ସୋମବାର ପୂର୍ବରୁ ଦିଲ୍ଲୀ ପରିସ୍ଥିତି ସୁଧୁରିବାର ନାହିଁ

ନୂଆଦିଲ୍ଲୀ: ଦୀପାବଳିର ଦୁଇ ଦିନ ପରେ ଦିଲ୍ଲୀର ଏୟାର କ୍ୱାଲିଟି ବିପଜ୍ଜନକ ଅବସ୍ଥାରେ ପହଞ୍ଚିଛି। ପଡୋଶୀ ରାଜ୍ୟରେ ମାତ୍ରାଧିକ ବାଣ ଫୁଟିବା ଏବଂ କ୍ଷେତରେ ଗଦା ଗଡ଼ା ନଡ଼ା ଜାଳିବା ଯୋଗୁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରିଛି। ତେବେ ଆଗାମୀ ସୋମବାର ପୂର୍ବରୁ ଦିଲ୍ଲୀବାସିଙ୍କୁ ନିସ୍ତାର ମିଳିବାର ନାହିଁ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି।  ସେପଟେ ଅମଳ ପରବର୍ତ୍ତୀ ପଞ୍ଜାବ ଓ ହରିୟାଣାରେ କ୍ଷେତରେ ନଡ଼ା ଜଳାଯାଉଥିବା ବେଳେ ଏହି ପରିସ୍ଥିତି  ଆସନ୍ତା […]

DELHI WINTER

DELHI WINTER

Tapas Behera
  • Published: Saturday, 06 November 2021
  • Updated: 06 November 2021, 03:50 PM IST

Sports

Latest News

ନୂଆଦିଲ୍ଲୀ: ଦୀପାବଳିର ଦୁଇ ଦିନ ପରେ ଦିଲ୍ଲୀର ଏୟାର କ୍ୱାଲିଟି ବିପଜ୍ଜନକ ଅବସ୍ଥାରେ ପହଞ୍ଚିଛି। ପଡୋଶୀ ରାଜ୍ୟରେ ମାତ୍ରାଧିକ ବାଣ ଫୁଟିବା ଏବଂ କ୍ଷେତରେ ଗଦା ଗଡ଼ା ନଡ଼ା ଜାଳିବା ଯୋଗୁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରିଛି। ତେବେ ଆଗାମୀ ସୋମବାର ପୂର୍ବରୁ ଦିଲ୍ଲୀବାସିଙ୍କୁ ନିସ୍ତାର ମିଳିବାର ନାହିଁ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି।  ସେପଟେ ଅମଳ ପରବର୍ତ୍ତୀ ପଞ୍ଜାବ ଓ ହରିୟାଣାରେ କ୍ଷେତରେ ନଡ଼ା ଜଳାଯାଉଥିବା ବେଳେ ଏହି ପରିସ୍ଥିତି  ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଜାରି ରହିପାରେ।

ନ୍ୟାସନାଲ ଏରୋନେଟିକ୍ସ ଏବଂ ସ୍ପେସ୍ ଆଡମିନିଷ୍ଟ୍ରେସନ (ନାସା)ର ଉପଗ୍ରହ ତଥ୍ୟ ଅନୁଯାୟୀ, କେବଳ ପଞ୍ଜାବରେ ୩୫୦୦ରୁ ଅଧିକ ନଡ଼ା ଗଦା ଜଳାଯାଇଥିବା ଫଟୋ ଉତ୍ତୋଳନ ହୋଇଛି।  ପଞ୍ଜାବ ଏବଂ ହରିୟାଣାରେ ଏବେ ଅମଳ ସମୟ ଚାଲିଛି । ତେଣୁ ନିକଟଅତୀତରେ ପରିସ୍ଥିତି ସୁଧାରିବାର ଆଶା କ୍ଷୀଣ। ଫଳରେ ପାଣିପାଗ ପୁଣି ଥରେ ଅନୁକୂଳ ହେବା ବେଳକୁ ସମୟ ଲାଗିପାରେ।

ଅଧିକାଂଶ ସ୍ଥାନରେ ଦିଲ୍ଲୀ ବାୟୁ  ଅତି ଗୁରୁତର ବର୍ଗ (ସିଭିଅର)ରେ ଅଛି। ଶନିବାର ସକାଳେ ଆନନ୍ଦ ବିହାର ଏବଂ ଫରିଦାବାଦର  ଏୟାର କ୍ୱାଲିଟି ୬୦୦ରୁ ଅଧିକ ରେକର୍ଡ଼ କରାଯାଇଛି।ଇଣ୍ଡିଆ ଗେଟ୍, ମାଣ୍ଡିର ମାର୍ଗ, ଶ୍ରୀନିବାସପୁରୀ ସମେତ ଅଧିକାଂଶ ସ୍ଥାନରେ ଏପର୍ଯ୍ୟନ୍ତ ଏୟାରକ୍ୱାଲିଲିଟି ୪୦୦ ମାର୍କରେ ରହିଛି। ବାୟୁ ଗୁଣବତ୍ତା ପୂର୍ବାନୁମାନ କରୁଥିବା ଏଜେନ୍ସି SAFAR କହିବା  ପ୍ରଦତ୍ତ ତଥ୍ୟ ଅନୁଯାୟୀ,  ଶନିବାର ସକାଳେ ଦିଲ୍ଲୀ ପାଇଁ ସାମଗ୍ରିକ ଏୟାର କ୍ୱାଲିଟି  ୪୫୬ ରେକର୍ଡ଼ କରାଯାଇଥିଲା।   ଯାହା ସିଭିଅର କେଟାଗୋରୀକୁ ଅତିକ୍ରମ କରୁଛି।  ପବନର ବେଗ ବଢ଼ିଲେ ପରିସ୍ଥିତିରେ ସୁଧାର ଆସିବାର ସମ୍ଭାବନା ରହିଛି। କିନ୍ତୁ ପବନ ଉତ୍ତର-ପଶ୍ଚିମ ଦିଗରୁ ଆସୁଛି।  ଯାହା ଦିଲ୍ଲୀ ପାଇଁ ଅଡ଼ୁଆ ସୃଷ୍ଟି କରୁଛି ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story