ପୂର୍ବତନ ଆରଜେଡି ସାଂସଦ ଶାହାବୁଦ୍ଦିନଙ୍କ କରୋନାରେ ମୃତ୍ୟୁ

ପାଟଣା: ବିହାରର ସିୱାନରୁ ସାଂସଦ ରହିଥିବା ଆରଜେଡି ନେତା ମହମ୍ମଦ ଶାହବୁଦ୍ଦିନଙ୍କର କରୋନାରେ ଦେହାନ୍ତ ହୋଇଛି। ସେ ଦିଲ୍ଲୀର ତିହାର ଜେଲରେ ବନ୍ଦୀ ଥିଲେ। କରୋନାରେ ସଂକ୍ରମିତ ହେବା ପରେ ତାଙ୍କ ସ୍ୱାସ୍ଥାବସ୍ଥା ଗୁରୁତର ହୋଇଥିଲା, ଯାହା ପରେ ତାଙ୍କୁ ଦିଲ୍ଲୀର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ସେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆରଜେଡିର ଏହି ବାହୁବଳୀ ନେତା ହତ୍ୟା ମାମଲାରେ ଦିଲ୍ଲୀର ତିହାର ଜେଲରେ ଦଣ୍ଡ ଭୋଗୁଥିଲେ। ତାଙ୍କ ଦେହାନ୍ତ ନେଇ ତିହାର […]

Mohammad-Shahabuddin

Mohammad-Shahabuddin

Ranjit Kumar Jena
  • Published: Saturday, 01 May 2021
  • Updated: 01 May 2021, 04:26 PM IST

ପାଟଣା: ବିହାରର ସିୱାନରୁ ସାଂସଦ ରହିଥିବା ଆରଜେଡି ନେତା ମହମ୍ମଦ ଶାହବୁଦ୍ଦିନଙ୍କର କରୋନାରେ ଦେହାନ୍ତ ହୋଇଛି। ସେ ଦିଲ୍ଲୀର ତିହାର ଜେଲରେ ବନ୍ଦୀ ଥିଲେ। କରୋନାରେ ସଂକ୍ରମିତ ହେବା ପରେ ତାଙ୍କ ସ୍ୱାସ୍ଥାବସ୍ଥା ଗୁରୁତର ହୋଇଥିଲା, ଯାହା ପରେ ତାଙ୍କୁ ଦିଲ୍ଲୀର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ସେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆରଜେଡିର ଏହି ବାହୁବଳୀ ନେତା ହତ୍ୟା ମାମଲାରେ ଦିଲ୍ଲୀର ତିହାର ଜେଲରେ ଦଣ୍ଡ ଭୋଗୁଥିଲେ। ତାଙ୍କ ଦେହାନ୍ତ ନେଇ ତିହାର ଜେଲର ଡିଜି ସୂଚନା ଦେଇଛନ୍ତି।

ଗତ ଏପ୍ରିଲ୍ ୨୦ ତାରିଖରେ ତିହାର ଜେଲର ପ୍ରଶାସନ ଶାହାବୁଦ୍ଦିନଙ୍କର କରୋନାରେ ଆକ୍ରାନ୍ତ ଥିବା ଜାଣିବାକୁ ପାଇଥିଲା । ଯେମିତି ତାଙ୍କ ଶରୀରରେ କରୋନାର ଲକ୍ଷଣ ଦେଖାଗଲା, ତାଙ୍କର ତୁରନ୍ତ ଯାଞ୍ଚ କରାଗଲା।

ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ତୁରନ୍ତ ତିହାର ଜେଲର ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସିା କରାଯାଇଥିଲା । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଦେଖା ଦେଇ ନଥିଲା । ଯାହା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଶୁକ୍ରବାର ତାଙ୍କ ସ୍ୱାସ୍ଥ୍ୟ ଅଧିକ ବିଗିଡ଼ି ଯାଇଥିଲା ଏବଂ ଶନିବାର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶାହାବୁଦ୍ଦିନଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା ।

ତାଙ୍କ ପରଲୋକରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଆରଜେଡି ନେତା ତେଜସ୍ୱୀ ଯାଦବ ଗଭୀର ଶୋକ ପ୍ରକାଶ କରିଛନ୍ତି । ନୀତୀଶ କହିଛନ୍ତି, ଶାହାବୁଦ୍ଦିନ ଦୀର୍ଘଦିନ ଧରି ବିଧାୟକ ଓ ସାଂସଦ ରହିଥିଲେ । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ।

ସେହିପରି ଆରଜେଡି ନେତା ତେଜସ୍ୱୀ ଯାଦବ କହିଛନ୍ତି, କରୋନା ସଂକ୍ରମଣ ଯୋଗୁ ପୂର୍ବତନ ସାଂସଦଙ୍କ ଦେହାନ୍ତ ଦୁଃଖ ଖବର। ଭଗବାନ ତାଙ୍କ ପରିବାର ଓ ଶୁଭେଚ୍ଛୁଙ୍କୁ ଶକ୍ତି ପ୍ରଦାନ କରନ୍ତୁ। ତାଙ୍କ ଦେହାନ୍ତ ପାର୍ଟି ପାଇଁ ଅପୂରଣୀୟ କ୍ଷତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story