'କୋଭିଡ୍‌ ପରିଚାଳନା ଆମର ବିଶେଷ ଅଧିକାର ନୁହେଁ’

ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ହୋଇଥିବା ବିଧାନସଭା ନିର୍ବାଚନ ସଂପର୍କରେ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା କଠୋର ମନ୍ତବ୍ୟକୁ ନେଇ ନିର୍ବାଚନ କମିଶନ ସୁପ୍ରିମ୍ କୋର୍ଟରେ ପ୍ରତିକ୍ରିୟା ରଖିଛି। ନିର୍ବାଚନ କମିଶନର ସୋମବାର ସୁପ୍ରିମକୋର୍ଟଙ୍କୁ କହିଛି ଯେ କୋଭିଡ -୧୯ ପରିଚାଳନା ଆମର ବିଶେଷ ଅଧିକାର ନୁହେଁ ଏବଂ ରାଜ୍ୟ ଗୁଡ଼ିକର ଶାସନ ସେମାନଙ୍କ ହାତରେ ନାହିଁ। ନିର୍ବାଚନ କମିଶନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରାକେଶ ଦ୍ୱିବେଦୀ ସୁପ୍ରିମ୍ କୋର୍ଟଙ୍କ ବିଚାରପତି ଡି ଚନ୍ଦ୍ରଚୁଡ ଓ ବିଚାରପତି ଏମଆର […]

ec-and-sc

ec-and-sc

Ranjit Kumar Jena
  • Published: Monday, 03 May 2021
  • Updated: 03 May 2021, 09:31 PM IST

Sports

Latest News

ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ହୋଇଥିବା ବିଧାନସଭା ନିର୍ବାଚନ ସଂପର୍କରେ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା କଠୋର ମନ୍ତବ୍ୟକୁ ନେଇ ନିର୍ବାଚନ କମିଶନ ସୁପ୍ରିମ୍ କୋର୍ଟରେ ପ୍ରତିକ୍ରିୟା ରଖିଛି। ନିର୍ବାଚନ କମିଶନର ସୋମବାର ସୁପ୍ରିମକୋର୍ଟଙ୍କୁ କହିଛି ଯେ କୋଭିଡ -୧୯ ପରିଚାଳନା ଆମର ବିଶେଷ ଅଧିକାର ନୁହେଁ ଏବଂ ରାଜ୍ୟ ଗୁଡ଼ିକର ଶାସନ ସେମାନଙ୍କ ହାତରେ ନାହିଁ।

ନିର୍ବାଚନ କମିଶନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରାକେଶ ଦ୍ୱିବେଦୀ ସୁପ୍ରିମ୍ କୋର୍ଟଙ୍କ ବିଚାରପତି ଡି ଚନ୍ଦ୍ରଚୁଡ ଓ ବିଚାରପତି ଏମଆର ଶାହଙ୍କ ଖଣ୍ଡପୀଠ ଆଗରେ କହିଛନ୍ତି ଯେ ସାମ୍ବିଧାନିକ ୟୁନିଟ୍‌ ବିରୋଧରେ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରା କରାଯାଇଥିବା ହତ୍ୟା ଅଭିଯୋଗ ସମ୍ବନ୍ଧୀୟ ଟିପ୍ପଣୀ ଅପ୍ରୀତିକର। ନିର୍ବାଚନ ୟୁନିଟ୍ ଠାରୁ କୌଣସି କଥା ନଶୁଣି ଏପରି ଟିପ୍ପଣୀ ଦେବା ଉଚିତ୍ ନଥିଲା ।

ସେ କହିଛନ୍ତି ଯେ ରାଜ୍ୟର ଶାସନ ନିର୍ବାଚନ କମିଶନଙ୍କ ହାତରେ ନାହିଁ । ଆମେ କେବଳ ଗାଇଡଲାଇନ୍ ଜାରି କରୁ । ରାଲିରେ ସାମିଲ୍ ଲୋକଙ୍କୁ ରୋକିବା ପାଇଁ ଆମ ପାଖରେ ସିଆଇଏସଏଫ୍ କିମ୍ବା ଅନ୍ୟ କୌଣସି ସୁରକ୍ଷାବଳ ନାହିଁ । ଲୋକଙ୍କ ସଂଖ୍ୟା ସୀମିତ କରିବା ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣକୁ ନିର୍ଦ୍ଦେଶ ଜାରି କରିବାକୁ ପଡ଼ିଥାଏ । ଏଭଳି ଧାରଣା ରହିଛି ଯେ ନିର୍ବାଚନ କମିଶନଙ୍କ ପାଖରେ ଏସବୁ ଦାୟିତ୍ୱ ରହିଛି । କିନ୍ତୁ ସତ କଥା ହେଉଛି କୋଭିଡ୍‌ ପରିଚାଳନା ସହ ଆମର କୌଣସି ନେଣଦେଣ ନାହିଁ ।

ସୂଚନାଯୋଗ୍ୟ, ଗତ ସପ୍ତାହରେ ମାଡ୍ରାସ ହାଇକୋର୍ଟ କଟୂ ଭାଷାରେ ନିର୍ବାଚନ କମିଶନରଙ୍କ ଉପରେ ବର୍ଷିଥିଲେ । ହାଇକୋର୍ଟ କହିଥିଲେ, ନିର୍ବାଚନ କମିଶନରଙ୍କ ବିରୋଧରେ ହତ୍ୟା ଅଭିଯୋଗ ଅଣାଯିବା ଦରକାର। ଦେଶରେ କରୋନାର ଦ୍ୱିତୀୟ ଲହର ବ୍ୟାପିବା ପଛରେ ନିର୍ବାଚନ କମିଶନ ଦାୟୀ। ଯଦି ନିର୍ବାଚନ ବେଳେ ରାଜନୀତିକ ଦଳଙ୍କୁ ବଡ଼ ବଡ଼ ରାଲି କରିବାକୁ ନିର୍ବାଚନ କମିଶନ ଅନୁମତି ଦେଇନଥାନ୍ତେ ତାହାଲେ ଆଜି କରୋନାର ଦ୍ୱିତୀୟ ଲହର ଏତେ ମାରାତ୍ମକ ହୋଇନଥାନ୍ତା। ତେଣୁ ନିର୍ବାଚନ କମିଶନର ଏଭଳି ପରିସ୍ଥିତି ପାଇଁ ଏକାକ ଦାୟୀ। ତାଙ୍କ ବିରୋଧରେ ହତ୍ୟା ଅଭିଯୋଗ ଅଣାଯିବା ଦରକାର।

ହାଇକୋର୍ଟ କହିଛନ୍ତି, ନିର୍ବାଚନ କମିଶନର ପ୍ରଚାର ବେଳେ ରାଜନୀତିକ ଦଳ ଉପରେ ରୋକ୍ ଲଗାଇବା ପାଇଁ ବିଫଳ ହୋଇଛନ୍ତି। ତେଣୁ ନିର୍ବାଚନ କମିଶନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯିବା ଦରକାର। ପରିଚାଳନାଗତ ବିଫଳତା ପାଇଁ କମିଶନ କୋର୍ଟ ଚାଲାଣ ହେବା ଦରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story