ଭାରତରେ ୨ୟ ୱେଭ ପାଇଁ ଏହି ଭାରିଏଣ୍ଟ ଦାୟୀ, ବ୍ରିଟେନରେ ମଧ୍ୟ ସ୍ଥିତି ସାଂଘାତିକ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ଦ୍ୱିତୀୟ ୱେଭ ଭାରତରେ ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ଭାରତରେ ପ୍ରଥମଥର ଠାବ ହୋଇଥିବା କରୋନା ଭାଇରସର ନୂଆ ଭାରିଏଣ୍ଟ ଡେଲଟା ବା B.1.617.2 ଯୋଗୁ ସଂକ୍ରମଣ ବଢ଼ିଛି। ଡେଲଟା ଭାରିଏଣ୍ଟ ଯୋଗୁ ଭାରତରେ ସଂକ୍ରମଣ ଦ୍ରୁତଗତିରେ ବଢ଼ିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ସେହିପରି ବ୍ରିଟେନରେ ମଧ୍ୟ ଏହି ଡେଲଟା ଭାଇରସ ସାଂଘତିକି ସ୍ଥିତି ସୃଷ୍ଟି କରିଛି। ସଂକ୍ରମଣ ବଢ଼ିବା ସହ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଜଣାପଡ଼ିଛି। […]

Corona

Corona

Hemant Lenka
  • Published: Friday, 04 June 2021
  • Updated: 04 June 2021, 04:38 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ଦ୍ୱିତୀୟ ୱେଭ ଭାରତରେ ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ଭାରତରେ ପ୍ରଥମଥର ଠାବ ହୋଇଥିବା କରୋନା ଭାଇରସର ନୂଆ ଭାରିଏଣ୍ଟ ଡେଲଟା ବା B.1.617.2 ଯୋଗୁ ସଂକ୍ରମଣ ବଢ଼ିଛି। ଡେଲଟା ଭାରିଏଣ୍ଟ ଯୋଗୁ ଭାରତରେ ସଂକ୍ରମଣ ଦ୍ରୁତଗତିରେ ବଢ଼ିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସେହିପରି ବ୍ରିଟେନରେ ମଧ୍ୟ ଏହି ଡେଲଟା ଭାଇରସ ସାଂଘତିକି ସ୍ଥିତି ସୃଷ୍ଟି କରିଛି। ସଂକ୍ରମଣ ବଢ଼ିବା ସହ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଜଣାପଡ଼ିଛି।

ବିଶେଷଜ୍ଞମାନେ କରିଥିବା ଗବେଷଣା ଅନୁଯାୟୀ, କରୋନାର ଡେଲଟା ଭାରିଏଣ୍ଟ ପାଇଁ ଭାରତରେ ସଂକ୍ରମଣ ବଢ଼ିଛି। କାରଣ ଏହି ଡେଲଟା ଭାରିଏଣ୍ଟ ଆଫଲା ଷ୍ଟ୍ରେନ ଠାରୁ ଅଧିକ ୫୦% ବେଗରେ ସଂକ୍ରମିତ କରିବାରେ କ୍ଷମତା ରଖିଛି। ଭାରତରେ ପ୍ରଥମଥର ପାଇଁ ଡେଲଟା ଭାରିଏଣ୍ଟ ଠାବ ହୋଇଥିଲା। ଏହି ଭାରିଏଣ୍ଟ ଦ୍ୱାରା ହିଁ ଲୋକମାନେ ସଂକ୍ରମିତ ହେବାରେ ଲାଗିଛନ୍ତି। ଜେନୋମ ସିକ୍ୱେନ୍ସିଂ ଜରିଆରେ ଗବେଷକମାନେ ଏହି ନିର୍ଯାସରେ ପହଞ୍ଚିଛନ୍ତି।

ସୋମବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଭିନ୍ନ ଦେଶରେ ଠାବ ହେଉଥିବା କରୋନାର ନୂଆ ରୂପକୁ ସଂପୃକ୍ତ ଦେଶର ନାଁ ବଦଳରେ ବିଭିନ୍ନ ଗ୍ରୀକ ଆଲଫାବେଟ୍‌ ଅନୁଯାୟୀ ନାମକରଣ କରିଥିଲା। ଏହିକ୍ରମରେ ଭାରତରେ ଠାବ ହୋଇଥିବା କରୋନାର ନୂଆ ଷ୍ଟ୍ରେନର ନାଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡେଲଟା ନାଁରେ ନାମିତ କରିଥିଲା

ବ୍ରିଟେନ କଥା ଆମେ ଯଦି ବିଚାରକୁ ନେବା, ତା’ହେଲେ ସେଠାରେ ଡେଲଟା ଭାରିଏଣ୍ଟରେ ଲୋକମାନେ ଅଧିକରୁ ଅଧିକ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ଏହି ଭାରିଏଣ୍ଟରେ ଆକ୍ରାନ୍ତ ହେଉଥିବା ଲୋକଙ୍କୁ ହସ୍ପିଟାଲ ଚିକିତ୍ସାର ଆବଶ୍ୟକ ପଡ଼ୁଛି। ବ୍ରିଟେନର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି, ଏବେ ସ୍ଥିତି ଯାହା ଲାଗୁଛି ଆଲଫା ଭାରିଏଣ୍ଟକୁ ଡେଲଟା ଅତିକ୍ରମ କରି ସାରିଲାଣି।

ସାରା ଦେଶରେ ଏହାର ଦବଦବା ଦେଖିବାକୁ ମିଳୁଛି। ଆଲଫା ଭାରିଏଣ୍ଟ ଇଂଲଣ୍ଡର କେଣ୍ଟରେ ଠାବ ହୋଇଥିବା ବେଳେ ଡେଲଟା ଭାରିଏଣ୍ଟ ଭାରତରେ ଠାବ ହୋଇଥିଲା। ଆଲଫା ଭାରିଏଣ୍ଟ ଅପେକ୍ଷା ଡେଲଟା ଭାରିଏଣ୍ଟରେ ସଂକ୍ରମିତ ହେଉଥିବା ଲୋକଙ୍କୁ ଅଧିକ ହସ୍ପିଟାଲ ଚିକିତ୍ସାର ଆବଶ୍ୟକ ପଡ଼ୁଛି।

ତଥାପି ଏହା ଉପରେ ଅଧିକ ଗବେଷଣା ଜରୁରୀ। ଚଳିତ ସପ୍ତାହରେ ଡେଲଟା ଭାରିଏଣ୍ଟରେ ଆକ୍ରାନ୍ତ ୨୭୮ ଜଣଙ୍କୁ ଜରୁରୀକାଳୀନ ସ୍ଥିତିରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ ସପ୍ତାହରେ ଏହି ସଂଖ୍ୟା ୨୦୧ ଥିଲା। ଏମାନଙ୍କ ମଧ୍ୟରୁ ଅଧିକାଂଶ ଆକ୍ରାନ୍ତ ଟିକା ନେଇ ନଥିଲେ। ଜୁନ୍‌ ୨୧ରେ ବ୍ରିଟେନରେ ଲାଗୁ ଲକଡାଉନ ଶେଷ ହେବ। ତେଣୁ ଏହାପରେ ସମସ୍ତେ ସତର୍କ ରହିବା ଦରକାର ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story