୍କର ବେଶ ଯୁକ୍ତିତର୍କ ମଧ୍ୟ ହୋଇଥିଲା।

ମିଳିଥିବା ସୂଚନା ଅନୁସାରେ, ଅଭିନେତା ଜୋଜୁଙ୍କ କାର୍‌ ଆନ୍ଦୋଳନ ଯୋଗୁ ଭାୟଟ୍ଟିଲା ଅଞ୍ଚଳରେ ଫସି ଯାଇଥିଲା। ଆନ୍ଦୋଳନକାରୀ ମାନେ ଇଡାପ୍ପାଲୀ-ଭାୟଟ୍ଟିଲା ଜାତୀୟ ରାଜପଥକୁ ଅବରୋଧ କରିଥିବାରୁ ଗାଡ଼ି ମୋଟର ଠପ ହୋଇଯାଇଥିଲା। ଦୀର୍ଘ ସମୟ ଧରି ଟ୍ରାଫିକ ଜାମ ହେବାରୁ ଜୋଜୁଙ୍କ ସହ ଅନ୍ୟ ଲୋକମାନେ ଆନ୍ଦୋଳନକାରୀଙ୍କୁ ରାସ୍ତା ଖାଲି କରିବାକୁ କହିଥିଲେ।

କିନ୍ତୁ ବିକ୍ଷୋଭକାରୀମାନେ କିଛି ବି ଶୁଣି ନଥିଲେ। ଏହାକୁ ନେଇ ଜୋଜୁ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଓ ଠେଲାପେଲା ହୋଇଥିଲା। ଶେଷରେ ସେମାନେ ଜୋଜୁଙ୍କ କାର୍‌ର ଆଗରେ ଲାଗିଥିବା କାଚ୍‌କୁ ଭାଙ୍ଗି ଦେଇଥିଲେ।

କଂଗ୍ରେସ ପକ୍ଷରୁ ଅଭିନେତା ଜୋଜୁଙ୍କ ବିରୋଧରେ ପୁଲିସ୍‌ରେ ଅଭିଯୋଗ କରାଯାଇଥିଲା। ଏଥିପାଇଁ ପୁଲିସ୍‌ ତାଙ୍କୁ ଥାନାକୁ ନେବା ସହ ଡାକ୍ତରୀ ପରୀକ୍ଷା ବି କରିଛି। ସେହିପରି ତାଙ୍କ ଗାଡ଼ିକୁ ମଧ୍ୟ ନିଜ ହେପାଜତକୁ ନେଇଛି। ପୁଲିସ୍‌ କହିଛି ଯେ ଜୋଜୁଙ୍କ ଗାଡ଼ିର କାଚକୁ ଭାଙ୍ଗିଥିବା ଲୋକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ପୁଲିସ କହିଛି ଯେ ଘଟଣାର ଭିଡିଓକୁ ଯାଞ୍ଚ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିକ୍ଷୋଭ ପାଇଁ କୌଣସି ପ୍ରକାରର ଲିଖିତ ଅନୁମତି ମଗା ଯାଇ ନଥିଲା। ତଥାପି ବିକ୍ଷୋଭ ସମ୍ପର୍କରେ ମିଡିଆରୁ ସୂଚନା ମିଳିବା ପରେ ବିପୁଳ ସଂଖ୍ୟକ ପୁଲିସ୍‌ ମୁତୟନ କରାଯାଇଥିଲା।

ପୁଲିସ୍ ଏପରି କଥା କହୁଥିବା ବେଳେ ଡିସିସି ସଭାପତି ମହମ୍ମଦ ଶିୟାସ କହିଛନ୍ତି, ପୁଲିସ୍‌କୁ ଆମେ ୩୦ ମିନିଟ ପାଇଁ ରାସ୍ତା ବନ୍ଦ କରି ବିକ୍ଷୋଭ କରିବୁ ବୋଲି ନୋଟିସ ଦେଇଥିଲୁ। ଏପରି କି ମିଡିଆରେ ମଧ୍ୟ ଖବର ପ୍ରସାରଣ କରାଯାଇଥିଲା। ବିକ୍ଷୋଭ ବେଳେ ଅଭିନେତା ଜୋଜୁ ମଦ ପିଇ ସେଠାରେ ପହଞ୍ଚିଥିଲେ ଓ ମହିଳା କଂଗ୍ରେସ କର୍ମୀଙ୍କ ସହ ଦୁର୍ବ୍ୟବହାର କରିଥିଲେ ବୋଲି ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଜୋଜୁ ସବୁ ଅଭିଯୋଗକୁ ଖଣ୍ଡନ କରିବା ସହ ଲୋକଙ୍କୁ ହଇରାଣ କରି ଆନ୍ଦୋଳନ ଆଦୌ ଠିକ ନୁହେଁ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story