ଡେଲ୍ଟା ପ୍ଲସ ଭାରିଏଣ୍ଟ- ଦେଶରେ ଚିହ୍ନଟ ହେଲା ଆଉ ୪ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ଦିନେ କମିଲେ ଦିନେ ବଢ଼ୁଛି । ଆଜି ପୁଣି ଉପର ମୁହାଁ ହୋଇଛି କରୋନ ସଂକ୍ରମିତଙ୍କ ସଂଖ୍ୟା। ତେବେ କରୋନାର ନୂଆ ରୂପ ଡେଲ୍ଟା ପ୍ଲସ ଭାରିଏଣ୍ଟ ଡାକ୍ତର ଓ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଦେଶରେ ଆଉ ୪ଟି ଡେଲ୍ଟା ପ୍ଲସ ଭାରିଏଣ୍ଟର ନୂଆ ମାମଲା ଚିହ୍ନଟ ହୋଇଛି। ଏହାକୁ ମିଶାଇ ଦେଶରେ ଏହି ଡେଲ୍ଟା ପ୍ଲସ ଭାରିଏଣ୍ଟ ମାମଲା ସଂଖ୍ୟା ୫୦ରୁ ଅଧିକରେ ପହଞ୍ଚିଛି। ପଞ୍ଜାବର ରାଜଧାନୀ ଚଣ୍ଡିଗଡରୁ […]

Delta plus virus

Delta plus virus

Madhupriya Mistry
  • Published: Sunday, 27 June 2021
  • Updated: 27 June 2021, 02:13 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ଦିନେ କମିଲେ ଦିନେ ବଢ଼ୁଛି । ଆଜି ପୁଣି ଉପର ମୁହାଁ ହୋଇଛି କରୋନ ସଂକ୍ରମିତଙ୍କ ସଂଖ୍ୟା। ତେବେ କରୋନାର ନୂଆ ରୂପ ଡେଲ୍ଟା ପ୍ଲସ ଭାରିଏଣ୍ଟ ଡାକ୍ତର ଓ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଦେଶରେ ଆଉ ୪ଟି ଡେଲ୍ଟା ପ୍ଲସ ଭାରିଏଣ୍ଟର ନୂଆ ମାମଲା ଚିହ୍ନଟ ହୋଇଛି। ଏହାକୁ ମିଶାଇ ଦେଶରେ ଏହି ଡେଲ୍ଟା ପ୍ଲସ ଭାରିଏଣ୍ଟ ମାମଲା ସଂଖ୍ୟା ୫୦ରୁ ଅଧିକରେ ପହଞ୍ଚିଛି।

ପଞ୍ଜାବର ରାଜଧାନୀ ଚଣ୍ଡିଗଡରୁ ଡେଲ୍ଟା ପ୍ଲସ ଭାରିଏଣ୍ଟର ପ୍ରଥମ ମାମଲା ସାମ୍ନାକୁ ଆସିଛି। ଏହାସହ ପଞ୍ଜାବରୁ ୨ଟି ଏବଂ ହରିୟାଣାରୁ ଗୋଟିଏ ନୂଆ ମାମଲା ଚିହ୍ନଟ ହୋଇଛି। ଏହାକୁ ନେଇ ସେଠାକାର ସରକାରଙ୍କ ଚିନ୍ତା ବଢ଼ିଛି।

ଅନ୍ୟପଟେ ଏହା ପୂର୍ବରୁ ଗୁଜରାଟରେ ଡେଲ୍ଟା ଭାରିଏଣ୍ଟର ମଧ୍ୟ ପୃଷ୍ଟି ହୋଇଛି। ସେଠାକାର ଭଦୋଦରା ଏବଂ ସୁରଟରୁ ଦୁଇଟି କେସ୍ ସାମ୍ନାକୁ ଆସିଛି। ଜଣେ ପୁରୁଷ ଓ ଜଣେ ମହିଳା ଏହି ଡେଲ୍ଟା ଭାରିଏଣ୍ଟରେ ଆକ୍ରାନ୍ତ ହୋଇଛନ୍ତି। ଏହି ମାମଲା ସାମ୍ନାକୁ ଆସିବା ପରେ ଗୁଜରାଟ ସରକାର ଅଲର୍ଟ ହୋଇଯାଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟରେ ସର୍ଭେଲାନ୍ସ ଆରମ୍ଭ ହୋଇଛି।

ସୁଚନା ମୁତାବକ ପଞ୍ଜାବରେ ଗତ ୨୪ ଘଣ୍ଟାରେ ୩୦୮ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଗୁଜରାଟରେ ମଧ୍ୟ ଗତ ୨୪ ଘଣ୍ଟାରେ କରୋନାର ୧୨୩ଟି ନୂଆ ମାମଲା ସାମ୍ନାକୁ ଆସିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story