କରୋନା ରିଟର୍ଣ୍ଣସ: ଅଧିକ ସଂକ୍ରାମକ କିନ୍ତୁ କମ୍‌ ମାରାତ୍ମକ

ନୂଆଦିଲ୍ଲୀ: ଦେଶରେ କରୋନା ରିଟର୍ଣ୍ଣ କରିଛି। ମହାମାରୀର ଦ୍ୱିତୀୟ ଲହର ପ୍ରଥମ ଅପେକ୍ଷା ଅଧିକ ସଂକ୍ରାମକ ହେଉଛି। କିନ୍ତୁ ଏହା କମ୍‌ ମାରାତ୍ମକ ରହିଛି। ଏଥର କରୋନା ଜନିତ ମୃତ୍ୟୁ ହାର ପୂର୍ବାପେକ୍ଷା କମ୍‌ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୮୧ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହା ପୂର୍ବବର୍ଷ ଅକ୍ଟୋବର ୧ ପରଠାରୁ ସର୍ବାଧିକ। ଗତବର୍ଷ ଅକ୍ଟୋବର ୧ ତାରିଖରେ ୮୪ ହଜାର ୧୭୬ଟି ମାମଲା ସାମ୍ନାକୁ ଆସିଥିଲା। ଟାଇମ୍ସ ଅଫ୍‌ ଇଣ୍ଡିଆର […]

corona.jpg1

corona.jpg1

Madhupriya Mistry
  • Published: Friday, 02 April 2021
  • Updated: 02 April 2021, 03:02 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କରୋନା ରିଟର୍ଣ୍ଣ କରିଛି। ମହାମାରୀର ଦ୍ୱିତୀୟ ଲହର ପ୍ରଥମ ଅପେକ୍ଷା ଅଧିକ ସଂକ୍ରାମକ ହେଉଛି। କିନ୍ତୁ ଏହା କମ୍‌ ମାରାତ୍ମକ ରହିଛି। ଏଥର କରୋନା ଜନିତ ମୃତ୍ୟୁ ହାର ପୂର୍ବାପେକ୍ଷା କମ୍‌ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୮୧ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହା ପୂର୍ବବର୍ଷ ଅକ୍ଟୋବର ୧ ପରଠାରୁ ସର୍ବାଧିକ। ଗତବର୍ଷ ଅକ୍ଟୋବର ୧ ତାରିଖରେ ୮୪ ହଜାର ୧୭୬ଟି ମାମଲା ସାମ୍ନାକୁ ଆସିଥିଲା।

ଟାଇମ୍ସ ଅଫ୍‌ ଇଣ୍ଡିଆର ରିପୋର୍ଟ ମୁତାବକ କରୋନାର ଦ୍ୱିତୀୟ ଲହରକୁ ୨୩ ବଡ଼ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଥମ ଲହର ସହ ତୁଳନା କରାଯାଇଛି। ସର୍ଭେରୁ ଜଣାପଡିଛି ଯେ, ଚଳିତ ବର୍ଷ ନୂଆ ମାମଲା ଲଗାତର ବୃଦ୍ଧି ପାଉଛି।

ଗତବର୍ଷ ଜାନୁଆରୀରୁ କରୋନା ମାମଲା ସାମ୍ନାକୁ ଆସିଥିଲା। ସେପ୍ଟେମ୍ବର ମାସରେ ଏହା ଶୀର୍ଷ‌ରେ ଥିଲା। ପରେ ଚଳିତ ବର୍ଷ ଫେବ୍ରୁଆରୀ ଆଡ଼କୁ କରୋନା ମାମଲା ଧୀରେ ଧୀରେ କମିଥିଲା। କିନ୍ତୁ ଫେବ୍ରୁଆରୀ ପରେ କରୋନା ଦ୍ୱିତୀୟ ଲହର ଆରମ୍ଭ ହୋଇଛି। ଚାରିଟି ରାଜ୍ୟ ମହାରାଷ୍ଟ୍ର, ପଞ୍ଜାବ, ଗୁଜରାଟ, ମଧ୍ୟପ୍ରଦେଶ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଚଣ୍ଡିଗଡ଼ରୁ  ଅଧିକ କରୋନା ମାମଲା ସାମ୍ନାକୁ ଆସୁଛି, ଯାହା ପ୍ରଥମ ପର୍ଯ୍ୟାୟଠାରୁ ସର୍ବାଧିକ ବୋଲି ସର୍ଭେରୁ ଜଣାପଡିଛି।

ଏହି ସବୁ ରାଜ୍ୟରେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିଲେ ସୁଦ୍ଧା ମୃତ୍ୟୁ ହାର କମ୍‌ ରହିଛି। ମହାରାଷ୍ଟ୍ରରେ ୭୫%, ପଞ୍ଜାବରେ ୪୧%, ଗୁଜରାଟରେ ୮୩%, ମଧ୍ୟପ୍ରଦେଶରେ ୭୨% ଏବଂ ଚଣ୍ଡିଗଡରେ ୬୫% କମ୍‌ ରହିଛି ମୃତ୍ୟୁ ହାର।

ଦିଲ୍ଲୀର ଜଣେ ଡାକ୍ତରଙ୍କ କହିବା ମୁତାବକ ଚଳିତବର୍ଷ କରୋନା ଅଧିକ ସଂକ୍ରାମକ ହୋଇଥିଲେ ସୁଦ୍ଧା କମ୍‌ ମାରାତ୍ମକ ରହିଛି। ସାରାଦେଶରେ ଗତ ବର୍ଷ ତୁଳନାରେ ମୃତ୍ୟୁ ହାର ପ୍ରାୟ ଏକ ତୃତୀୟାଂଶ କମ୍‌ ରହିଥିବା ସେ କହିଛନ୍ତି।

ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଭିଡ-୧୯କୁ ନେଇ ଦେଇଥିବା ନିଜ ସାପ୍ତାହିକ ଅପଡେଟ୍‌ରେ କହିଛି ଯେ, ଲଗାତର ୫ ସପ୍ତାହ ମଧ୍ୟରେ କରୋନା ମାମଲା ବଢ଼ିଛି। ଗତ ସପ୍ତାହରେ ୩୮ ଲକ୍ଷରୁ ଅଧିକ କରୋନାର ନୂଆ ମାମଲା ସାମ୍ନାକୁ ଆସିଥିଲା। ୮୦ ପ୍ରତିଶତ ନୂଆ ମାମଲା ୟୁରୋପ ଏବଂ ଆମେରିକାରୁ ଚିହ୍ନଟ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story