ଦେଶର ବିଭିନ୍ନ ସ୍ଥାନରେ ବନ୍ୟା ବିତ୍ପାତ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଓ ବନ୍ୟା ବିତ୍ପାତ ଜାରି ରହିଛି।  ମହାରାଷ୍ଟ୍ର, ଗୁଜରାଟଠୁ ନେଇ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ଓ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ବହୁ ରାଜ୍ୟରେ ବିପର୍ଯ୍ୟୟ ଆଣିଛି ବର୍ଷା। ମୂଷଳ ଧାରାରେ ବର୍ଷା ଯୋଗୁଁ ବଡ଼ ନଦୀରେ ବନ୍ୟା ଆସି ଗୁଜରାଟର ଅନେକ ଜିଲ୍ଲାରେ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷାରେ ଅହମ୍ମଦାବାଦ ଓ ଭଲସାଡ଼ ସହର ଜଳାର୍ଣ୍ଣବ ହୋଇପଡ଼ିଛି । କେଉଁଠି ଘର ଦ୍ୱାର ବୁଡ଼ିଛି […]

Assam Flood

Assam Flood

Tapas Behera
  • Published: Monday, 11 July 2022
  • Updated: 11 July 2022, 03:07 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଓ ବନ୍ୟା ବିତ୍ପାତ ଜାରି ରହିଛି।  ମହାରାଷ୍ଟ୍ର, ଗୁଜରାଟଠୁ ନେଇ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ଓ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ବହୁ ରାଜ୍ୟରେ ବିପର୍ଯ୍ୟୟ ଆଣିଛି ବର୍ଷା। ମୂଷଳ ଧାରାରେ ବର୍ଷା ଯୋଗୁଁ ବଡ଼ ନଦୀରେ ବନ୍ୟା ଆସି ଗୁଜରାଟର ଅନେକ ଜିଲ୍ଲାରେ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷାରେ ଅହମ୍ମଦାବାଦ ଓ ଭଲସାଡ଼ ସହର ଜଳାର୍ଣ୍ଣବ ହୋଇପଡ଼ିଛି । କେଉଁଠି ଘର ଦ୍ୱାର ବୁଡ଼ିଛି ତ କେଉଁଠି ମନ୍ଦିର, ରାସ୍ତା ଘାଟ।  ବିଶେଷକରି ଦକ୍ଷିଣ ଓ ମଧ୍ୟ ଗୁଜୁରାଟରେ ବନ୍ୟାରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହେବା ସହ ବହୁ କ୍ଷୟକ୍ଷତିର ଖବର ଅାସୁଛି ବହୁ ଜାତୀୟ ରାଜପଥ ସହ ପାଖାପାଖି ୩୮୮ଟି ସଡ଼କ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ବହୁ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ଏନ୍‌ଡିଆରଏଫ ଓ ଏସ୍‌ଡିଆରଏଫ ଟିମ୍ ସହାୟତାରେ ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରାଯାଉଛି ।

ହେଲିକପ୍ଟର ଯୋଗେ ରେସ୍‌କ୍ୟୁ ଅପରେସନକୁ ଜୋରଦାର କରାଯାଇଛି।  ରାଜ୍ୟରେ ସମସ୍ତ ସ୍କୁଲ, କଲେଜକୁ ବନ୍ଦ ରଖାଯାଇଛି । ସେହିପରି ଗତ କିଛି ଦିନ ଧରି ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ମହାରାଷ୍ଟ୍ରରେ ନାହିଁ ନଥିବା ସ୍ଥିତି ସୃଷ୍ଟି ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ବନ୍ୟା ଜନିତ କାରଣରୁ ୯ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଗତ ଜୁନ୍‌ରେ ଏ ପର୍ଯ୍ୟନ୍ତ ବର୍ଷା ଓ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୭୬କୁ ପହଞ୍ଚିଛି । ବନ୍ୟା ଯୋଗୁଁ ଗଡ଼ଚିରୋଲି ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ।

ପାଣିପାଗ ବିଭାଗ ପକ୍ଷରୁ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଚେତାବନୀ ଦିଆଯାଇଥିବାରୁ ସ୍ଥିତି ଆହୁରି ବିଗିଡ଼ିବା ଆଶଙ୍କା କରାଯାଉଛି । ମୁମ୍ବାଇରେ ମଧ୍ୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷାର ଚେତାବନୀ ଦେଇଛି ପାଣିପାଗ ବିଭାଗ। ଅପରପକ୍ଷରେ ଆନ୍ଧ୍ରପ୍ରଦେଶର ବିଜଓ୍ୱାଡ଼ା ସହର ମଧ୍ୟ ଜଳାର୍ଣ୍ଣବ ହୋଇପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story