କାନ୍ଦିଲେ ସ୍ମୃତି ଇରାନୀ: କହିଲେ ମୋ ଝିଅ ବେଆଇନ ମଦ ବାର ଖୋଲିନି

ନୂଆଦିଲ୍ଲୀ: ଭାବପ୍ରବଣ ହୋଇ କାନ୍ଦି ପକାଇଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ନିଜ ଝିଅ ସମ୍ପର୍କରେ କଂଗ୍ରେସ ଆପତ୍ତିଜନକ ଅଭିଯୋଗ ଆଣିଥିବା କହି କାନ୍ଦିପକାଇଲେ ସ୍ମୃତି।  ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସ୍ମୃତି କରିଛନ୍ତି ମୁଁ ଗାନ୍ଧି ପରିବାର ବିରୋଧରେ କହିବାରୁ ମୋତେ କଂଗ୍ରେସ ପକ୍ଷରୁ ଉଦ୍ଦଶ୍ୟ ମୂଳକ ଭାବେ ଟାର୍ଗେଟ କରାଯାଇଛି। ମୋ ଝିଅକୁ ବିନା କାରଣରେ  ଅପମାନ କରାଯାଇଚଛି।  ଗୋଆରେ ସ୍ମୃତି ଇରାନୀଙ୍କ ଝିଅ ବେଆଇନ ବାର ଚଳାଉଥିବା  କଂଗ୍ରେସ ପକ୍ଷରୁ ଅଭିଯୋଗ ଆଣିବା ପରେ  ସ୍ମୃତି […]

smriti_irani

smriti_irani

Tapas Behera
  • Published: Saturday, 23 July 2022
  • Updated: 23 July 2022, 05:23 PM IST

ନୂଆଦିଲ୍ଲୀ: ଭାବପ୍ରବଣ ହୋଇ କାନ୍ଦି ପକାଇଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ନିଜ ଝିଅ ସମ୍ପର୍କରେ କଂଗ୍ରେସ ଆପତ୍ତିଜନକ ଅଭିଯୋଗ ଆଣିଥିବା କହି କାନ୍ଦିପକାଇଲେ ସ୍ମୃତି।  ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସ୍ମୃତି କରିଛନ୍ତି ମୁଁ ଗାନ୍ଧି ପରିବାର ବିରୋଧରେ କହିବାରୁ ମୋତେ କଂଗ୍ରେସ ପକ୍ଷରୁ ଉଦ୍ଦଶ୍ୟ ମୂଳକ ଭାବେ ଟାର୍ଗେଟ କରାଯାଇଛି। ମୋ ଝିଅକୁ ବିନା କାରଣରେ  ଅପମାନ କରାଯାଇଚଛି।  ଗୋଆରେ ସ୍ମୃତି ଇରାନୀଙ୍କ ଝିଅ ବେଆଇନ ବାର ଚଳାଉଥିବା  କଂଗ୍ରେସ ପକ୍ଷରୁ ଅଭିଯୋଗ ଆଣିବା ପରେ  ସ୍ମୃତି କାନ୍ଦି ପକାଇଥିଲେ। ସେ କହିଛନ୍ତି ଯେ, ମୁଁ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବି। ମିଥ୍ୟା ଅଭିଯୋଗକାରୀଙ୍କୁ ମୁଁ କୋର୍ଟରେ ଜବାବ ଦେବି ।

ପୁଣି ଥରେ ରାହୁଲ ଗାନ୍ଧିଙ୍କୁ ଧୂଳି ଚଟାଇବି ବୋଲି ସ୍ମୃତି କହିଛନ୍ତି। ଜଣେ ୧୮ ବର୍ଷୀୟ ଝିଅକୁ ବଦନାମ କରିବାରେ ଦୁଇ ଜଣ କଂଗ୍ରେସ ନେତା ଦାୟୀ ବୋଲି ସେ କହିଛନ୍ତି ।  ମୋ ଝିଅର ଏକମାତ୍ର ଦୋଷ ହେଉଛି  ମୁଁ(ତାର ମା) ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ବିରୋଧରେ ମୁହଁ ଖୋଲିଲି।

ସେ ଏବେ କଲେଜରରେ ପଢ଼ୁଛି।  ମୋ ଝିଅ ଜଣେ ରାଜନେତା ନୁହଁ। ତାର ଏକ ସ୍ୱଭାବିକ ଜୀବନ ରହିଛି। କଂଗ୍ରେସ ଆକ୍ରୋଶମୂଳକ ଭାବେ ତାକୁ ବଦାମ କରିଛି। ସେଥିରେ ସେ ମାନସିକ ଆଘାତ ପାଇଥିବା  ସ୍ମୃତି କହିଛନ୍ତି । ସୂଚନା ଅନୁଯାୟୀ ସ୍ମୃତି ଇରାନୀଙ୍କ ଝିଅ ବିଷୟରେ କଂଗ୍ରେସ ବେଆଇନ ମଦ ବାର ଚଳାଉଥିବା ଅଭିଯୋଗ ଆଣିଥିଲା। ଯାହାକୁ ନେଇ ରାଜନୀତି ସରଗରମ ହୋଇଥିଲା। ଏବେ କଂଗ୍ରେସକୁ ଜବାବ ଦେଇଛନ୍ତି ସ୍ମୃତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story