ଫେସ୍‌ବୁକ ବନ୍ଦ କଲା ଏହି ସର୍ଭିସ

ନୂଆଦିଲ୍ଲୀ: ସୋଶାଲ ମିଡିଆର ଜାଏଣ୍ଟ କୁହାଯାଉଥିବା ଫେସବୁକ୍‌ ପକ୍ଷରୁ ମଙ୍ଗଳବାର ଏକ ବଡ଼ ଘୋଷଣା କରାଯାଇଛି। ଏହିପରିପ୍ରେକ୍ଷୀରେ ଫେସବୁକ୍‌ ଏକ ସେବାକୁ ବନ୍ଦ କରିବା କଥା କୁହାଯାଇଛି। ଘୋଷଣା ଅନୁଯାୟୀ  ଫେସବୁକ୍‌ ପକ୍ଷରୁ ‘ଫେସ୍‌ ରେକଗନିଜସନ’କୁ ବନ୍ଦ କରି ଦିଆଯାଛି। ଫେସୁବକ୍ କମ୍ପାନୀର ଉପ ସଭାପତି ଜେର୍ମୋ ପେସେନ୍ତି ଏହି ଘୋଷଣା କରିଛନ୍ତି। ଏହି ସେବା ବନ୍ଦ ହୋଇଯିବା ପରେ ଲୋକେ ଆଉ ଫଟୋ କିମ୍ବା ଭିଡିଓକୁ ଅଟୋମେଟିକାଲି ରେକଗନାଇଜ୍‌ କରିପାରିବେ ନାହିଁ।  ଫେସବୁକ୍‌ରେ ଆମେ ଏହି […]

Facebook

Facebook

Tapas Behera
  • Published: Wednesday, 03 November 2021
  • Updated: 03 November 2021, 09:08 AM IST

ନୂଆଦିଲ୍ଲୀ: ସୋଶାଲ ମିଡିଆର ଜାଏଣ୍ଟ କୁହାଯାଉଥିବା ଫେସବୁକ୍‌ ପକ୍ଷରୁ ମଙ୍ଗଳବାର ଏକ ବଡ଼ ଘୋଷଣା କରାଯାଇଛି। ଏହିପରିପ୍ରେକ୍ଷୀରେ ଫେସବୁକ୍‌ ଏକ ସେବାକୁ ବନ୍ଦ କରିବା କଥା କୁହାଯାଇଛି। ଘୋଷଣା ଅନୁଯାୟୀ  ଫେସବୁକ୍‌ ପକ୍ଷରୁ ‘ଫେସ୍‌ ରେକଗନିଜସନ’କୁ ବନ୍ଦ କରି ଦିଆଯାଛି। ଫେସୁବକ୍ କମ୍ପାନୀର ଉପ ସଭାପତି ଜେର୍ମୋ ପେସେନ୍ତି ଏହି ଘୋଷଣା କରିଛନ୍ତି।

ଏହି ସେବା ବନ୍ଦ ହୋଇଯିବା ପରେ ଲୋକେ ଆଉ ଫଟୋ କିମ୍ବା ଭିଡିଓକୁ ଅଟୋମେଟିକାଲି ରେକଗନାଇଜ୍‌ କରିପାରିବେ ନାହିଁ।  ଫେସବୁକ୍‌ରେ ଆମେ ଏହି ବ୍ୟବସ୍ଥା ବନ୍ଦ କରିଦେଇଛୁ। ୟୁଜରମାନେ ଆଉ ଏହି ସୁବିଧା ପାଇପାରିବେ ନାହିଁ । ଆମେ ଏକ ବିଲିୟନରୁ ଅଧିକ ଆକାଉଣ୍ଟରୁ ଫେସିଆଲ ରେକଗନିଜନ ଟେମ୍ପେଲେଟସ୍‌ ଡିଲିଟ କରିଦେଇଛୁ ବୋଲି କମ୍ପାନୀର ଉପ ସଭାପତି କହିଛନ୍ତି। ଯେଉଁମାନେ ଏହି ଅପସନ୍‌ ବାଛିଛନ୍ତି  ସେମାନେ ଆଉ ଫଟୋ ଏବଂ ଭିଡିଓରେ ସ୍ୱୟଂଚାଳିତ ଭାବେ ଚିହ୍ନଟ ହେବେ ନାହିଁ ।

ସୋଶାଲ ମିଡିଆରେ ସୁରକ୍ଷା ଏବଂ ସ୍ୱଚ୍ଛତାକୁ ନେଇ ଏଭଳି ପଦକ୍ଷେପ ନିଆଯାଇଥିବା ଫେସ୍‌ବୁକ୍ ପକ୍ଷରୁ କୁହାଯାଇଛି। ପୂର୍ବରୁ ଫେସ୍‌ବୁକ୍‌ର CEO ତଥା ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଫେସ୍‌ବୁକ୍‌ ନା ପରିବର୍ତ୍ତନନେଇ ଘୋଷଣା କରିଥିଲେ ।  ଫେସବୁକ୍‌ର ମୂଳ କମ୍ପାନୀର ନାଁ ରହିବ ‘ମେଟା’ ରହବି ବୋଲି ଘୋଷଣା କରାଯାଇଥିଲା।  କଂପାନୀର ନାଁ ବଦଳୁଥିଲେ ମଧ୍ୟ  ଏକକ ବ୍ରାଣ୍ଡ ଫେସବୁକ୍‌, ଇନଷ୍ଟାଗ୍ରାମ୍‌, ହ୍ୱାଟସ୍‌ଆପ୍‌ର ନାଁ ଅପରିବର୍ତ୍ତିତ ରହିବ । ସାରା ବିଶ୍ୱର ଲୋକଙ୍କୁ  ଡିଜିଟାଲ କ୍ଷେତ୍ରରେ ଏକତ୍ର କରିବା ପାଇଁ ପ୍ରୟାସ କରିବାକୁ ଏଭଳି କରାଯାଇଥିବା ଜୁକରବର୍ଗ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story