ରାଜଧାନୀରେ କରୋନା ବର୍ଷା  

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ବର୍ଷା। ରାଜଧାନୀ ଦିଲ୍ଲୀକୁ ଥରହର କରିଛି ଭାଇରସ। ଗତ ୨୪ଘଣ୍ଟା ମଧ୍ୟରେ ରାଜଧାନୀରେ ୪୦୯୯ଟି ନୂଆ ମାମଲା ରେକର୍ଡ଼ ହୋଇଛି। ପୂର୍ବ ଦିନ ତୁଳନାରେ ଏହା ପ୍ରାୟ ୨୮ ପ୍ରତିଶତ ଅଧିକ। ଏଥିସହ ମହାମାରୀ ଆରମ୍ଭରୁ ଏଠାରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୪,୫୮,୨୨୦କୁ ବୃଦ୍ଧି ପାଇଛି। ଏଠାରେ କରୋନା ପଜିଟିଭିଟି ହାର  ୬.୪୬ ପ୍ରତିଶତ ପହଞ୍ଚିଛି।  ଗତ ମେ’ ୧୮ ପରେ ଗୋଟିଏ ଦିନରେ ସର୍ବାଧିକ ପଜିଟିଭ କେସ୍‌ ଚିହ୍ନଟ ହୋଇଛି। ଗତ […]

covid19

covid19

Tapas Behera
  • Published: Monday, 03 January 2022
  • Updated: 03 January 2022, 06:43 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ବର୍ଷା। ରାଜଧାନୀ ଦିଲ୍ଲୀକୁ ଥରହର କରିଛି ଭାଇରସ। ଗତ ୨୪ଘଣ୍ଟା ମଧ୍ୟରେ ରାଜଧାନୀରେ ୪୦୯୯ଟି ନୂଆ ମାମଲା ରେକର୍ଡ଼ ହୋଇଛି। ପୂର୍ବ ଦିନ ତୁଳନାରେ ଏହା ପ୍ରାୟ ୨୮ ପ୍ରତିଶତ ଅଧିକ। ଏଥିସହ ମହାମାରୀ ଆରମ୍ଭରୁ ଏଠାରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୪,୫୮,୨୨୦କୁ ବୃଦ୍ଧି ପାଇଛି। ଏଠାରେ କରୋନା ପଜିଟିଭିଟି ହାର  ୬.୪୬ ପ୍ରତିଶତ ପହଞ୍ଚିଛି।  ଗତ ମେ’ ୧୮ ପରେ ଗୋଟିଏ ଦିନରେ ସର୍ବାଧିକ ପଜିଟିଭ କେସ୍‌ ଚିହ୍ନଟ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣରେ ଜଣେ ରୋଗୀର ମଧ୍ୟ ମୃତ୍ୟୁ ଘଟିଛି।

ଏଥିସହ ଦିଲ୍ଲୀରେ ୨୫,୧୧୦ ଜଣଙ୍କ ଜୀବନ ନେଲାଣି କୋଭିଡ୍। ସେହପରି କୋଭିଡକ୍ ରପରାସ୍ତ କରି  ୧୪,୨୨,୧୨୪ ଜଣ ସୁସ୍ଥ ହୋଇଛନ୍ତି।  ନୂତନ ମାମଲା ସହ ଦିନକରେ ଦିଲ୍ଲୀରେ ସଂକ୍ରମଣ ସଂଖ୍ୟା ୪୦୦୦ ଅତିକ୍ରମ କରିଛି। ଏହାର  ହାର 6.5%  ରହିଛି।

୭ ମାସରେ ଏହି ରେକର୍ଡ଼ ହେଉଛି ସର୍ବାଧିକ। ଗତ ମେ ୧୮ତାରିଖରେ ୪୪୮ଟି ମାମଲା ରେକର୍ଡ଼ ହୋଇଥିଲା। ବର୍ତ୍ତମାନ ରାଜଧାନୀରେ କୋଭିଡ୍ ଆକ୍ଟିଭ କେସ୍‌ ୧୦ ହଜାର ଅତିକ୍ରମ କରି ଏହି ସଂଖ୍ୟା ୧୦,୯୮୬ରେ ପହଞ୍ଚିଛି। ମେ ୩୧ରେ ଏହି ସଂଖ୍ୟା ୧୧.୦୪୦ ଥିଲା। ଏବେ ୬୨୮୮ ଜଣ ହୋମ କ୍ୱାରେଣ୍ଟାଇନରେ ଅଛନ୍ତି। ଆକ୍ଟିଭ କରୋନା ରୋଗୀଙ୍କ ହାର ୦.୭୫ ପ୍ରତିଶତ ରହିଛି । ତେବେ ମହାମାରୀରୁ ରିକଭରି ହାର ୯୭,୫୨ ରହିଛି। ୨୪ ଘଣ୍ଟାରେ ୧୫୦୯ ରୋଗୀ ଡିସଚାର୍ଜ ହୋଇଥିଲେ। ଏହି ସମୟରେ ସମୁଦାୟ ୬୩,୪୭୭ ଜଣଙ୍କର କୋଭିଡ୍ ପରୀକ୍ଷା ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story