ଗୋଟିଏ ଛୁଞ୍ଚିରେ ୩୦ ପିଲାଙ୍କୁ ଦେଲେ କରୋନା ଟିକା, କହିଲେ-ମୋର କ'ଣ ଭୁଲ୍‌?

ଭୋପାଳ: ପୂରା ବିଶ୍ୱକୁ କଲବଲ କରିସାରିଲାଣି କରୋନା। ଏହି ମହାମାରୀ ସହ ଲଢ଼ିବା ପାଇଁ ଟିକାକରଣ ଜୋରଦାର ଚାଲିଛି। ଲୋକଙ୍କୁ ଟିକା ନେବା ପାଇଁ ଘର ଘର ବୁଲି ସଚେତନ କରାଯାଉଛି। ସ୍କୁଲ କଲେଜ ଗୁଡିକରେ ମଧ୍ୟ ଟିକାକରଣ ଚାଲିଛି। ଏହାରି ଭିତରେ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଗୋଟିଏ ଛୁଞ୍ଚିରେ ପ୍ରାୟ ୩୦ ପିଲାଙ୍କୁ କରୋନା ଟିକା ଦିଆଯାଇଛି। ଏଭଳି ଏକ ଅଭିଯୋଗ ଆସିଛି ମଧ୍ୟପ୍ରଦେଶରୁ। ମଧ୍ୟପ୍ରଦେଶର ସାଗରସ୍ଥିତ ଏକ ଘରୋଇ […]

Vaccine

Vaccine

Madhupriya Mistry
  • Published: Thursday, 28 July 2022
  • Updated: 28 July 2022, 02:19 PM IST

Sports

Latest News

ଭୋପାଳ: ପୂରା ବିଶ୍ୱକୁ କଲବଲ କରିସାରିଲାଣି କରୋନା। ଏହି ମହାମାରୀ ସହ ଲଢ଼ିବା ପାଇଁ ଟିକାକରଣ ଜୋରଦାର ଚାଲିଛି। ଲୋକଙ୍କୁ ଟିକା ନେବା ପାଇଁ ଘର ଘର ବୁଲି ସଚେତନ କରାଯାଉଛି। ସ୍କୁଲ କଲେଜ ଗୁଡିକରେ ମଧ୍ୟ ଟିକାକରଣ ଚାଲିଛି। ଏହାରି ଭିତରେ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଗୋଟିଏ ଛୁଞ୍ଚିରେ ପ୍ରାୟ ୩୦ ପିଲାଙ୍କୁ କରୋନା ଟିକା ଦିଆଯାଇଛି। ଏଭଳି ଏକ ଅଭିଯୋଗ ଆସିଛି ମଧ୍ୟପ୍ରଦେଶରୁ।

ମଧ୍ୟପ୍ରଦେଶର ସାଗରସ୍ଥିତ ଏକ ଘରୋଇ ବିଦ୍ୟାଳୟରେ କରୋନା ଟିକାକରଣରେ ଗୁରୁତର ଅବହେଳା ମାମଲା ସାମ୍ନାକୁ ଆସିଛି। ଏଠାରେ ଥିବା ଜୈନ ପବ୍ଲିକ ସ୍କୁଲରେ କୋଭିଡ ଟିକାକରଣ ସମୟରେ ୩୦ ଜଣ ପିଲାଙ୍କୁ ଗୋଟିଏ ସିରିଞ୍ଜରେ ଟିକା ଦିଆଯାଇଥିବା ଅଭିଯୋଗ ହୋଇଛି।

https://twitter.com/Anurag_Dwary/status/1552334919627526144?s=20&t=PppRVLBNeQ4uScXh8raVVA

ରିପୋର୍ଟ ମୁତାବକ, ବିଦ୍ୟାଳୟର ପିଲାମାନଙ୍କ ପାଇଁ କରୋନା ଟିକାକରଣ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରରେ ସମାନ ସିରିଞ୍ଜରେ ଏକରୁ ଅଧିକ ପିଳାଙ୍କୁ ଟିକା ଦିଆଯାଇଥିବା ଅଭିଭାବକମାନେ ଅଭିଯୋଗ ଆଣିଛନ୍ତି। ଟିକାକରଣ କରିଥିବା ଜିତେନ୍ଦ୍ର ଦାବି କରିଛନ୍ତି ଯେ ଜିଲ୍ଲା ଟିକାକରଣ ଅଧିକାରୀଙ୍କ ନିର୍ଦ୍ଦେଶରେ ସକାଳେ ଟିକା ଏବଂ ଟିକା ଦିଆଯିବା ସାମଗ୍ରୀ ସ୍କୁଲକୁ ପଠା ଯାଇଥିଲା। ଏଥିରେ କେବଳ ଗୋଟିଏ ସିରିଞ୍ଜ କର୍ତ୍ତୃପକ୍ଷଙ୍କ ଦ୍ୱାରା ପଠା ଯାଇଥିଲା। ସମସ୍ତ ପିଲାଙ୍କୁ ଏହି ଗୋଟିଏ ଛୁଞ୍ଚିରେ ଟିକାକରଣ କରିବାକୁ ବିଭାଗ ମୁଖ୍ୟ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ମୋର କ'ଣ ଭୁଲ୍‌। ମୋତେ ଯାହା ନିର୍ଦ୍ଦେଶ ଦିଆଯାଇଥିଲା ମୁଁ ତାହା କଲି ବୋଲି ସେ କହିଛନ୍ତି।

ଟିକା ଦେଉଥିବା ଜିତେନ୍ଦ୍ରଙ୍କର ଏକ ଭିଡିଓ କରି ଜଣେ ଅଭିଭାବକ ତାଙ୍କ ଟ୍ୱିଟର୍‌ ଆକାଉଣ୍ଟ୍‌ରେ ଶେଆର୍‌ କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ ଜିତେନ୍ଦ୍ର କହୁଛନ୍ତି କି ସେ ଗୋଟାଏ ସିରିଞ୍ଜରେ ୩୦ ଜଣଙ୍କୁ ଟିକା ଦେଇ ସାରିଲେଣି। ତାଙ୍କ ନିକଟରେ ସେଇ ଗୋଟାଏ ସିରିଞ୍ଜ୍‌ ହିଁ ଅଛି।

ଏହି ଘଟଣାକୁ ନେଇ ଅସନ୍ତୋଷ ବଢ଼ିବାରୁ ମୁଖ୍ୟ ଚିକିତ୍ସା ଅଧିକାରୀ ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଯାଞ୍ଚ ପାଇଁ ଜିଲ୍ଲାପାଳ କ୍ଷିତିଜ ସିଙ୍ଘଲ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଯାଞ୍ଚ ସମୟରେ ସେଠାରେ ଟିକାକରଣ କରିଥିବା ବ୍ୟକ୍ତି ଉପସ୍ଥିତ ନଥିଲେ। ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସେ ଫୋନ୍‌ ଉଠାଇ ନଥିଲେ। ସେପଟେ ଏହି ମାମଲାରେ ଜିଲ୍ଲା ଟିକାକରଣ ଅଧିକାରୀ ଡ.ରାକେଶ ରୋସନଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଟିକା ଦେବାରେ ଅବହେଳା ଅଭିଯୋଗରେ ଟିକାକରଣ କରିଥିବା ବ୍ୟକ୍ତିଙ୍କ ବିରୋଧାରେ ଗୋପାଳ ଗଞ୍ଜ ପୁଲିସ ଷ୍ଟେସନରେ ଏଫଆଇଆର୍‌ ରୁଜୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story