ସମ୍ମୁଖଭାଗ ଯୁଦ୍ଧ ତୋପ ପାଇଁ ୧୭ ହଜାର କୋଟିର ବ୍ରହ୍ମୋସ ମିସାଇଲ ଡିଲ୍‌

ନୂଆଦିଲ୍ଲୀ: ଅତିରିକ୍ତ ବ୍ରହ୍ମୋସ ସୁପରସୋନିକ କ୍ରୁ ମିସାଇଲର ସପ୍ଲାଏ ପାଇଁ ଆଜି ପ୍ରତିରକ୍ଷା ବିଭାଗ ୧୭ ହଜାର କୋଟିର ଡିଲ୍‌ କରିଛି। ୨୯୦ କିମି ଲକ୍ଷ୍ୟ ଭେଦର କ୍ଷମତା ରଖିଥିବା ଏହି ବ୍ରହ୍ମୋସ ମିସାଇଲ ନୌସେନାର ସମ୍ମୁଖଭାଗରେ ନିୟୋଜିତ ଯୁଦ୍ଧ ତୋପରେ ଖଞ୍ଜାଯିବ। ଏହି ସୁପରସୋନିକ ବ୍ରହ୍ମୋସ ମିସାଇଲ ଉଭୟ ସ୍ଥଳ ଭାଗରୁ ସ୍ଥଳ ଭାଗ ଓ ଜାହାଜ ବିଧ୍ୱଂସ କରିବାର କ୍ଷମତା ରଖିଛି। ଏହାକୁ ହାସଲ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟର ଅସ୍ତ୍ର କିଣୁଥିବା ୱିଙ୍ଗ […]

warship

warship

Hemant Lenka
  • Published: Thursday, 22 September 2022
  • Updated: 22 September 2022, 07:39 PM IST

Sports

Latest News

ନୂଆଦିଲ୍ଲୀ: ଅତିରିକ୍ତ ବ୍ରହ୍ମୋସ ସୁପରସୋନିକ କ୍ରୁ ମିସାଇଲର ସପ୍ଲାଏ ପାଇଁ ଆଜି ପ୍ରତିରକ୍ଷା ବିଭାଗ ୧୭ ହଜାର କୋଟିର ଡିଲ୍‌ କରିଛି। ୨୯୦ କିମି ଲକ୍ଷ୍ୟ ଭେଦର କ୍ଷମତା ରଖିଥିବା ଏହି ବ୍ରହ୍ମୋସ ମିସାଇଲ ନୌସେନାର ସମ୍ମୁଖଭାଗରେ ନିୟୋଜିତ ଯୁଦ୍ଧ ତୋପରେ ଖଞ୍ଜାଯିବ।

ଏହି ସୁପରସୋନିକ ବ୍ରହ୍ମୋସ ମିସାଇଲ ଉଭୟ ସ୍ଥଳ ଭାଗରୁ ସ୍ଥଳ ଭାଗ ଓ ଜାହାଜ ବିଧ୍ୱଂସ କରିବାର କ୍ଷମତା ରଖିଛି। ଏହାକୁ ହାସଲ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟର ଅସ୍ତ୍ର କିଣୁଥିବା ୱିଙ୍ଗ ଓ ଏମ/ଏସ ବ୍ରହ୍ମୋସ ଏରୋସ୍ପେଶ ପ୍ରାଇଭେଟ ଲିଃ ୧୭ ହଜାର କୋଟିର ଚୁକ୍ତି ସ୍ୱାକ୍ଷରିତ ହୋଇଛି।

ବ୍ରହ୍ମୋ ମିସାଇଲ ସାମିଲ ହେବା ପରେ ନୌସେନାର ଅପରେସନ ଦକ୍ଷତା ଆହୁରି ବଢ଼ିବ ବୋଲି ଆଶା କରାଯାଉଛି। ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା ଦେଶରେ ତିଆରି କରିବା ଲକ୍ଷ୍ୟକୁ ମଧ୍ୟ ଏହି ଚୁକ୍ତି ପ୍ରୋତ୍ସାହିତ କରିଛି। କାରଣ ଭାରତରେ ହିଁ ଏହି ସବୁ ମିସାଇଲ ଉତ୍ପାଦନ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି।

ଶବ୍ଦ ଠାରୁ ୩ ଗୁଣା ଦ୍ରୁତ ଗତିରେ ଲକ୍ଷ୍ୟ ଭେଦ କରିବାରୁ କ୍ଷମତା ରଖିଥିବା ଏହି ଅଣ ଆଣବିକ ମୁସାଇଲ ଭାରତୀୟ ସେନାରେ ପ୍ରାୟ ବର୍ଷକ ତଳୁ ରହି ଆସିଛି। ଏଥିପାଇଁ ବର୍ତ୍ତମାନ ସୁଦ୍ଧା ୩୮ ହଜାର କୋଟିର ଚୁକ୍ତି ହୋଇ ସାରିଲାଣି।

ସ୍ଥଳ ସେନା ହାସଲ କରିଥିବା ବ୍ରହ୍ମୋସ ମିସାଇଲକୁ ଲଦାଖ ଓ ଅରୁଣାଚଳ ପ୍ରଦେଶରେ ଥିବା ଟ୍ୟାଙ୍କ ଓ ତୋପରେ ଖଞ୍ଜା ଯାଇଛି। ଏହି ଅଞ୍ଚଳରେ ଚାଇନା ସହ ବିବାଦ ଲାଗି ରହିଥିବାରୁ ଭାରତୀୟ ସେନା ବ୍ରହ୍ମୋସ ମିସାଇଲକୁ ନିଜ ପାଖରେ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story