ହନୁମାନ ଜୟନ୍ତୀ ବେଳେ ଗୋଟେ ପଟେ ହିଂସା ଗୋଟେ ପଟେ ଫୁଲ ବର୍ଷା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ହନୁମାନ ଜୟନ୍ତୀ ବେଳେ ଗୋଟିଏ ପଟେ ହିଂସା, ବିଦ୍ୱେଶ, ଘୃଣା ଭାବ ଦେଖିବାକୁ ମିଳିଥିଲା ବେଳେ ଅନ୍ୟପଟେ ପ୍ରେମ, ସ୍ନେହ ଶ୍ରଦ୍ଧାର ଉଦାହରଣ ଦେଖିବାକୁ ମିଳିଛି। ଏଭଳି କିଛି ଦୁଇଟି ଦୃଶ୍ୟ ରାଜଧାନୀ ଦିଲ୍ଲୀର ମଙ୍ଗୋଲପୁରୀ ଅଞ୍ଚଳ ଓ ଜାହାଙ୍ଗିରପୁରୀ ଅଞ୍ଚଳରୁ ସାମ୍ନାକୁ ଆସିଛି। ଦିଲ୍ଲୀରେ ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା ବାହାରିଥିଲା। ଧୀରେ ଧୀରେ ଏହି ଶୋଭାଯାତ୍ରାରେ ଶ୍ରଦ୍ଧାଳୁମାନେ ଆଗକୁ ବଢ଼ିଥିଲେ। ମଙ୍ଗୋଲପୁରୀ ମସଜିଦ ସାମ୍ନାରେ ଏହି ହନୁମାନ ଜୟନ୍ତୀର ଶୋଭାଯାତ୍ରା […]

hanuman Jayanti

hanuman Jayanti

Madhupriya Mistry
  • Published: Sunday, 17 April 2022
  • Updated: 17 April 2022, 02:23 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ହନୁମାନ ଜୟନ୍ତୀ ବେଳେ ଗୋଟିଏ ପଟେ ହିଂସା, ବିଦ୍ୱେଶ, ଘୃଣା ଭାବ ଦେଖିବାକୁ ମିଳିଥିଲା ବେଳେ ଅନ୍ୟପଟେ ପ୍ରେମ, ସ୍ନେହ ଶ୍ରଦ୍ଧାର ଉଦାହରଣ ଦେଖିବାକୁ ମିଳିଛି। ଏଭଳି କିଛି ଦୁଇଟି ଦୃଶ୍ୟ ରାଜଧାନୀ ଦିଲ୍ଲୀର ମଙ୍ଗୋଲପୁରୀ ଅଞ୍ଚଳ ଓ ଜାହାଙ୍ଗିରପୁରୀ ଅଞ୍ଚଳରୁ ସାମ୍ନାକୁ ଆସିଛି।

ଦିଲ୍ଲୀରେ ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା ବାହାରିଥିଲା। ଧୀରେ ଧୀରେ ଏହି ଶୋଭାଯାତ୍ରାରେ ଶ୍ରଦ୍ଧାଳୁମାନେ ଆଗକୁ ବଢ଼ିଥିଲେ। ମଙ୍ଗୋଲପୁରୀ ମସଜିଦ ସାମ୍ନାରେ ଏହି ହନୁମାନ ଜୟନ୍ତୀର ଶୋଭାଯାତ୍ରା ପହଞ୍ଚିବା ପରେ ସେଠାକାର ମୁସଲିମ ସମ୍ପ୍ରଦାୟର ଲୋକେ ଫୁଲ ବର୍ଷା କରିଥିଲେ। ହିନ୍ଦୁ ଧର୍ମ ପ୍ରତି ସେମାନେ ଦେଖାଇଥିଲେ ପ୍ରେମ ଓ ଶ୍ରଦ୍ଧା।

ଶୋଭାଯାତ୍ରାରେ ଫୁଲ ବର୍ଷା ହେଉଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି। ଭିଡିଓରେ ଲୋକମାନେ ଘରର ଛାତ ଉପରେ ଠିଆ ହୋଇ ଶୋଭାଯାତ୍ରା ଉପରେ ଫୁଲ ବର୍ଷା କରୁଛନ୍ତି। ଏହି ଶୋଭାଯାତ୍ରାକୁ ଦେଖିବା ପାଇଁ ମୁସଲିମ ସମ୍ପ୍ରଦାୟର ଲୋକମାନେ ସେଠାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା ମଧ୍ୟ କରିଥିଲେ। ସେପଟେ ଆଉ କିଛି ଲୋକ ନିଜ ଘର ଏବଂ ଦୋକାନ ଭିତରୁ ବାହାରକୁ ଆସି ଶୋଭାଯାତ୍ରାର ସ୍ୱାଗତ କରିଥିବା ଦେଖିବାକୁ ମିଳିଛି।

ଶାନ୍ତି ଶୃଙ୍ଖଳାର ସହ ହନୁମାନ ଜୟନ୍ତୀର ଏହି ଶୋଭାଯାତ୍ରା ଯେପରି ସମ୍ପନ୍ନ ହେବ ସେଥିପ୍ରତି ଅଧିକ ଜୋର୍‌ ଦିଆଯାଇଥିଲା। ଏଥିପାଇଁ କୌଣସି ବି ଅପ୍ରିତିକର ପରିସ୍ଥିତି ବି ସୃଷ୍ଟି ହୋଇନଥିଲା ବୋଲି ଦିଲ୍ଲୀ ପୁଲିସ କହିଛି।

ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଦିଲ୍ଲୀର ଜାହାଙ୍ଗିରପୁରୀ ଅଞ୍ଚଳରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ବ୍ୟାପକ ପୋଡାଜଳା ହୋଇଥିଲା। ଏପରିକି ପୁଲିସ ଉପରକୁ ମଧ୍ୟ ବିକ୍ଷୋଭକାରୀମାନେ ପଥର ମାଡ ସହ ଆକ୍ରମଣ କରିଥିଲେ। ଏଥିସହ ଶୋଭଯାତ୍ରାରେ ଗୁଳିମାଡ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି। ଏହି ଦଙ୍ଗାରେ ୮ ଜଣ ପୁଲିସ ସମେତ ୯ ଜଣ ଆତହ ହୋଇଥିଲେ। ପୁଲିସ ଏହି ଘଟଣାରେ ୧୪ ଜଣଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story