ଦିଲ୍ଲୀ ମହାନଗର ନିର୍ବାଚନ: ୧୦୩  ଆସନରେ ବିଜେପି ଆଗୁଆ, ଆପ୍ ୯୦  

ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମର ନିର୍ବାଚନ (ଏମସିଡି) ପାଇଁ  ଭୋଟ୍‌ ଗଣନା ଆରମ୍ଭ ହୋଇଛି। ପ୍ରଥମେ ପୋଷ୍ଟାଲ୍‌ ବାଲଟ୍‌ ଭୋଟ ଗଣନା ଆରମ୍ଭ ହୋଇଥିଲା।  ପରେ ଇଭିଏମ୍‌ ଭୋଟ୍‌ ଗଣନା ଅରମ୍ଭ ହୋଇଛି। ଦିଲ୍ଲୀର ଶାସ୍ତ୍ରୀ ପାର୍କ, ଯମୁନା ବିହାର, ମୟୂର ବିହାର, ନନ୍ଦ ନଗରୀ, ଦ୍ୱାରକା, ଓଖ୍‌ଲା, ମଙ୍ଗୋଲ୍‌ପୁରୀ, ପୀତମ୍‌ପୁରା, ଅଲିପୁର ଏବଂ ମଡେଲ୍‌ ଟାଉନ୍‌ ଆଦି ଅଞ୍ଚଳରେ ଏହି ଗଣନା‌ କେନ୍ଦ୍ର ସବୁ ସ୍ଥାପନ କରାଯାଇଛି। ପ୍ରତି ଗଣନା କେନ୍ଦ୍ରରେ ତ୍ରିସ୍ତରୀୟ ନିରାପତ୍ତା ବ୍ୟବସ୍ଥା […]

app

app

Tapas Behera
  • Published: Wednesday, 07 December 2022
  • Updated: 07 December 2022, 10:47 AM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମର ନିର୍ବାଚନ (ଏମସିଡି) ପାଇଁ  ଭୋଟ୍‌ ଗଣନା ଆରମ୍ଭ ହୋଇଛି। ପ୍ରଥମେ ପୋଷ୍ଟାଲ୍‌ ବାଲଟ୍‌ ଭୋଟ ଗଣନା ଆରମ୍ଭ ହୋଇଥିଲା।  ପରେ ଇଭିଏମ୍‌ ଭୋଟ୍‌ ଗଣନା ଅରମ୍ଭ ହୋଇଛି। ଦିଲ୍ଲୀର ଶାସ୍ତ୍ରୀ ପାର୍କ, ଯମୁନା ବିହାର, ମୟୂର ବିହାର, ନନ୍ଦ ନଗରୀ, ଦ୍ୱାରକା, ଓଖ୍‌ଲା, ମଙ୍ଗୋଲ୍‌ପୁରୀ, ପୀତମ୍‌ପୁରା, ଅଲିପୁର ଏବଂ ମଡେଲ୍‌ ଟାଉନ୍‌ ଆଦି ଅଞ୍ଚଳରେ ଏହି ଗଣନା‌ କେନ୍ଦ୍ର ସବୁ ସ୍ଥାପନ କରାଯାଇଛି। ପ୍ରତି ଗଣନା କେନ୍ଦ୍ରରେ ତ୍ରିସ୍ତରୀୟ ନିରାପତ୍ତା ବ୍ୟବସ୍ଥା କରାଯାଇଛି। ତେବେ ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଅନୁସାରେ, ସମ୍ପ୍ରତି  ଭାରତୀୟ ଜନତା ପାର୍ଟି(ବିଜେପି) ୧୦୩ଟି ୱାର୍ଡରେ ଅଗ୍ରଣୀ ଥିବା ବେଳେ ଆମ୍ ଆଦମୀ ପାର୍ଟି (ଆପ୍) ୯୦ ୱାର୍ଡରେ ଆଗୁଆ ରହିଛି।

ସେହିପରି କଂଗ୍ରେସ  ୧୦ଟି ୱାର୍ଡରେ ଆଗୁଆ ରହିଛି। ଦିଲ୍ଲୀ ମହାନଗର ନିଗମ ପାଇଁ  ୨୫୦ଟି ଆସନରୁ ବିଜୟ ପାଇଁ ୧୨୬ ସଂଖ୍ୟା ଆବଶ୍ୟକ।  ଚଳିତ ବର୍ଷ ଏମସିଡି ପୁର୍ନଗଠନ ହେବା ପରେ  ଏହା ହେଉଛି  ପ୍ରଥମ ନିର୍ବାଚନ ଥିଲା।  ୨୦୦୭ରୁ ବିଜେପି ଲଗାତାର ଏମସିଡିକୁ ନିଜ କବ୍ଜାଆ ରଖି ଆସିଛି। ତେବେ ଏକଜିଟ୍‌ ପୋଲ ଅନୁଯାୟୀ,  ଆମ୍ ଆଦମୀ ପାର୍ଟି ଦିଲ୍ଲୀ ମହାନଗର ନିଗମରେ ଏକ ବଡ ବିଜୟ ହାସଲ କରିବ ବୋଲି କୁହାଯାଉ ଥିଲା। ଡିସେମ୍ବର ୪ ରେ ହୋଇଥିବା ନିର୍ବାଚନରେ ୫୦.୪୮ ପ୍ରତିଶତ ମତଦାଦ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story