ମେୟର ପଦ ପାଇଁ ଦମ୍ଭୋକ୍ତି କରୁଥିବା ବିଜେପିର ୟୁ-ଟର୍ଣ୍ଣ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ମହାନଗର ନିଗମ(ଏମସିଡି) ନିର୍ବାଚନରେ ଆମ ଆଦମୀ ପାର୍ଟି(ଆପ) ଠାରୁ ପରାସ୍ତ ହେବା ପରେ ମଧ୍ୟ ଦମ୍ଭୋକ୍ତି ଛାଡ଼ି ନଥିବା ବିଜେପି ଏବେ ୟୁ-ଟର୍ଣ୍ଣ ନେଇଛି। ଏମସିଡିରେ ବିଜେପି ଦୀର୍ଘ ୧୫ ବର୍ଷ ହେଲା ରାଜ କରୁଥିବା ବେଳେ ଏଥର ଆପ୍‌ ଦଳ ଠାରୁ କ୍ଷମତା ଛଡ଼ାଇ ଆଣିଛି। ଏମସିଡିର ୨୫୦ଟି ଆସନରୁ ଆପ୍‌ ୧୩୪ଟି ଜିତିଥିବା ବେଳେ ବିଜେପି ୧୦୪ ଆସନ ପାଇଛି। ଏଠାରେ ମେୟର ପଦ ଦଖଲ କରିବାକୁ ମ୍ୟାଜିକ […]

BJP

BJP

Hemant Lenka
  • Published: Friday, 09 December 2022
  • Updated: 09 December 2022, 04:53 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ମହାନଗର ନିଗମ(ଏମସିଡି) ନିର୍ବାଚନରେ ଆମ ଆଦମୀ ପାର୍ଟି(ଆପ) ଠାରୁ ପରାସ୍ତ ହେବା ପରେ ମଧ୍ୟ ଦମ୍ଭୋକ୍ତି ଛାଡ଼ି ନଥିବା ବିଜେପି ଏବେ ୟୁ-ଟର୍ଣ୍ଣ ନେଇଛି। ଏମସିଡିରେ ବିଜେପି ଦୀର୍ଘ ୧୫ ବର୍ଷ ହେଲା ରାଜ କରୁଥିବା ବେଳେ ଏଥର ଆପ୍‌ ଦଳ ଠାରୁ କ୍ଷମତା ଛଡ଼ାଇ ଆଣିଛି।

ଏମସିଡିର ୨୫୦ଟି ଆସନରୁ ଆପ୍‌ ୧୩୪ଟି ଜିତିଥିବା ବେଳେ ବିଜେପି ୧୦୪ ଆସନ ପାଇଛି। ଏଠାରେ ମେୟର ପଦ ଦଖଲ କରିବାକୁ ମ୍ୟାଜିକ ନମ୍ବର ହେଉଛି ୧୨୬। ବିଜେପି ଏହାଠାରୁ ଯଥେଷ୍ଟ ପଛରେ ଥିଲେ ମଧ୍ୟ ମେୟର ପଦ ନିଶ୍ଚିତ ଭାବେ ଦଖଲ କରିବ ବୋଲି ଦମ୍ଭୋକ୍ତି କରିଥିଲା।

ହେଲେ ଏବେ ବିଜେପି ନିଜ ଦମ୍ଭୋକ୍ତିରେ ୟୁ-ଟର୍ଣ୍ଣ ମାରିଛି। ଆପ୍‌ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ତେଣୁ ଆପ୍‌ରୁ କେହି ମେୟର ଭାବେ ନିର୍ବାଚିତ ହେବେ ବୋଲି ବିଜେପି କହିଛି।

ଦିଲ୍ଲୀ ବିଜେପି ମୁଖ୍ୟ ଆଦେଶ ଗୁପ୍ତା କହିଛନ୍ତି, “ଏମସିଡିରେ ବିଜେପି ଶକ୍ତିଶାଳୀ ବିରୋଧୀ ଭୂମିକାରେ ରହିବ। ଦଳ କୌଣସି ପ୍ରକାରର ଦୁର୍ନୀତିକୁ ପ୍ରଶୟ ଦେବନି। ଏମସିଡିରେ ବିଜେପି ୱାଚଡଗ ଭାବେ କାମ କରିବ। ଦିଲ୍ଲୀକୁ ପରିଷ୍କାର କରିବା ଓ ଏମସିଡି କେମିତି ଭଲ ଭାବେ କାମ କରିବ, ତା’ହା ହିଁ ଆମର ପ୍ରଥମ କାମ। ”

ପୂର୍ବରୁ ବିଜେପି କହିଥିଲା ଯେ ଆପ୍‌ ଏମସିଡି ନିର୍ବାଚନରେ ସଂଖ୍ୟାଗରିଷ୍ଠତା ପାଇଛିତ ସତ କିନ୍ତୁ ମେୟର ନିର୍ବାଚନ ଏବେ ବି ବାକି ରହିଛି। ଚଣ୍ଡିଗଡ଼ରେ ଆପ୍‌ ସର୍ବାଧିକ ଆସନ ଦଖଲ କରିଥିଲା। ହେଲେ ବିଜେପି ସେଠାରେ ମେୟର ପଦ ହାତେଇଥିଲା। ତେଣୁ ଦିଲ୍ଲୀରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହେବ ବୋଲି ଦଳ ପରୋକ୍ଷରେ କହିଥିଲା।

ଚଣ୍ଡିଗଡ଼ ପୌର ନିର୍ବାଚନରେ ଆପ୍‌ ୩୫ଟି ୱାର୍ଡରୁ ୧୪ଟି ସ୍ଥାନରେ ଜିତି ସର୍ବବୃହତ୍ତ ଦଳ ଭାବେ ଉଭା ହୋଇଥିଲା। କିନ୍ତୁ ମେୟର ପଦ ପାଇଁ ଦଳ ମ୍ୟାଜିକ ନମ୍ବର ହାସଲ କରିପାରି ନଥିଲେ। ଏହାର ଫାଇଦା ଉଠାଇ ବିଜେପି ଆଉ କିଛି ଦଳକୁ ହାତ କରି ମେୟର ପଦ ଦଖଲ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story