ନିଟ୍‌-ପିଜି ପରୀକ୍ଷା ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟରେ ପହଞ୍ଚିଲେ ଡାକ୍ତର

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ନିଟ୍‌ ପୋଷ୍ଟ ଗ୍ରାଜ୍ୟୁଏଟ(ନିଟ୍‌ ପିଜି) ମେଡିକାଲ ପ୍ରବେଶିକା ପରୀକ୍ଷା ସ୍ଥଗିତ ରଖିବାକୁ ଦାବି ଜୋର ଦରିଛି। ପରୀକ୍ଷା ସ୍ଥଗିତ ରଖିବା ପାଇଁ ଆଜି କିଛି ଡାକ୍ତର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଏପ୍ରିଲ ୧୮ରେ ନିଟ୍‌ ପରୀକ୍ଷା ହେବାକୁ ଦିନ ଧାର୍ଯ୍ୟ କରାଯାଇଛି। ୧.୭ ଲକ୍ଷ ଏମବିବିଏସ୍‌ ଛାତ୍ର ଓ ଡାକ୍ତର ପରୀକ୍ଷା ପାଇଁ ପଞ୍ଜୀକରଣ କରିଛନ୍ତି। ତେବେ କରୋନା ସଂକ୍ରମଣ ବ୍ୟାପୁଥିବାରୁ ଏହା ଉପରେ ରୋକ ଲଗାଇବାକୁ […]

neet

neet

Hemant Lenka
  • Published: Thursday, 15 April 2021
  • Updated: 15 April 2021, 07:03 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ନିଟ୍‌ ପୋଷ୍ଟ ଗ୍ରାଜ୍ୟୁଏଟ(ନିଟ୍‌ ପିଜି) ମେଡିକାଲ ପ୍ରବେଶିକା ପରୀକ୍ଷା ସ୍ଥଗିତ ରଖିବାକୁ ଦାବି ଜୋର ଦରିଛି। ପରୀକ୍ଷା ସ୍ଥଗିତ ରଖିବା ପାଇଁ ଆଜି କିଛି ଡାକ୍ତର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି।

ଏପ୍ରିଲ ୧୮ରେ ନିଟ୍‌ ପରୀକ୍ଷା ହେବାକୁ ଦିନ ଧାର୍ଯ୍ୟ କରାଯାଇଛି। ୧.୭ ଲକ୍ଷ ଏମବିବିଏସ୍‌ ଛାତ୍ର ଓ ଡାକ୍ତର ପରୀକ୍ଷା ପାଇଁ ପଞ୍ଜୀକରଣ କରିଛନ୍ତି। ତେବେ କରୋନା ସଂକ୍ରମଣ ବ୍ୟାପୁଥିବାରୁ ଏହା ଉପରେ ରୋକ ଲଗାଇବାକୁ ଆବେଦନ କରାଯାଇଛି।

ଆବେଦନରେ କୁହାଯାଇଛି ଯେ ବର୍ତ୍ତମାନ ଡାକ୍ତରମାନେ କରୋନା ରୋଗୀଙ୍କ ଚିକିତ୍ସା କରୁଛନ୍ତି। ଏପରି ସ୍ଥିତିରେ ସେମାନେ ଅଫଲାଇନ ପରୀକ୍ଷା ଦେବାକୁ ଗଲେ, ଅନ୍ୟମାନଙ୍କ ପ୍ରତି ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି। ଆବେଦନକାରୀ ସିବିଏସ୍‌ଇ ୧୦ମ ପରୀକ୍ଷା ବାତିଲ ଓ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ ରଖିଥିବା କଥାକୁ ମଧ୍ୟ ଏଥିରେ ଉଲ୍ଲେଖ କରିଛନ୍ତି। ତେଣୁ ସମାନ ଢାଞ୍ଚାରେ ନିଟ୍‌-ପିଜି ପରୀକ୍ଷା ଉପରେ ରୋକ ଲଗାଇବାକୁ ସେମାନେ ଆବେଦନ କରିଛନ୍ତି।

ପୂର୍ବରୁ ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ୍‌ ମଧ୍ୟ କରୋନା ସଂକ୍ରମଣ ଭିତରେ ନିଟ୍‌ ପିଜି ପ୍ରବେଶିକା ଆୟୋଜନକୁ ନେଇ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ, “ଦିନକୁ ଦିନ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢ଼ୁଛି। ଆମ ଡାକ୍ତରମାନେ ସବୁ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ଲୋକଙ୍କ ସେବା କରିବାରେ ଲାଗିଛି। ଏହି ସମୟରେ ନିଟ୍‌ ପିଜି ପରୀକ୍ଷା କରିବା କ’ଣ ଠିକ?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story