‘ସ୍ୱପ୍ନର ଘର’କୁ ୫୦୦ ଫୁଟ ପଛକୁ ଘୁଞ୍ଚାଉଛନ୍ତି ଚାଷୀ

ସଙ୍ଗରୁର: ଦୀର୍ଘ ବର୍ଷର କଠିନ ପରିଶ୍ରମ ଓ ଟଙ୍କା ସଞ୍ଚୟ କରି ନିଜ ଜମିରେ ସ୍ୱପ୍ନର ଘର କରିଥିଲେ ଜଣେ ଚାଷୀ। ଏଥିପାଇଁ ଖର୍ଚ୍ଚ ହୋଇଥିଲା ଦେଢ଼ କୋଟି ଟଙ୍କା। ଏବେ କିନ୍ତୁ ତାଙ୍କ ଜମିରେ ସରକାର ଲୋକଙ୍କ ସୁବିଧା ପାଇଁ ଏକ୍ସପ୍ରେସୱେ ତିଆରି କରିବାକୁ ଚାହୁଁଛନ୍ତି। ଏଥିପାଇଁ ଚାଷୀଙ୍କୁ ନିଜ ସ୍ୱପ୍ନର ଘର ଭାଙ୍ଗିବାକୁ ସରକାର କହିଥିଲେ। ଏଥିସହ କ୍ଷତିପୂରଣ ଦେବାକୁ ମଧ୍ୟ ରାଜି ହୋଇଥିଲେ। ହେଲେ ଚାଷୀ ଜଣଙ୍କ ନିଜ ପରିଶ୍ରମ ବଳରେ ତିଆରି […]

House

House

Hemant Lenka
  • Published: Saturday, 20 August 2022
  • Updated: 20 August 2022, 06:18 PM IST

Sports

Latest News

ସଙ୍ଗରୁର: ଦୀର୍ଘ ବର୍ଷର କଠିନ ପରିଶ୍ରମ ଓ ଟଙ୍କା ସଞ୍ଚୟ କରି ନିଜ ଜମିରେ ସ୍ୱପ୍ନର ଘର କରିଥିଲେ ଜଣେ ଚାଷୀ। ଏଥିପାଇଁ ଖର୍ଚ୍ଚ ହୋଇଥିଲା ଦେଢ଼ କୋଟି ଟଙ୍କା। ଏବେ କିନ୍ତୁ ତାଙ୍କ ଜମିରେ ସରକାର ଲୋକଙ୍କ ସୁବିଧା ପାଇଁ ଏକ୍ସପ୍ରେସୱେ ତିଆରି କରିବାକୁ ଚାହୁଁଛନ୍ତି। ଏଥିପାଇଁ ଚାଷୀଙ୍କୁ ନିଜ ସ୍ୱପ୍ନର ଘର ଭାଙ୍ଗିବାକୁ ସରକାର କହିଥିଲେ। ଏଥିସହ କ୍ଷତିପୂରଣ ଦେବାକୁ ମଧ୍ୟ ରାଜି ହୋଇଥିଲେ।

ହେଲେ ଚାଷୀ ଜଣଙ୍କ ନିଜ ପରିଶ୍ରମ ବଳରେ ତିଆରି କରିଥିବା ଘରକୁ ଭାଙ୍ଗିବାକୁ ରାଜି ନାହାନ୍ତି। ସେ ଘରକୁ ଭାଙ୍ଗିବା ବଦଳରେ ଏହାକୁ ଅକ୍ଷତ ଅବସ୍ଥାରେ ନିର୍ମାଣ ସ୍ଥଳରୁ ୫୦୦ ଫୁଟ ପଛକୁ ନେବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ବର୍ତ୍ତମାନ ତାଙ୍କ ସ୍ୱପ୍ନର ଘର ଅକ୍ଷତ ଅବସ୍ଥାରେ ପଛକୁ ଘୁଞ୍ଚିବା ମଧ୍ୟ ଆରମ୍ଭ ହୋଇଛି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ପଞ୍ଜାବର ସଙ୍ଗରୁର ଠାରେ ସୁଖବିନ୍ଦର ସିଂହ ସୁଖୀ ନାମକ ଜଣେ ଚାଷୀ ରୋଶନୱାଲା ଗାଁରେ ଥିବା ନିଜ ଜମିରେ ଦୁଇ ମହଲାର ଗୋଟିଏ କୋଠା ଘର ତିଆରି କରିଛନ୍ତି। ଏହା ତାଙ୍କ ସ୍ୱପ୍ନର ଘର। ଏଥିପାଇଁ ସେ ଦୀର୍ଘ ବର୍ଷ ହେଲା ପରିଶ୍ରମ କରି ଅର୍ଥ ସଞ୍ଚୟ କରିଥିଲେ। ଶେଷରେ ୧.୫ କୋଟି ଟଙ୍କା ଦେଇ ଘର ମଧ୍ୟ ନିର୍ମାଣ କରିଥିଲେ।

