କାର୍ଭି ଗ୍ରୁପ୍‌ର ୧୧୦ କୋଟି ଟଙ୍କାର ସମ୍ପତ୍ତି ସିଜ୍‌ କଲା ଇଡି

ମୁମ୍ବାଇ: ମନି ଲଣ୍ଡରିଂ ମାମଲାରେ କାର୍ଭି ଷ୍ଟକ ବ୍ରୋକିଂ ଲିଃ(କେଏସବିଏଲ)ର ୧୧୦ କୋଟି ଟଙ୍କାର ମୂଲ୍ୟର ସମ୍ପତ୍ତି ଜବତ କରିଛି ଇଡି। ଗ୍ରୁପର ଜମି, ବିଲଡିଂ, ନଗଦ ଟଙ୍କା, ବିଦେଶୀ ମୁଦ୍ରା ଓ ଅଳଙ୍କାରକୁ ମିଶାଇ ମୋଟ ୧୧୦ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। କେଏସବିଏଲ ଓ ଏହାର ସିଏମଡି କୋମାନଦୁର ପାର୍ଥସାରଥୀଙ୍କ ନାଁରେ ଇଡି ପିଏମଏଲଏ ଅନୁଯାୟୀ ଇଡି ମାମଲା କରିଥିଲା। ଆଜିର ୧୧୦ କୋଟି ଟଙ୍କା ସମ୍ପତ୍ତି ପୂର୍ବରୁ ଇଡି ଏହି ମାମଲାରେ […]

karvy

karvy

Hemant Lenka
  • Published: Saturday, 30 July 2022
  • Updated: 30 July 2022, 08:23 PM IST

Sports

Latest News

ମୁମ୍ବାଇ: ମନି ଲଣ୍ଡରିଂ ମାମଲାରେ କାର୍ଭି ଷ୍ଟକ ବ୍ରୋକିଂ ଲିଃ(କେଏସବିଏଲ)ର ୧୧୦ କୋଟି ଟଙ୍କାର ମୂଲ୍ୟର ସମ୍ପତ୍ତି ଜବତ କରିଛି ଇଡି। ଗ୍ରୁପର ଜମି, ବିଲଡିଂ, ନଗଦ ଟଙ୍କା, ବିଦେଶୀ ମୁଦ୍ରା ଓ ଅଳଙ୍କାରକୁ ମିଶାଇ ମୋଟ ୧୧୦ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। କେଏସବିଏଲ ଓ ଏହାର ସିଏମଡି କୋମାନଦୁର ପାର୍ଥସାରଥୀଙ୍କ ନାଁରେ ଇଡି ପିଏମଏଲଏ ଅନୁଯାୟୀ ଇଡି ମାମଲା କରିଥିଲା।

ଆଜିର ୧୧୦ କୋଟି ଟଙ୍କା ସମ୍ପତ୍ତି ପୂର୍ବରୁ ଇଡି ଏହି ମାମଲାରେ ୧୯୮୪.୮୪ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା। ଏଥିସହ ପାର୍ଥସାରଥୀ ଓ ଗ୍ରୁପର ସିଏଫଓ ହରି କ୍ରିଷ୍ଣାଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ଏବେ ସେମାନେ ଜାମିନରେ ଅଛନ୍ତି।

କାର୍ଭି ଗ୍ରୁପ୍ ବେଆଇନ ଭାବେ ତା’ର କର୍ମଚାରୀଙ୍କ ଶେୟାର ଦେଖାଇ ୨୮୦୦ କୋଟି ଟଙ୍କା ଋଣ ହେରଫେର କରିଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ହାଇଦ୍ରାବାଦ ପୁଲିସ୍‌ ପ୍ରଥମେ ଏଫଆଇଆର କରିଥିଲେ। ଘଟଣାର ତଦନ୍ତ ଚାଲିଥିବା ବେଳେ ଇଡି ମଧ୍ୟ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା।

ଇଡି ତଦନ୍ତରୁ ଜଣାପଡ଼ିଥିଲା ଗ୍ରୁପ ଆଣିଥିବା ଋଣକୁ କାର୍ଭି ଡାଟା ମ୍ୟାନେଜମେଣ୍ଟ ସର୍ଭିସ ଓ କେଆରଆଇଏଲକୁ ଟ୍ରାନ୍ସଫର କରାଯାଇଥିଲା। ଏହି ପ୍ରକ୍ରିୟାରେ ବ୍ୟାପକ ହେରଫେର ହୋଇଥିବାରୁ କମ୍ପାନୀ ଓ ଏହାର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story