ଭଲ ଖବର! ଦେଶରେ କମୁଛି ସଂକ୍ରମଣ ଏବଂ ମୃତ୍ୟୁ ହାର

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତିରେ ସୁଧାର ଆସୁଛି। ଉଭୟ ସଂକ୍ରମିତ ଏବଂ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ କମୁଛି। ଏ ନେଇ କେନ୍ଦ୍ର ସରକାରଙ୍କ ଯୁଗ୍ମ ସ୍ୱାସ୍ଥ୍ୟ ସଚିବ ଲବ୍ ଅଗ୍ରଓ୍ୱାଲ ସୂଚନା ଦେଇଛନ୍ତି। ଦେଶରେ ଏବେ ଲକ୍ଷେରୁ ଅଧିକ ସଂକ୍ରମିତ କେବଳ ୮ଟି ରାଜ୍ୟରେ ଚିହ୍ନଟ ହେଉଛନ୍ତି। ଯାହାକି ପୂର୍ବର ଅଧିକ ଥିଲା। ୮ଟି ରାଜ୍ୟରେ ୫୦ ହଜାରରୁ ଲକ୍ଷେ ମଧ୍ୟରେ ସଂକ୍ରମିତ ରହିଛନ୍ତି। ୨୦ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରୁ ୫୦ ହଜାରରୁ […]

covid19

covid19

Subhransu Sekhar
  • Published: Saturday, 22 May 2021
  • Updated: 22 May 2021, 06:30 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତିରେ ସୁଧାର ଆସୁଛି। ଉଭୟ ସଂକ୍ରମିତ ଏବଂ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ କମୁଛି। ଏ ନେଇ କେନ୍ଦ୍ର ସରକାରଙ୍କ ଯୁଗ୍ମ ସ୍ୱାସ୍ଥ୍ୟ ସଚିବ ଲବ୍ ଅଗ୍ରଓ୍ୱାଲ ସୂଚନା ଦେଇଛନ୍ତି। ଦେଶରେ ଏବେ ଲକ୍ଷେରୁ ଅଧିକ ସଂକ୍ରମିତ କେବଳ ୮ଟି ରାଜ୍ୟରେ ଚିହ୍ନଟ ହେଉଛନ୍ତି। ଯାହାକି ପୂର୍ବର ଅଧିକ ଥିଲା। ୮ଟି ରାଜ୍ୟରେ ୫୦ ହଜାରରୁ ଲକ୍ଷେ ମଧ୍ୟରେ ସଂକ୍ରମିତ ରହିଛନ୍ତି। ୨୦ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରୁ ୫୦ ହଜାରରୁ କମ୍ ସଂକ୍ରମିତ ଚିହ୍ନଟ ହେଉଛନ୍ତି।

ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ କେବଳ ୭ ଟି ରାଜ୍ୟରୁ ୧୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ୬ଟି ରାଜ୍ୟରୁ ୫ ହଜାର ୧୦ ହଜାର ମଧ୍ୟରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ୬ଟି ରାଜ୍ୟରେ କିନ୍ତୁ ମୃତ୍ୟୁ ହାର ଅଧିକ ଥିବା ନେଇ ସ୍ୱାସ୍ଥ୍ୟ ବିଭାଗ କହିଛି। ଏହି ୬ ରାଜ୍ୟ ଗୁଡ଼ିକ ହେଲେ ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ୟୁପି, ପଞ୍ଜାବ ଏବଂ ଦିଲ୍ଲୀ ବୋଲି ଯୁଗ୍ମ ସଚିବ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶରେ ୯୩ରୁ ଅଧିକ ଜିଲ୍ଲାରେ ଏବେ କରୋନା ପଜିଟିଭିଟି ହ୍ରାସ ପାଉଛି।

ଆରୋଗ୍ୟ ହାର ସଂକ୍ରମିତ ତୁଳନାରେ ଅଧିକ ରହିଥିବା ନେଇ ଲବ୍ ଅଗ୍ରଓ୍ୱାଲ କହିଛନ୍ତି। ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶରେ କରୋନା ସଂକ୍ରମଣରେ ବୃଦ୍ଧି ଘଟିଥିବା ସେ କହିଛନ୍ତି। ଦେଶରେ ଏବେ ଆରୋଗ୍ୟ ହାର ୮୭.୭୬ ପ୍ରତିଶତ ରହିଛି ବୋଲି କେନ୍ଦ୍ର ସରକାରଙ୍କ କୋଭିଡ୍ ଟାସ୍କ ଟିମର ମୁଖ୍ୟ ତଥା ନୀତି ଆୟୋଗ ସଦସ୍ୟ ଡକ୍ଟର ଭି.କେ ପାଲ କହିଛନ୍ତି।

ତେବେ ଗତ ୨୦ ଦିନ ଧରି ଦେଶରେ ସଂକ୍ରମଣ ହ୍ରାସ ପାଇଛି। ମେ ୩ରେ, ଦେଶରେ ୧୭.୧୩% କରୋନାରେ ଚିକିତ୍ସାଧୀନ ଥିଲେ, ଏବେ ଏହା ୧୧.୧୨%କୁ ଖସି ଆସିଛି। ଆରୋଗ୍ୟ ହାର ମଧ୍ୟ ୮୭.୭୬% ରହିଛି। ଦେଶରେ ୨୦ ମିଲିୟନରୁ ଅଧିକ ଲୋକ ଆରୋଗ୍ୟ ହୋଇଛନ୍ତି।

ସେହିପରି ଗତ ୧୫ ଦିନ ହେଲାଣି ଲଗାତାର ଭାବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା କମୁଛି। ମେ ୧୦ରେ ୨୪% ପଜିଟିଭିଟି ଥିଲା, ଆଜି ଏହା ଖସି ୧୨.୪୫% ରହିଛି। ଗଲା ୧୨ ଦିନ ହେଲାଣି ପଜିଟିଭିଟି ହାର ୨୦ % ତଳେ ରହିଛି। ଓଡ଼ିଶାର ୨୮ ଜିଲ୍ଲାରେ ପଜିଟିଭିଟି ହାର ୧୦%ରୁ ଅଧିକ ରହିଛି।
ଏବେ ସଂକ୍ରମିତଙ୍କ ମଧ୍ୟରୁ ୧୦ଟି ରାଜ୍ୟରେ ୭୮ ପ୍ରତିଶତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story