ମୋ ଭାଗ୍ୟ ନିର୍ଦ୍ଧାରଣ କରିବନି ସୋଶାଲ ମିଡିଆ: ମନୋହର ଲାଲ ଖଟ୍ଟର  

ଚଣ୍ଡିଗଡ଼: ହରିୟାଣା ରାଜନୀତିରେ ହଟଚମଟ। ରାଜ୍ୟ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ହଟାଯାଇ ତାଙ୍କ ବଦଳରେ ଆଉ ଜଣଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏହାର ଜବାବ ରଖିଛନ୍ତି ନିଜେ  ଖଟ୍ଟର। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଖଟ୍ଟର ସୋଶାଲ ମିଡିଆରେ ପ୍ରଚାର ହେଉଥିବା ତଥ୍ୟ ଗୁଜବ କହିଛନ୍ତି। ସେହିପରି ସୋଶାଲ ମିଡିଆ ଉପରେ ଟିପ୍ପଣୀ ଦେଇ  କହିଛନ୍ତି ଯେ, କିଛି ଲୋକେ ଚର୍ଚ୍ଚା କରୁଛନ୍ତି ଯେ, ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ […]

manohar-lal-khattar

manohar-lal-khattar

Tapas Behera
  • Published: Sunday, 11 December 2022
  • Updated: 11 December 2022, 10:35 PM IST

Sports

Latest News

ଚଣ୍ଡିଗଡ଼: ହରିୟାଣା ରାଜନୀତିରେ ହଟଚମଟ। ରାଜ୍ୟ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ହଟାଯାଇ ତାଙ୍କ ବଦଳରେ ଆଉ ଜଣଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏହାର ଜବାବ ରଖିଛନ୍ତି ନିଜେ  ଖଟ୍ଟର। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଖଟ୍ଟର ସୋଶାଲ ମିଡିଆରେ ପ୍ରଚାର ହେଉଥିବା ତଥ୍ୟ ଗୁଜବ କହିଛନ୍ତି। ସେହିପରି ସୋଶାଲ ମିଡିଆ ଉପରେ ଟିପ୍ପଣୀ ଦେଇ  କହିଛନ୍ତି ଯେ, କିଛି ଲୋକେ ଚର୍ଚ୍ଚା କରୁଛନ୍ତି ଯେ, ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ବଦଳାଯାଉଛି। କିନ୍ତୁ ଏହା ସମ୍ପୂର୍ଣ୍ଣ ମିଛ। କିଛି ଲୋକ ୨୪ ଘଣ୍ଟା ସୋଶାଲ ମିଡିଆରେ ବଞ୍ଚିନ୍ତି। ଖାଇବା ଠାରୁ ଶୋଇବା ପର୍ଯ୍ୟନ୍ତ ସବୁ ସୋଶାଲ ମିଡିଆରେ ସମୟ ଚାଲିଯାଏ। ସେମାନେ କେବଳ ଅନ୍ୟମାନଙ୍କ ବିରୋଧରେ ଅପପ୍ରଚାର କରନ୍ତି।

ସେ କହିଛନ୍ତି, ଯେ ବିଜେପିରୁ ଆସିଥିବା କୌଣସି ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ ଲୋକଙ୍କ ସ୍ୱାର୍ଥରେ କାର୍ଯ୍ୟ କରନ୍ତି। ଏହା ଆମର ଆଦର୍ଶର ଏକ ଅଂଶ।  ଏହା ଆମର ସଫଳତାର ଏକ ଅଂଶ। ଏହା ଆମର ମେନିଫେଷ୍ଟୋର ଏକ ଅଂଶ ବୋଲି ସେ କହିଛନ୍ତି । ଆମେ ସମସ୍ତେ ଗୋଟିଏ ଟିମ ଭାବେ କାମ କରୁ ଏବଂ ଏଠାରେ ସାମୂହିକ ନିଷ୍ପତ୍ତି ନିଆଯାଏ।

ସୋଶାଲ ମିଡିଆରେ ଯାହା ଚାଲିଛି ସେମିତି କିଛି ନିଷ୍ପତ୍ତି ନିଆଯାଏ ନାହିଁ। କିନ୍ତୁ ହଁ, ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଏହିପରି ଜିନିଷରୁ ଆନନ୍ଦ ପାଆନ୍ତି। ସେହି ଲୋକମାନଙ୍କୁ ମୁଁ କହିବାକୁ ଚାହେଁ ଯେତେବେଳେ ତୁମେ ସେହି କାମ କରି ଥକିଯିବେ ମୋ ପାଖକୁ ଆସିବେ , ମୁଁ ଆପଣଙ୍କୁ କିଛି କାମ ଦେବି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story