ରେଲୱେ ଟ୍ରାକ୍‌ରୁ ମିଳିଲା ପୂର୍ବତନ ମନ୍ତ୍ରୀଙ୍କ ପୁତୁରାଙ୍କ ମୃତଦେହ

ଲକ୍ଷ୍ନୌ: ରେଲୱେ ଟ୍ରାକ୍‌ରୁ ମିଳିଲା ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ଗାୟତ୍ରୀ ପ୍ରସାଦ ପ୍ରଜାପତିଙ୍କ ପୁତୁରାଙ୍କ ମୃତଦେହ। ଶୁକ୍ରବାର ସକାଳୁ ତାଙ୍କ ମୃତଦେହକୁ ପୁଲିସ ଜବତ କରିଛି। ମୃତକ ହେଲେ ଜଗଦିଶ ପ୍ରଜାପତିଙ୍କ ପୁଅ ଶୁଭମ ପ୍ରଜାପତି। ତାଙ୍କ ବୟସ ୨୨ ବର୍ଷ। ଜିଆର୍‌ପି ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସେପଟେ ଏହି ଖବର ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ପୁଲିସ ସୂଚନା ମୁତାବକ, ଶୁଭମ ଜଣେ […]

former minister gayatri prajapatis nephew

Madhupriya Mistry
  • Published: Friday, 12 February 2021
  • Updated: 12 February 2021, 03:38 PM IST

Sports

Latest News

ଲକ୍ଷ୍ନୌ: ରେଲୱେ ଟ୍ରାକ୍‌ରୁ ମିଳିଲା ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ଗାୟତ୍ରୀ ପ୍ରସାଦ ପ୍ରଜାପତିଙ୍କ ପୁତୁରାଙ୍କ ମୃତଦେହ। ଶୁକ୍ରବାର ସକାଳୁ ତାଙ୍କ ମୃତଦେହକୁ ପୁଲିସ ଜବତ କରିଛି। ମୃତକ ହେଲେ ଜଗଦିଶ ପ୍ରଜାପତିଙ୍କ ପୁଅ ଶୁଭମ ପ୍ରଜାପତି। ତାଙ୍କ ବୟସ ୨୨ ବର୍ଷ। ଜିଆର୍‌ପି ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସେପଟେ ଏହି ଖବର ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।

ପୁଲିସ ସୂଚନା ମୁତାବକ, ଶୁଭମ ଜଣେ କଲେଜ ଛାତ୍ର ସହ ଲାଇଟ କାମ କରୁଥିଲେ। ଗୁରୁବାର ରାତିରୁ ହିଁ ସେ ଲାଇଟ କାମରେ ବାହାରକୁ ଯାଇଥିଲେ। ଏହାପରେ ସେ ଆଉ ଘରକୁ ଫେରି ନଥିଲେ। ପରେ ଶୁକ୍ରବାର ସକାଳୁ ଜଣେ ଲୋକ ପାଇଲଟ ଅମେଠି ରେଲୱେ ଷ୍ଟେସନ ନିକଟ ଟ୍ରାକ୍‌ରେ ଏକ ମୃତଦେହ ପଡିଥିବା ଖବର ପୁଲିସକୁ ଦେଇଥିଲେ। ଏହାପରେ ମୃତକ ଜଣକ ପୂର୍ବତନ ମନ୍ତ୍ରୀଙ୍କ ପୁତୁରା ଶୁଭମ ପ୍ରଜାପତି ବୋଲି ଜଣାପଡିଥିଲା।

ଏହି ଘଟଣାରେ ଏସ୍‌ପି ଦିନେଶ ସିଂହ କହିଛନ୍ତି, ଏହି ମାମଲା ରେଲୱେ ସହ ଜଡିତ । ପରିବାର ଲୋକେ ତାଙ୍କ ମୃତ୍ୟୁକୁ ନେଇ କୌଣସି ମାମଲା ରୁଜୁ କରିନଥିବା ବେଳେ ପୁଲିସ ନିଜ ଆଡୁ ଏକ ଆତ୍ମହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତାଙ୍କୁ କିଏ ହତ୍ୟା କରିଛି ନା ସେ ଆତ୍ମହତ୍ୟା କରିଛନ୍ତି ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି।

ଅଧିକ ପଢ଼ନ୍ତୁ >> ସଞ୍ଜୟ ମୋ ଝିଅକୁ ଭଲ ପାଉ ନ ଥିଲା: ମିନତୀ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story