୨୮ରେ ହାତ ଧରିବେ କହ୍ନେୟା ଓ ଜିଗ୍ନେଶ

ନୂଆଦିଲ୍ଲୀ: ହାତ ଧରିବେ ଜେଏନ୍‌ୟୁର ପୂର୍ବତନ ଅଧ୍ୟକ୍ଷ ତଥା ସିପିଆଇ ନେତା କହ୍ନେୟା କୁମାର। ତାଙ୍କ ସହ ଗୁଜରାଟ ଆର୍‌ଡିଏଏମ୍‌ ବିଧାୟକ ଜିଗ୍ନେଶ ମେୱାଣୀ ମଧ୍ୟ କଂଗ୍ରେସରେ ସାମିଲ ହେବେ। ୨୮ ତାରିଖ ଦିନ ଏଦୁହେଁ ବିଧିବଦ୍ଧ ଭାବେ କଂଗ୍ରେସ ଦଳରେ ସାମିଲ ହେବେ। ସୂଚନା ମୁତାବକ ଦଳ ବିହାର ବିଧାନସଭା ନିର୍ବାଚନ ବେଳେ କହ୍ନେୟା କୁମାରଙ୍କୁ ଅଫର ଦେଇଥିଲା। କିନ୍ତୁ ସେତେବେଳେ ସମ୍ଭବ ହୋଇପାରିନଥିଲା। ବିହାରରେ କଂଗ୍ରେସ ଖୁବ୍‌ଶୀଘ୍ର ତା’ର ନୂଆ ପ୍ରଦେଶ ଅଧ୍ୟକ୍ଷ ନାଁ […]

Kanheya Kumar

Kanheya Kumar

Madhupriya Mistry
  • Published: Saturday, 25 September 2021
  • Updated: 25 September 2021, 02:46 PM IST

Sports

Latest News

ନୂଆଦିଲ୍ଲୀ: ହାତ ଧରିବେ ଜେଏନ୍‌ୟୁର ପୂର୍ବତନ ଅଧ୍ୟକ୍ଷ ତଥା ସିପିଆଇ ନେତା କହ୍ନେୟା କୁମାର। ତାଙ୍କ ସହ ଗୁଜରାଟ ଆର୍‌ଡିଏଏମ୍‌ ବିଧାୟକ ଜିଗ୍ନେଶ ମେୱାଣୀ ମଧ୍ୟ କଂଗ୍ରେସରେ ସାମିଲ ହେବେ। ୨୮ ତାରିଖ ଦିନ ଏଦୁହେଁ ବିଧିବଦ୍ଧ ଭାବେ କଂଗ୍ରେସ ଦଳରେ ସାମିଲ ହେବେ।

ସୂଚନା ମୁତାବକ ଦଳ ବିହାର ବିଧାନସଭା ନିର୍ବାଚନ ବେଳେ କହ୍ନେୟା କୁମାରଙ୍କୁ ଅଫର ଦେଇଥିଲା। କିନ୍ତୁ ସେତେବେଳେ ସମ୍ଭବ ହୋଇପାରିନଥିଲା। ବିହାରରେ କଂଗ୍ରେସ ଖୁବ୍‌ଶୀଘ୍ର ତା'ର ନୂଆ ପ୍ରଦେଶ ଅଧ୍ୟକ୍ଷ ନାଁ ଘୋଷଣା କରିପାରେ। ଏଥିରେ କହ୍ନେୟା କୁମାରଙ୍କ ନାଁ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ସୂତ୍ର ଅନୁସାରେ ଗତ କିଛି ଦିନ ହେବ କହ୍ନେୟା କୁମାର ଏବଂ ଜିଗ୍ନେଶ ମେୱାଣୀ କଂଗ୍ରେସ ନେତୃତ୍ୱ ସମ୍ପର୍କରେ ଅଛନ୍ତି। ନିକଟରେ କହ୍ନେୟା କୁମାର ରାହୁଲ ଗାନ୍ଧିଙ୍କୁ ମଧ୍ୟ ଭେଟିଥିଲେ।

ଗୋଟିଏ ପରେ ଗୋଟିଏ ନିର୍ବାଚନରେ ​​ହାରିଥିବା କଂଗ୍ରେସ ଏବେ ନିଜକୁ ସଜାଡିବା ପାଇଁ ପ୍ରସ୍ତୁତି ଚଳାଇଛି। ବିଧାନସଭା ସମେତ ଲୋକସଭା ନିର୍ବାଚନରେ ଉପରେ ମଧ୍ୟ ଏବେ ​​ଦଳ ନଜର ରଖିଛି। ୨୦୨୪ ନିର୍ବାଚନ ଜିତିବା ପାଇଁ ଦଳ ଜାତି ସମୀକରଣ ସହ ଯୁବପିଢ଼ୀଙ୍କୁ ନେଇ ଗୋଟି ଚାଳନା କରିବାକୁ ଯାଉଛିକହ୍ନେୟା କୁମାର ଏବଂ ଜିଗ୍ନେଶ ମେୱାଣୀଙ୍କୁ ଦଳରେ ସାମିଲ କରାଇବା କଂଗ୍ରେସର ଏକ ନୂଆ ଯୋଜନା ବୋଲି କୁହାଯାଇଛି।

କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ ବିହାର ରାଜନୀତିରେ କହ୍ନେୟା କୁମାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଚାହୁଁଛନ୍ତି। ବିହାରରେ ଏହାର ସହଯୋଗୀ ଆରଜେଡି ଏବଂ ସିପିଆଇ ଅପେକ୍ଷା କଂଗ୍ରେସ ଆହୁରି ଖରାପ ପ୍ରଦର୍ଶନ କରିଥିଲା। କଂଗ୍ରେସ ୭୦ ଟି ମଧ୍ୟରୁ ୧୯ଟି ଆସନ ଜିତିଥିଲା। ସେପଟେ ଆରଜେଡି ୧୪୪ ଆସନରୁ ଅଧାରୁ ଅଧିକ ଆସନ ଜିତିଥିଲା। ସେହିଭଳି ​​ ସିପିଆଇ ୧୯ଟି ଆସନ ମଧ୍ୟରୁ ୧୨ଟି ଜିତିଥିଲା

https://twitter.com/ANI/status/1441677330800250881?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story