ହିମାଚଳ ପ୍ରଦେଶ: ବିଜେପି-କଂଗ୍ରେସ ଛକାପଞ୍ଝା ପରିସ୍ଥିତି

ସିମଲା: ହିମାଚଳ ପ୍ରଦେଶରେ କାଣ୍ଟେକି ଟକ୍କର ପରିସ୍ଥିତି। ହିମାଚଳ ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ୍‌ ଗଣତ ଚାଲିଥିବା ବେଳେ ଏଠାରେ ଶାସକ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଛି। ବର୍ତ୍ତମାନର ଟ୍ରେଣ୍ଡି ଅନୁଯାୟୀ ଉଭୟ ବିଜେପି-କଂଗ୍ରେସ ଛକାପଞ୍ଝା ପରିସ୍ଥିତିରେ ଅଛନ୍ତି। ରେସ୍‌ରେ ମାତ୍ର ବିଜେପି କଂଗ୍ରେସଠାରୁ ଗୋଟିଏ ଆସନରେ ଆଗୁଆ ଅଛି।  ବିଜେପି ୩୩ଟିରେ ଆଗୁଆ ରହିଥିବା ବେଳେ  କଂଗ୍ରେସ ୩୨ଟିରେ ଆଗୁଆ ରହିଛି। ଆପ୍‌ ଏଯାଏଁ ଖାତା ଖୋଲିପାରିନି। ହିମାଚଳ […]

bj[p-congress

bj[p-congress

Tapas Behera
  • Published: Thursday, 08 December 2022
  • Updated: 08 December 2022, 10:51 AM IST

ସିମଲା: ହିମାଚଳ ପ୍ରଦେଶରେ କାଣ୍ଟେକି ଟକ୍କର ପରିସ୍ଥିତି। ହିମାଚଳ ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ୍‌ ଗଣତ ଚାଲିଥିବା ବେଳେ ଏଠାରେ ଶାସକ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଛି। ବର୍ତ୍ତମାନର ଟ୍ରେଣ୍ଡି ଅନୁଯାୟୀ ଉଭୟ ବିଜେପି-କଂଗ୍ରେସ ଛକାପଞ୍ଝା ପରିସ୍ଥିତିରେ ଅଛନ୍ତି। ରେସ୍‌ରେ ମାତ୍ର ବିଜେପି କଂଗ୍ରେସଠାରୁ ଗୋଟିଏ ଆସନରେ ଆଗୁଆ ଅଛି।  ବିଜେପି ୩୩ଟିରେ ଆଗୁଆ ରହିଥିବା ବେଳେ  କଂଗ୍ରେସ ୩୨ଟିରେ ଆଗୁଆ ରହିଛି। ଆପ୍‌ ଏଯାଏଁ ଖାତା ଖୋଲିପାରିନି। ହିମାଚଳ ପ୍ରଦେଶରେ ୬୮ ଆସନରେ ଭୋଟ୍‌ ଗଣତି ହେଉଛି । ସକାଳ ୮ଟାରେ ଭୋଟ୍‌ ଗଣତି ଆରମ୍ଭ ହୋଇଛି । ହିମାଚଳରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବା ନେଇ ଏକ୍‌ଜିଟ୍‌ ପୋଲ୍‌ଗୁଡ଼ିକର ଆକଳନରୁ ଜଣାପଡ଼ିଛି। ହିମାଚଳ ପ୍ରଦେଶରେ ମୋଟ ୬୮ଟି ଆସନ ଥିବାବେଳେ ସରକାର ଗଢିବାକୁ ଅକିକମରେ ୩୫ଟି ଆସନ ଆବଶ୍ୟକ ।

ତେବେ ଅଧିକାଂଶ ଏକଜିଟ୍‌ପୋଲରେ ହିମାଚଳରେ ବିଜେପି ପୁଣି ଥରେ କ୍ଷମତା ଅକ୍ତିଆର କରିବା ନେଇ ଆକଳନ କରାଯାଇଥିଲେ ମଧ୍ୟ କଂଗ୍ରେସର ବିଜୟକୁ ଅଣଦେଖା କରାଯାଇ ନଥିଲା।

ରିପବ୍ଲିକର ଏକଜିଟ ପୋଲ ରିପୋର୍ଟ ଅନୁସାରେ ହିମାଚଳ ପ୍ରଦେଶରେ ବିଜେପିକୁ ୩୪ର ୩୯ଟି ଓ କଂଗ୍ରେସକୁ ୨୮ରୁ ୩୩ଟି ଆସନ ମିଳିବା ଆକଳନ କାଯାଇଥିଲା। ଇଣ୍ଡିଆ ଟିଭିର ରିପୋର୍ଟ ଅନୁସାରେ ବିଜେପିକୁ ୩୫ରୁ ୪୦ଟି ଓ କଂଗ୍ରେସକୁ ୨୬ରୁ ୨୧ଟି ଆସନ ମିଳିବା ସମ୍ଭାବନା ଥିବା କୁହାଯାଥିଲା  । ଆଜକତ୍ ଆକ୍ସିସ ମାଇ ଇଣ୍ଡିଆର ପୂର୍ବାନୁମାନ ଅନୁସାରେ ବିଜେପିକୁ ୨୪ରୁ ୩୪ଟି ଓ କଂଗ୍ରେସକୁ ୩୦ରୁ ୪୦ଟି ଆସନ ମିଳିବା ନେଇ ଆକଳନ କରାଯାଇଥିଲା। ନଭେମ୍ବର ୧୨ରେ ହୋଇଥିବା ବିଧାନସଭା ନିର୍ବାଚନରେ  ୫୫ ଲକ୍ଷ ଭୋଟରଙ୍କ ମଧ୍ୟରୁ ୭୫ ପ୍ରତିଶତ ସେମାନଙ୍କର ମତଦାନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story