ହେଲେ ସରକାର ନିର୍ମାଣ କରୁଥିବା ଦିଲ୍ଲୀ-ଅମୃତସର-କତ୍ରା ଏକ୍ସପ୍ରେସ ୱେ ତାଙ୍କ ଘର ପ୍ରତି ବିପଦ ସୃଷ୍ଟି କରିଛି। ତାଙ୍କ ଜମି ଦେଇ ଏକ୍ସପ୍ରେସ ୱେ ଯିବାର ଥିବାରୁ ସରକାର ସୁଖବିନ୍ଦରଙ୍କ ଘର ଭାଙ୍ଗିବାକୁ ଚାହୁଁଥିଲେ। ଏଥିପାଇଁ ପଞ୍ଜାବ ସରକାର ଉପଯୁକ୍ତ କ୍ଷତିପୂରଣ ଦେବେ ବୋଲି କହିଥିଲେ। ହେଲେ ସୁଖବିନ୍ଦର ସାମାନ୍ୟ କୁଣ୍ଠାବୋଧ ପ୍ରକାଶ କରିଥିଲେ।

ତାଙ୍କ ମନର ବ୍ୟଥାକୁ ପଞ୍ଜାବ ସରକାର ବୁଝିବା ସହ ଘରକୁ ନ ଭାଙ୍ଗି ପୂରା ଦୁଇ ମହଲାର ବିଲଡିଂକୁ ନୂଆ ଜ୍ଞାନକୌଶଳ ଜରିଆରେ ପଛକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲେ। ଲୋକଙ୍କ ଯାତାୟାତ ସୁବିଧା ପାଇଁ ରାସ୍ତା ତିଆରି ହେଉଥିବାରୁ ସୁଖବିନ୍ଦର ସିଂହ ମଧ୍ୟ ନିଜ ଜମିକୁ ଦେବାକୁ ମନା କରି ନାହାନ୍ତି।

ବର୍ତ୍ତମାନ ଚାଷୀଙ୍କ ଘରକୁ ସ୍ୱତନ୍ତ୍ର ଇଞ୍ଜିନିୟର ଓ ଗାଁର ନିର୍ମାଣ ଶ୍ରମିକଙ୍କ ଦ୍ୱାରା ପଛକୁ ଘୁଞ୍ଚାଇବା ପ୍ରକ୍ରିୟା ଆମ୍ଭ କରାଯାଇଛି। ଏବେ ସୁଦ୍ଧା ଘରଟି ନିର୍ମାଣ ସ୍ଥାନରୁ ଅକ୍ଷତ ଭାବେ ୨୫୦ ଫୁଟ ଫଛକୁ ଘୁଞ୍ଚି ସାରିଲାଣି। ଏବେ ବାକି ୨୫୦ ଫୁଟ ଦୂରତା ଲକ୍ଷ୍ୟ ପୂରଣ ପାଇଁ ଉଦ୍ୟମ ଜାରି ରହିଛି।

ସାମ୍ନାକୁ ଆସିଥିବା ଭିଡିଓରେ ଘରକୁ ପଛକୁ ନିଆ ଯାଉଥିବା ବେଳର ଦୃଶ୍ୟ ରହିଛି। ଘରକୁ ଘୁଞ୍ଚାଇବା ପାଇଁ କିଛି ସ୍ୱତନ୍ତ୍ର ଗିୟର୍ସର ବ୍ୟବହାର କରାଯାଉଛି। ଏହାଦ୍ୱାରା ହିଁ ଘରକୁ ବେଶ ସତର୍କତାର ସହ ସୁଖବିନ୍ଦର ସିଂହଙ୍କ ଜମିରୁ ପଛକୁ ନିଆ ଯାଉଛି।

ଚାଷୀ ସୁଖବିନ୍ଦର କହିଛନ୍ତି, “ଏହି ଘର ତିଆରି ପାଇଁ ମୋତେ ୨ ବର୍ଷ ସମୟ ଲାଗିଛି। ଏଥିପାଇଁ ୧.୫ କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଛି। ଏହା ମୋର ସ୍ୱପ୍ନର ଘର। ମୁଁ ଆଉ ଗୋଟିଏ ଘର ତିଆରି କରିବାକୁ ଚାହୁଁନି।”

ଦିଲ୍ଲୀ-ଅମୃତସର-କତ୍ରା ଏକ୍ସପ୍ରେସ ୱେ ହରିଆଣା, ପଞ୍ଜାବ ଓ ଜମ୍ମୁ-କଶ୍ମୀର ଦେଇ ଯିବ। କେନ୍ଦ୍ର ସରକାରଙ୍କ ଭାରତମାଳା ପ୍ରକଳ୍ପ ଅଧୀନରେ ଏହି ରାସ୍ତା ତିଆରି କରାଯାଉଛି।

ଭିଡିଓ ସୌଜନ୍ୟ: NDTV

https://youtu.be/9fAENEjLbVw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story