ଦିନରେ ରାଲି, ରାତିରେ ନାଇଟ୍ କର୍ଫ୍ୟୁ: ବିଜେପିକୁ ଘାଇଲା କଲେ ବରୁଣ ଗାନ୍ଧି

ଲକ୍ଷ୍ନୌ: ନିଜ ଦଳକୁ ଛାଡ଼ିଲେନି ବରୁଣ ଗାନ୍ଧି। ଉଚିତ ପ୍ରସଙ୍ଗ ଉଠାଇ ଦଳକୁ ଅଡ଼ୁଆରେ ପକାଇଲେ ପିଲଭିଟ ସାଂସଦ ବରୁଣ ଗାନ୍ଧି। କହିଛନ୍ତି ରାତିରେ ନାଇଟ୍‌ କର୍ଫ୍ୟୁ କରାଯାଉଛି। ହେଲେ ଦିନରେ ବଡ଼ ବଡ଼ ରାଲି କରାଯାଉଛି। ଉତ୍ତରପ୍ରଦେଶରେ  ବିଜେପି ପକ୍ଷରୁ ହୋଇଥିବ ନିର୍ବାଚନ ରାଲିକୁ ନେଇ ଏମିତି କଟାକ୍ଷ କରିଛନ୍ତି ବରୁଣ। ସେ କହିଛନ୍ତି ଦେଶରେ ଓମିକ୍ରନ୍ ମାମଲା ବଢ଼ି ଚାଲୁଛି।  ଏଥିପାଇଁ ରାତିରେ ବିଭିନ୍ନ ସହରରେ କର୍ଫ୍ୟୁ ଜାରି କରାଯାଇଛି।  କିନ୍ତୁ ଦିନ ବେଳେ […]

barun

barun

Tapas Behera
  • Published: Monday, 27 December 2021
  • Updated: 27 December 2021, 04:09 PM IST

ଲକ୍ଷ୍ନୌ: ନିଜ ଦଳକୁ ଛାଡ଼ିଲେନି ବରୁଣ ଗାନ୍ଧି। ଉଚିତ ପ୍ରସଙ୍ଗ ଉଠାଇ ଦଳକୁ ଅଡ଼ୁଆରେ ପକାଇଲେ ପିଲଭିଟ ସାଂସଦ ବରୁଣ ଗାନ୍ଧି। କହିଛନ୍ତି ରାତିରେ ନାଇଟ୍‌ କର୍ଫ୍ୟୁ କରାଯାଉଛି। ହେଲେ ଦିନରେ ବଡ଼ ବଡ଼ ରାଲି କରାଯାଉଛି। ଉତ୍ତରପ୍ରଦେଶରେ  ବିଜେପି ପକ୍ଷରୁ ହୋଇଥିବ ନିର୍ବାଚନ ରାଲିକୁ ନେଇ ଏମିତି କଟାକ୍ଷ କରିଛନ୍ତି ବରୁଣ। ସେ କହିଛନ୍ତି ଦେଶରେ ଓମିକ୍ରନ୍ ମାମଲା ବଢ଼ି ଚାଲୁଛି।  ଏଥିପାଇଁ ରାତିରେ ବିଭିନ୍ନ ସହରରେ କର୍ଫ୍ୟୁ ଜାରି କରାଯାଇଛି।  କିନ୍ତୁ ଦିନ ବେଳେ ରାଲିରେ ଲକ୍ଷ ଲକ୍ଷ ଲୋକଙ୍କୁ ଡକାଯାଉଉଛି। ଏସବୁ ବରୁଣ ଟ୍ୱଟ୍ କରି ଲେଖିଛନ୍ତି।

ଉତ୍ତରପ୍ରଦେଶର ସୀମିତ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଆମର ପ୍ରାଥମିକତା ସ୍ପଷ୍ଟ ହେବା ଉଚିତ। ଓମିକ୍ରନ୍‌ ବିସ୍ତାକୁ ରୋକିବା ନା ନିର୍ବାଚନୀ ଶକ୍ତି ପ୍ରଦର୍ଶନ କରିବା ତାହା ଭାବିବା ଉଚିତ। ଡିସେମ୍ବର ୨୫ରେ  ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗାଜିଆବାଦରେ ଏକ ବିଶାଳ ସମାବେଶ  'ଜନ ବିଶ୍ୱ ଯାତ୍ରା'ରେ ଯୋଗ ଦେଇଥିଲେ। ଏହି ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୋଗ ଦେଇଥିଲେ। ହେଲେ ତା ପୂର୍ବରୁ ଡିସେମ୍ବର ୨୩ରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଓମିକ୍ରନ୍‌ ମୁକାବିଲାକୁ ନେଇ ଏକ ଉଚ୍ଚସ୍ତାରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ।

ଏହି ଅବସରରେ ସେ ଦେଶରେ ବଢ଼ୁଥିବା ଓମିକ୍ରମନ ମାମଲାର ସମୀକ୍ଷା କରିଥିଲେ । ଓମିକ୍ରନ୍ ସଂକ୍ରମଣକୁ ନେଇ ଆମକୁ ସତର୍କ ଏବଂ ସାବଧାନ କରିବା ପାଇଁ ମୋଦି ଭାଷଣରେ କହିଥିଲେ।  ତେବେ କୋଭିଡ୍ ବିରୋଧରେ ଏତେ ସବୁ ସତର୍କ, ସାବଧାନ ରହିବା ପାଇଁ ପଦକ୍ଷେପ ନିଆଯାଉଥିବା ବେଳେ ବିଜେପି ପକ୍ଷରୁ ହୋଇଥିବା ରାଲିକୁ ନେଇ ବରୁଣ ଗାନ୍ଧି ପରୋକ୍ଷରେ ପ୍ରଶ୍ନ ଉଠାଇଛନ୍ତି।

କେଳବ ବିଜେପି ନୁହଁ ଏସପି ଏବଂ କଂଗ୍ରେସ ପକ୍ଷରୁ ମଧ୍ୟ ରାଜନୈତିକ ଶୁଭାଯାତ୍ରା କରାଯାଉଛି।  ୨୦୨୪ରେ ଦେଶରେ ସାରଧାରଣ ନିର୍ବାଚନ ରହିଛି। ତାପୂର୍ବରୁ ଉତ୍ତରପ୍ରଦେଶ  ସମେତ ଦେଶରା ୫ଟି ରାଜ୍ୟରେ ବିଧାନ ସଭା ବେଶ ଗୁରୁତ୍ୱ ବହନ କରେ। ଡିସେମ୍ବର୨୫ଠାରୁ ଉତ୍ତରପ୍ରଦେଶ ସରକାର ନାଇଟ୍‌ କର୍ଫ୍ୟୁ ଲାଗୁ କରିଛନ୍ତି। ବିବାହ ଭୋଜିରେ ୨୦୦ ଲୋକଙ୍କ ପାଇଁ ଅନୁତିମତି ଦିଆଯାଇଛି। କୋଭିଡ୍‌ ପ୍ରୋଟୋକଲ ମାନିବାକୁ  ଉତ୍ତର ପ୍ରଦେଶ ସରକାର ଗୁରୁତ୍ୱ ଦେଇଛନ୍ତି। ହେଲେ ରାଜନୈତିକ ରାଲିରେ ବିଶାଳ ଜନସମାବଶକୁ ନେଇ ପ୍ରଶ୍ନ ଉଠିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story