୨୪ ଘଣ୍ଟାରେ କେତେ ଚିହ୍ନଟ ହେଲେ

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ କାୟା ବିସ୍ତାର କରୁଛି ରୋନା ଭାଇରସ। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମି ୨ ଶହ ତଳେ ରହିଛି। ଦିନକ ପୂର୍ବେ ଦୈନିକ ମାମଲା ୨୨୬ ଥିଲା ବେଳେ ଆଜି   ୧୯୪ଟି କେସ୍‌ ଚିହ୍ନଟ ହୋଇଛି। ତେବେ ଗତ ୨୪ ଘଣ୍ଟାରେ କାହାରି ମୃତ୍ୟୁ ଘଟିନାହିଁ। ଦିନକ ପୂର୍ବେ ଜଣକର ମୃତ୍ୟୁ ରିପୋର୍ଟ ଆସିଥିଲା। ତେବେ ଦେଶରେ ଆକ୍ଟିଭ ମାମଲା ୩,୪୨୮ ରେ […]

covid-

covid-

Tapas Behera
  • Published: Monday, 26 December 2022
  • Updated: 26 December 2022, 11:59 AM IST

Sports

Latest News

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ କାୟା ବିସ୍ତାର କରୁଛି ରୋନା ଭାଇରସ। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମି ୨ ଶହ ତଳେ ରହିଛି। ଦିନକ ପୂର୍ବେ ଦୈନିକ ମାମଲା ୨୨୬ ଥିଲା ବେଳେ ଆଜି   ୧୯୪ଟି କେସ୍‌ ଚିହ୍ନଟ ହୋଇଛି। ତେବେ ଗତ ୨୪ ଘଣ୍ଟାରେ କାହାରି ମୃତ୍ୟୁ ଘଟିନାହିଁ। ଦିନକ ପୂର୍ବେ ଜଣକର ମୃତ୍ୟୁ ରିପୋର୍ଟ ଆସିଥିଲା। ତେବେ ଦେଶରେ ଆକ୍ଟିଭ ମାମଲା ୩,୪୨୮ ରେ ପହଞ୍ଚିଛି। ଦିନକ ପୂର୍ବେ ଏହି ସଂଖ୍ୟା  ୩, ୪୨୪ ଥିଲା। ସେହିପରି ୨୪ ଘଣ୍ଟାରେ ୧୯୦ ଜଣ ସୁସ୍ଥ ହୋଇଛନ୍ତି। ଏହାରି ଭିତରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୦ ହଜାର ୬୯୫ ଛୁଇଁଛି। ସଂକ୍ରମଣ ପରଠାରୁ  ଇତିମଧ୍ୟରେ ମୋଟ ୪ କୋଟି ୪୬ ଲକ୍ଷ ୭୭ ହଜାର ୩୦୨ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୧ ଲକ୍ଷ ୪୩ ହଜାର ୧୭୯ ଜଣ ସୁସ୍ଥ ହୋଇ ସାରିଛନ୍ତି।

ସେହିପରି ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୦ ପ୍ରତିଶତ ରହିଛି। ସେହିପରି ସକ୍ରିୟ ମାମଲା ୦.୦୧ ପ୍ରତିଶତ ରହିଛି। ଅନ୍ୟପକ୍ଷରେ ମୃତ୍ୟୁ ହାର କମି ୧.୧୯ ପ୍ରତିଶତରେ ପହଞ୍ଚିଛି। ଅନ୍ୟପଟେ କରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣରେ ବିଫଳ ଚାଇନା ଏବେ ପରିସ୍ଥିତିକୁ ନେଇ ଅତିଷ୍ଠ ହୋଇପଡିଲାଣି। ପ୍ରଥମରୁ କରୋନା ସମ୍ପର୍କିତ ବାସ୍ତବ ତଥ୍ୟକୁ ଲୁଚାଇ ଆସୁଥିବା ଚାଇନା ଏବେ ତଥ୍ୟ ଦେବାକୁ ସମ୍ପୂର୍ଣ୍ଣ ମନା କରିଦେଇଛନ୍ତି।

ତଥ୍ୟ ଅନୁଯାୟୀ ଗତ ୨୦ ଦିନରେ ଚୀନରେ ୨୫ କୋଟି ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ବାସ୍ତବ ତଥ୍ୟ ପ୍ରଘଟ ପରେ ଦୈନିକ କରୋନା ତଥ୍ୟ ଦେବା ସରକାର ବନ୍ଦ କରିଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story