ଶଶୀ ଥରୁରଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ବାଚସ୍ପତିଙ୍କୁ ଚିଠି

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶୀ ଥରୁରଙ୍କୁ ଅଯୋଗ୍ୟ ଘୋଷଣା କରିବା ଦାବି। ଅଯୋଗ୍ୟ ଘୋଷଣା କରିବା ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି ବିଜେପି ସାଂସଦ ନୀଶିକାନ୍ତ ଦୁବେ। ଶଶୀ ଥରୁର କୋଭିଡର B.1.617କୁ ଷ୍ଟ୍ରେନକୁ ‘ଇଣ୍ଡିଆନ୍ ଭେରିଆଣ୍ଟ’ କହି ଦେଶକୁ ଅପମାନ କରିଛନ୍ତି। ତେଣୁ ତାଙ୍କ ସାଂସଦ ପଦକୁ ଅଯୋଗ୍ୟ ଘୋଷଣା କରିବା ଦରକାର ବୋଲି ବିଜେପି ସାଂସଦ ବାଚସ୍ପତିଙ୍କୁ ଚିଠି ଲେଖି ଦାବି କରିଛନ୍ତି। ବିଜେପି ସାଂସଦ ଲେଖିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ B.1.617କୁ ଷ୍ଟ୍ରେନକୁ […]

sashi-tharoor

sashi-tharoor

Subhransu Sekhar
  • Published: Tuesday, 25 May 2021
  • Updated: 25 May 2021, 02:22 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶୀ ଥରୁରଙ୍କୁ ଅଯୋଗ୍ୟ ଘୋଷଣା କରିବା ଦାବି। ଅଯୋଗ୍ୟ ଘୋଷଣା କରିବା ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି ବିଜେପି ସାଂସଦ ନୀଶିକାନ୍ତ ଦୁବେ। ଶଶୀ ଥରୁର କୋଭିଡର B.1.617କୁ ଷ୍ଟ୍ରେନକୁ ‘ଇଣ୍ଡିଆନ୍ ଭେରିଆଣ୍ଟ’ କହି ଦେଶକୁ ଅପମାନ କରିଛନ୍ତି। ତେଣୁ ତାଙ୍କ ସାଂସଦ ପଦକୁ ଅଯୋଗ୍ୟ ଘୋଷଣା କରିବା ଦରକାର ବୋଲି ବିଜେପି ସାଂସଦ ବାଚସ୍ପତିଙ୍କୁ ଚିଠି ଲେଖି ଦାବି କରିଛନ୍ତି।

ବିଜେପି ସାଂସଦ ଲେଖିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ B.1.617କୁ ଷ୍ଟ୍ରେନକୁ ଇଣ୍ଡିଆନ୍ ଷ୍ଟ୍ରେନ ବୋଲ ନକହିବାକୁ କହିଛି। ଏହାପରେ ବି କଂଗ୍ରେସ ସାଂସଦ ଏଭଳି କହିଛନ୍ତି। ଆଇଟି ପେନାଲର ମୁଖ୍ୟ ଥିବା ଏହି ସାଂସଦଙ୍କ ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ ଚିଠିରେ ଲେଖିଛନ୍ତି। ଭାରତ ସରକାର ମଧ୍ୟ ସମସ୍ତ ସୋଶାଲ ମିଡିଆ କମ୍ପାନୀଙ୍କୁ ଚିଠି ଲେଖି ଇଣ୍ଡିଆନ୍ ଭେରିଆଣ୍ଟ ଶବ୍ଦ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଜଣେ ସାଂସଦ ଏଭଳି ଶବ୍ଦ ବ୍ୟବହାର କରି ଭାରତକୁ ନିନ୍ଦିତ କରିଛନ୍ତି। ସାଂସଦଙ୍କ ଏଭଳି ମତ କୂଟନୀତିକ ସମ୍ପର୍କକୁ ମଧ୍ୟ ପ୍ରଭାବିତ କରିପାରେ। ଶଶୀ ଥରୁର ଜଣେ ସାଂସଦ ହିସାବରେ ଦେଶ ଅପେକ୍ଷା ନିଜ ଦଳର ରାଜନୀତିକ ଏଜେଣ୍ଡାକୁ ଅଧିକ ଗୁରୁତ୍ୱ ଦିଅନ୍ତି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ଶୁକ୍ରବାର ଭର୍ଚୁଆଲ ମୋଡରେ ବୈଠକ କରୁଥିବା ବେଳେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସରକାରକୁ ଟାର୍ଗେଟ କରିବାକୁ ଯାଇ କହିଥିଲେ ‘ଇଣ୍ଡିଆନ୍ ଭେରିଆଣ୍ଟ’ ଚାରିଆଡେ ବ୍ୟାପିଯାଇଛି। ବ୍ରିଟେନ ପ୍ରଧାନମନ୍ତ୍ରୀ ‘ଇଣ୍ଡିଆନ୍ ଭେରିଆଣ୍ଟ’କୁ ଡରୁଛନ୍ତି। ସେହିପରି ମୋଦିଙ୍କୁ ଟାର୍ଗେଟ କରିବାକୁ ଯାଇ କମଲନାଥ କହିଥିଲେ ମେରା ଭାରତ ମହାନ କହିବା ବଦଳରେ ମୋ ଭାରତକୁ କୋଭିଡ ହୋଇଯାଇଛି ବୋଲି କହିବା ଦରକାର। ସରକାର କୋଭିଡର ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି ବୋଲି ମଧ୍ୟ କହିଥିଲେ। ସେହିପରି ଭାରତ ଏବେ ବ୍ଲାକ ଫଙ୍ଗସର ରାଜଧାନୀ ପାଲଟିଛି ବୋଲି କମଲନାଥ କହିଥିଲେ।

ଏହାପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କମଲ ନାଥ ଏବଂ କଂଗ୍ରେସ ପାର୍ଟି ଉପରେ ବର୍ଷିଥିଲେ। ସେ କହିଥିଲେ ଯେ ଲୋକମାନେ ନିଜର ରାଜନୀତିକ ଫାଇଦା ପାଇଁ ଦେଶର ନାଁକୁ ବଦନାମ କରିବାକୁ ଓହ୍ଲାଇ ଆସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story