ଆର୍ଥିକ ରାଜଧାନୀରେ କରୋନା ସ୍ଥିତିରେ ସୁଧାର

ମୁମ୍ୱାଇ: ଦେଶରେ କୋଭିଡର ହଟସ୍ପଟ ପାଲଟିଥିବା ମହାରାଷ୍ଟ୍ରରେ କୋଭିଡ ଜନିତ ମୃତ୍ୟୁ ଏବଂ ସଂକ୍ରମିତ ସଂଖ୍ୟା ବଢ଼ି ଚାଲିଛି। କିନ୍ତୁ ଆର୍ଥିକ ରାଜଧାନୀ ମୁମ୍ବାଇର ସ୍ଥିତିରେ ସୁଧାର ଆସିଛି। ମଙ୍ଗଳବାର ମହାରାଷ୍ଟ୍ରରେ ମୋଟ ମୃତ୍ୟୁ ସଂଖ୍ୟା ୭୧ହଜାରରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଅଧିକାରୀମାନେ ସୂଚନା ଦେଇଛନ୍ତି। ସୋମବାର ୫୬୭ ଜଣ ଏବଂ ମଙ୍ଗଳବାର ୮୯୧ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଦୁଇ ଦିନର ମୃତ୍ୟୁ ସଂଖ୍ୟାକୁ ମିଶାଇଲେ ମୋଟ ମୃତ୍ୟୁ ସଂଖ୍ୟା ୭୧,୭୪୨ରେ ପହଞ୍ଚିଛି। ତେବେ ଦୈନିକ ସଂକ୍ରମିତଙ୍କ […]

Covid-19

Covid-19

Subhransu Sekhar
  • Published: Wednesday, 05 May 2021
  • Updated: 05 May 2021, 08:02 AM IST

ମୁମ୍ୱାଇ: ଦେଶରେ କୋଭିଡର ହଟସ୍ପଟ ପାଲଟିଥିବା ମହାରାଷ୍ଟ୍ରରେ କୋଭିଡ ଜନିତ ମୃତ୍ୟୁ ଏବଂ ସଂକ୍ରମିତ ସଂଖ୍ୟା ବଢ଼ି ଚାଲିଛି। କିନ୍ତୁ ଆର୍ଥିକ ରାଜଧାନୀ ମୁମ୍ବାଇର ସ୍ଥିତିରେ ସୁଧାର ଆସିଛି। ମଙ୍ଗଳବାର ମହାରାଷ୍ଟ୍ରରେ ମୋଟ ମୃତ୍ୟୁ ସଂଖ୍ୟା ୭୧ହଜାରରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଅଧିକାରୀମାନେ ସୂଚନା ଦେଇଛନ୍ତି। ସୋମବାର ୫୬୭ ଜଣ ଏବଂ ମଙ୍ଗଳବାର ୮୯୧ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଦୁଇ ଦିନର ମୃତ୍ୟୁ ସଂଖ୍ୟାକୁ ମିଶାଇଲେ ମୋଟ ମୃତ୍ୟୁ ସଂଖ୍ୟା ୭୧,୭୪୨ରେ ପହଞ୍ଚିଛି।

ତେବେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ପୁଣିଥରେ ୫୦ ହଜାର ଉପରେ ରହିଛି। ମଙ୍ଗଳବାର ୫୧,୮୮୦ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ରହିଛି। ଏହାକୁ ମିଶାଇ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ଏଯାବତ ୪୮,୨୨,୯୦୨ରେ ପହଞ୍ଚିଛି।

ମୁମ୍ବାଇରେ ୨୫୫୪ ଜଣ ସଂକ୍ରମିତ ଗତକାଲି ଚିହ୍ନଟ ହୋଇଥିଲା। ଏହାକୁ ମିଶାଇ ମୁମ୍ୱାଇରେ ସଂକ୍ରମିତଙ୍କ ସଂଖ୍ୟା ୬୬୧,୧୭୫ ରେ ପହଞ୍ଚିଛି। ସୋମବାର ମୃତ୍ୟୁ ସଂଖ୍ୟା ୭୮ ଥିଲା, ଯାହା ମଙ୍ଗଳବାର ଦିନ ୬୨କୁ ହ୍ରାସ ପାଇଛି। ଦେଶର ବାଣିଜ୍ୟିକ ରାଜଧାନୀରେ ଏପର୍ଯ୍ୟନ୍ତ ୧୩,୪୩୪ ଲୋକ କରୋନାରେ ପ୍ରାଣ ହାରିଛନ୍ତି।

ତୃତୀୟ ଦିନରେ ରାଜ୍ୟରେ ମୃତ୍ୟୁ ହାର ୧.୪୯ ପ୍ରତିଶତ ରହି ଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୬୪୧,୯୧ କୁ ହ୍ରାସ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story