ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ଭେଟିଲେ ରାହୁଲ, କେଜ୍ରିଓ୍ୱାଲ ଦେଲେ ଆର୍ଥିକ ସହାୟତା

ନୂଆଦିଲ୍ଲୀ: ଦିଲ୍ଲୀ ନାଙ୍ଗଲ ଗାଓଁର ଦୁଷ୍କର୍ମ ଏବଂ ହତ୍ୟାର ଶିକାର ହୋଇଥିବା ୯ ବର୍ଷର ନାବାଳିକାଙ୍କ ପରିବାରକୁ ଆର୍ଥିକା ସହାୟତା ଘୋଷଣା କରିଛନ୍ତି ଦିଲ୍ଲୀ ସରକାର। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ପୀଡ଼ିତାଙ୍କ ପରିବାରକୁ ଭେଟିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଏହି ଘୋଷଣା କରିଛନ୍ତି। ରବିବାର ନାବାଳିକାଟି ହତ୍ୟାର ଶିକାର ହୋଇଥିଲା। ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ପୀଡ଼ିତାଙ୍କ ପରିବାରକୁ ଭେଟିବା ପରେ କହିଛନ୍ତି, ‘ଆଜି ମୁଁ ଜଘନ୍ୟ ଅପରାଧର ଶିକାର ମୃତ […]

rahul

rahul

Subhransu Sekhar
  • Published: Wednesday, 04 August 2021
  • Updated: 04 August 2021, 03:05 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ନାଙ୍ଗଲ ଗାଓଁର ଦୁଷ୍କର୍ମ ଏବଂ ହତ୍ୟାର ଶିକାର ହୋଇଥିବା ୯ ବର୍ଷର ନାବାଳିକାଙ୍କ ପରିବାରକୁ ଆର୍ଥିକା ସହାୟତା ଘୋଷଣା କରିଛନ୍ତି ଦିଲ୍ଲୀ ସରକାର। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ପୀଡ଼ିତାଙ୍କ ପରିବାରକୁ ଭେଟିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଏହି ଘୋଷଣା କରିଛନ୍ତି। ରବିବାର ନାବାଳିକାଟି ହତ୍ୟାର ଶିକାର ହୋଇଥିଲା।

ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ପୀଡ଼ିତାଙ୍କ ପରିବାରକୁ ଭେଟିବା ପରେ କହିଛନ୍ତି, ‘ଆଜି ମୁଁ ଜଘନ୍ୟ ଅପରାଧର ଶିକାର ମୃତ ବାଳିକାର ପରିବାର ଲୋକଙ୍କୁ ଭେଟିଛି। ଛୋଟ ମୃତ୍ୟୁର ଯେଉଁ କ୍ଷତି ଘଟିଛି ତାର କ୍ଷତି ପୂରଣ କରି ହେବନି। କିନ୍ତୁ ଦିଲ୍ଲୀ ସରକାର ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏଥିସହ ମାଜ୍ରିଷ୍ଟ୍ରେଟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଦିଲ୍ଲୀ ସରକାର ମୃତକଙ୍କ ପରିବାରକୁ ଜଣେ ଭଲ ଓକିଲ ଯୋଗାଇ ଦେବେ। ଯେମିତି ଶୀଘ୍ର ନ୍ୟାୟ ମିଳିବ’।

ତେବେ ଅରରିନ୍ଦ କେଜ୍ରିଓ୍ୱାଲଙ୍କ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ମୃତକଙ୍କ ପରିବାର ଲୋକଙ୍କୁ ଭେଟିଥିଲେ। ଏହାପରେ ରାହୁଲ କହିଥିଲେ ନ୍ୟାୟ ନମିଳିବା ଯାଏ ଆମେ ପଛକୁ ହଟିବୁ ନାହିଁ। ଏହାପରେ ବିଜେପି ମୁଖପାତ୍ର ସମ୍ୱିତ ପାତ୍ର କହିଥିଲେ ଦୁଷ୍କର୍ମ ମାମଲାକୁ ନେଇ ରାଜନୀତି ହେବା ଠିକ୍ ନୁହେଁ। ଯଦି ଜଣେ ରାଜସ୍ଥାନ, ଛତିଶଗଡ଼ ଏବଂ ମହାରାଷ୍ଟ୍ରରେ ହେଉଥିବା ଦୁଷ୍କର୍ମ ମାମଲାରେ ନିରବ ରହୁଛି ଦିଲ୍ଲୀ ଏବଂ ଅନ୍ୟ ରାଜ୍ୟରେ କେବଳ ମୁହଁ ଖୋଲୁଛି ତାହେଲେ ଏହା ଅନ୍ୟାୟ।

ଦକ୍ଷିଣ ଦିଲ୍ଲୀ ଡିସିପି ଇଙ୍ଗିତ ପ୍ରତାପ ସିଂହ କହିଛନ୍ତି ମୃତ ନାବାଳିକା ଶବର ବ୍ୟବଚ୍ଛେଦ ହୋଇଛି। ହେଲେ ମୃତ୍ୟୁ କେମିତି ହୋଇଛି ଏହାର କାରଣ ଜଣାପଡ଼ିନାହିଁ। ଖୁବଶୀଘ୍ର ଶବକୁ ପରିବାର ଲୋକଙ୍କ ହସ୍ତାନ୍ତର କରାଯିବ। ଆଉ ଅନ୍ତିମ ସଂସ୍କାର ପ୍ରକ୍ରିୟା ହେବ। ଏହା ବ୍ୟତୀତ ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କ ଘରକୁ ଯାଇ ପ୍ରମାଣ ନେଇଛି। କେବଳ ଏତିକି ନୁହେଁ ଅଭିଯୁକ୍ତର ଶରୀରରୁ ପ୍ରମାଣ ମଧ୍ୟ ସଂଗ୍ରହ କରିଛି। ଅଭିଯୁକ୍ତକୁ ରିମାଣ୍ଡରେ ନେବାକୁ କୋର୍ଟରୁ ଦାବି କରାଯିବ ବୋଲି ସେ କହିଛନ୍ତି। ଏହି ମାମଲାରେ ମୋଟ୍ ୪ ଜଣ ଗିରଫ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story