ଦିଲ୍ଲୀ ଏମସିଡି ନିର୍ବାଚନ: ଆପ୍‌ର ପଲା ଭାରି, ଉତ୍ସବ ମନାଇଲେଣି କର୍ମୀ

ନୂଆଦିଲ୍ଲୀ: ଦିଲ୍ଲୀ ଏମସିଡି ନିର୍ବାଚନରେ ଗଣତି ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଆପ୍‌ର ପଲା ଭାରି ରହିଛି। ଦିଲ୍ଲୀ ମହାନଗର ନିଗମ ପାଇଁ ସମୁଦାୟ ୨୫୦ ଓ୍ୱାର୍ଡ ପାଇଁ ହୋଇଥିବା ନିର୍ବାଚନର ଭୋଟ ଗଣତି ଜାରି ରହିଛି ।  ବିଜେପି ଓ ଆମ ଆଦମୀ ପାର୍ଟି ଭିତରେ କଡା ଟକ୍କର ହେଉଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଆଗରେ ରହିଥିବା ବେଳେ ବର୍ତ୍ତମାନ ଆପ ଅଗୁଆ ହୋଇଛି। ବର୍ତ୍ତମାନ ସୁଦ୍ଧା ଫଳାଫଳ ଅନୁଯାୟୀ  ଆପ ୧୦୬ଟି ଆସନ […]

Arvind Kejriwal

Arvind Kejriwal

Tapas Behera
  • Published: Wednesday, 07 December 2022
  • Updated: 07 December 2022, 01:40 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଏମସିଡି ନିର୍ବାଚନରେ ଗଣତି ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଆପ୍‌ର ପଲା ଭାରି ରହିଛି। ଦିଲ୍ଲୀ ମହାନଗର ନିଗମ ପାଇଁ ସମୁଦାୟ ୨୫୦ ଓ୍ୱାର୍ଡ ପାଇଁ ହୋଇଥିବା ନିର୍ବାଚନର ଭୋଟ ଗଣତି ଜାରି ରହିଛି ।  ବିଜେପି ଓ ଆମ ଆଦମୀ ପାର୍ଟି ଭିତରେ କଡା ଟକ୍କର ହେଉଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଆଗରେ ରହିଥିବା ବେଳେ ବର୍ତ୍ତମାନ ଆପ ଅଗୁଆ ହୋଇଛି। ବର୍ତ୍ତମାନ ସୁଦ୍ଧା ଫଳାଫଳ ଅନୁଯାୟୀ  ଆପ ୧୦୬ଟି ଆସନ ଜିତିଥିବା ବେଳେ ବିଜେପି ୮୪ଟି ସିଟ୍‌ ଦଖଲ କରିଥିବା ସ୍ପଷ୍ଟ ହୋଇଛି। ତେବେ ଆପ୍‌ ୧୩୩ଟି ଆସନରେ ଅଗ୍ରଣୀ ଥିବା ବ‌େଳେ ବିଜେପି ୧୦୪ ଆସନରେ ଅଗ୍ରଣୀ ରହିଛି। ସେହିପରି, କଂଗ୍ରେସ ୯ଟି ଓ ଅନ୍ୟାନ୍ୟ ଦଳ ୪ଟି ଆସନରେ ଅଗ୍ରଣୀ ରହିଛନ୍ତି।

ରାଜ୍ୟ ନିର୍ବାଚନ କମିଶନଙ୍କ ଅନୁଯାୟୀ,  ଆପ୍‌ର ସୁଲତାନା ଆବାଦ୍ ଜାମା ମସଜିଦ୍ ୱାର୍ଡ ଜିତିଥିବାବେଳେ ଦଳର ସାରିକା ଚୌଧୁରୀ ଦରିଆଗଞ୍ଜ ଆସନରେ ୨୪୪ ଭୋଟ ବ୍ୟବଧାନରେ କଂଗ୍ରେସର ଫରହଦ ସୁରିଙ୍କୁ ପରାସ୍ତ କରିଛନ୍ତି। ଲକ୍ଷ୍ମୀ ନଗରରେ ବିଜେପିର ଅଳକା ରାଘବ ୩୮୧୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବାବେଳେ ରୋହିଣୀ ଡି. ଆସନରେଆ ଦଳର ପ୍ରାର୍ଥୀ ସ୍ମିତା ମଧ୍ୟ ବିଜୟ ହାସଲ କରିଛନ୍ତି।

୪୨ ଟି କେନ୍ଦ୍ରରେ କଡା ସୁରକ୍ଷାରେ ଭୋଟ ଗଣତି ତାଲିଛି। ସେପଟେ ହଜିଯାଇଥିବା ଫର୍ମକୁ ଫେରିବା ପାଇଁ କଂଗ୍ରେସ ସଂଘର୍ଷ କରୁଥିବା ବେଳେ ଏଠାରେ ଏମସିଡି କ୍ଷମତାରେ ଥିବା ବିଜେପି ସହ ଆପ୍‌ ମଧ୍ୟରେ କଡ଼ା ଟକ୍କର ହେଉଛି। ଉଭୟ ବିଜୟୀ ହେବେ ବୋଲି ଅଶା ରଖିଛନ୍ତି। ଗତ ଡିସେମ୍ବର ୪ରିଖରେ ଭୋଟ୍‌ ହୋଇଥିଲା।  ଯେଉଁଥିରେ ୧୩୪୯ ପ୍ରାର୍ଥୀଙ୍କ ଭାଗ୍ୟ ବାଲଟ ବକ୍କରେ ସିଲ ହୋଇଥିଲା। ଦିଲ୍ଲୀ ମହାନଗର ନିଗମ ପାଇଁ  ୨୫୦ଟି ଆସନରୁ ବିଜୟ ପାଇଁ ୧୨୬ ସଂଖ୍ୟା ଆବଶ୍ୟକ।

ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଦିଲ୍ଲୀରେ ପହଞ୍ଚି ଗଣମାଧ୍ୟମକୁ  କହିଛନ୍ତି, ଆପ୍‌ ଦିଲ୍ଲୀରେ ଦୀର୍ଘ ୧୫ ବର୍ଷର କଂଗ୍ରେସ ଶାସନର ବିଲୋପ କରିଥିଲା । ଏଥର ଦିଲ୍ଲୀ ନଗର ନିଗମରେ ବିଜେପିର ଦୀର୍ଘ ୧୫ ବ‌ର୍ଷର ଶାସନର ମୂଳୋତ୍ପାଟନ କରିବ। ମିଳିଥିବା ସୂଚନା ଅନୁଯାୟୀ, ଆପ୍ ବିଜୟାଭିମୁଖୀ ହେଉଥିବା ବେଳେ ଦଳୀୟ କର୍ମୀ ମାନେ ମୁଖ୍ୟାଳୟରେ ବିଜୟ ଉତ୍ସବ ଆରମ୍ଭ କରିଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story