କାଲି ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ,  ବନ୍ଦ ରହିବ ୩୦ ଅଫିସ

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶର ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ କରିବେ।  ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ପାଇଁ ବନ୍ଦ ରହିବ ଅଫିସ। ପାଖାପାଖି ୩୦ଟି ଅଫିସ ବନ୍ଦ ରହିବ। ଏନେଇ   କେନ୍ଦ୍ର ମର୍ସୋନେଲ ମନ୍ତ୍ରଣାଳୟ ବିଜ୍ଞପ୍ତି ଜାରି କରିଛି। ସୋମାବର ଶପଥ ନେବେ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏପରିକି ନୂଆ ପାର୍ଲାମେଣ୍ଟ ବିଲଡିଂ ନିର୍ମାଣ କାର୍ଯ୍ୟ ମଧ୍ୟ ବନ୍ଦ ରହିବ।  ସଂସଦର ସେଣ୍ଟ୍ରାଲ ହଲରେ ଏହି ଶପଥ ଉତ୍ସବ ହେବ। ଫଳରେ ବିଭିନ୍ନ […]

murmu

murmu

Tapas Behera
  • Published: Sunday, 24 July 2022
  • Updated: 24 July 2022, 04:07 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶର ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ କରିବେ।  ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ପାଇଁ ବନ୍ଦ ରହିବ ଅଫିସ। ପାଖାପାଖି ୩୦ଟି ଅଫିସ ବନ୍ଦ ରହିବ। ଏନେଇ   କେନ୍ଦ୍ର ମର୍ସୋନେଲ ମନ୍ତ୍ରଣାଳୟ ବିଜ୍ଞପ୍ତି ଜାରି କରିଛି। ସୋମାବର ଶପଥ ନେବେ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏପରିକି ନୂଆ ପାର୍ଲାମେଣ୍ଟ ବିଲଡିଂ ନିର୍ମାଣ କାର୍ଯ୍ୟ ମଧ୍ୟ ବନ୍ଦ ରହିବ।  ସଂସଦର ସେଣ୍ଟ୍ରାଲ ହଲରେ ଏହି ଶପଥ ଉତ୍ସବ ହେବ। ଫଳରେ ବିଭିନ୍ନ କେନ୍ଦ୍ର ମନ୍ତ୍ରଣାଳୟ ଓ ବିଭାଗ ଗୁଡିକୁ କିଛି ସମୟ ପାଇଁ ବନ୍ଦ ରଖିବାକୁ କୁହାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।

ସୋମବାର ସକାଳ ୬ଟା ସୁଦ୍ଧା ସମସ୍ତ ଅଫିସ ଖାଲି କରିବାକୁ କୁହାଯାଇଛି। ଶପଥ ଗ୍ରହଣ କାର୍ଯ୍ୟକ୍ରମ ଶେଷ ହେବା ଯାଏ ଏହି ଅଫିସ ବନ୍ଦ ରହିବ। ଖାଲି କରିବାକୁ କୁହାଯାଇଥିବା ବିଲ୍ଡିଂ ମଧ୍ୟରେ ରହିଛି ସାଉଥ ବ୍ଲକ, ନର୍ଥ ବ୍ଲକ, ରେଳ ଭବନ, କୃଷି ଭବନ, ଶାସ୍ତ୍ରୀ ଭବନ, ସଞ୍ଚାର ଭବନ, ପିଟିଆଇ ବିଲଡିଂ, ସେନା ଭବନ, ବାୟୁ ଭବନ, ଉଦ୍ୟୋଗ ଭବନ, ନିର୍ମାଣ ଭବନ। ସକାଳ ୬ଟାରୁ ୨ଟା ଯାଏ ଏହା ବନ୍ଦ ରହିବ।

ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ସକାଳ ୧୦ଟା ୧୫ମିନିଟ୍‌ରେ ନୂଆଦିଲ୍ଲୀସ୍ଥିତ ସଂସଦ ଭବନର କେନ୍ଦ୍ରୀୟ କକ୍ଷରେ ଅନୁଷ୍ଠିତ ସମାରୋହରେ କାର୍ଯ୍ୟଭାର ଗ୍ରହଣ କରିବେ। ରାଜ୍ୟସଭା ଅଧ୍ୟକ୍ଷ, ପ୍ରଧାନମନ୍ତ୍ରୀ, ପ୍ରଧାନବିଚାରପତି, ଲୋକସଭା ବାଚସ୍ପତି, କେନ୍ଦ୍ର ମନ୍ତ୍ରିମଣ୍ଡଳ ସଦସ୍ୟ ବୃନ୍ଦ, ରାଜ୍ୟପାଳଗଣ, ମୁଖ୍ୟମନ୍ତ୍ରୀଗଣ, କୂଟନୀତିଜ୍ଞ ମିଶନ ମୁଖ୍ୟ, ସାଂସଦଗଣ ଓ ଭାରତ ସରକାରଙ୍କ ପ୍ରମୁଖ ବେସାମରିକ ଓ ସାମରିକ ଅଧିକାରୀଗଣ ଉତ୍ସବ ନିମନ୍ତେ କେନ୍ଦ୍ରୀୟ କକ୍ଷରେ ସମବେତ ହେବେ।  ନବନିର୍ବାଚିତ ରାଷ୍ଟ୍ରପତି ଭାରତର ପ୍ରଧାନବିଚାରପତିଙ୍କ ଉପସ୍ଥିତିରେ ପଦ ଓ ଗୋପନୀୟତାର ଶପଥ ନେବେ ଓ ପରେ ୨୧ଟି ତୋପ ସଲାମି ଦିଆଯିବ।

ତା’ପରେ ରାଷ୍ଟ୍ରପତି ତାଙ୍କ ଅଭିଭାଷଣ ପ୍ରଦାନ କରିବେ। କେନ୍ଦ୍ରୀୟ କକ୍ଷରେ ଉତ୍ସବ ସମାପନ ପରେ ନୂତନ ରାଷ୍ଟ୍ରପତି ଭବନକୁ ଯିବେ। ସେଠାରେ ତାଙ୍କୁ ଇଣ୍ଟର ସର୍ଭିସ ଗାର୍ଡ ଅଫ ଅନର ପ୍ରଦାନ କରାଯିବ ଓ ବିଦାୟୀ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସମ୍ମାନ ପ୍ରଦାନ କରାଯିବ ବୋଲି ସରକାରଙ୍କ ସୂତ୍ରରୁ ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story