କାରକୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ ୪ ମୃତ

ରାୟପୁର: ଜାତୀୟ ରାଜପଥରେ ଏକ ଟ୍ରକ ସହ କାର ପିଟି ହୋଇଛି। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଛତିଶଗଡ଼ର କନକେର ଜିଲ୍ଲାର ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବୁଧବାର ରାତିରେ ଜାତୀୟ ରଜପଥ ୩୦ରେ ଏହି ଦୁର୍ଘଟଣା ଘଟିଛି। କନକେର ଜିଲ୍ଲାରେ ଚରମା ଥାନା ଅଧୀନରେ ଥିବା ରାତେସରା ଗାଁରେ ଏହି ଦୁର୍ଘଟଣା ଘଟିଛି। ଏ ନେଇ ବୋଲି କନକେର ପୁଲିସ କହିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଟ୍ରକଟି ରାସ୍ତାର ବିପରୀତ ପାର୍ଶ୍ୱର […]

accident

accident

Subhransu Sekhar
  • Published: Thursday, 01 April 2021
  • Updated: 01 April 2021, 04:20 PM IST

Sports

Latest News

ରାୟପୁର: ଜାତୀୟ ରାଜପଥରେ ଏକ ଟ୍ରକ ସହ କାର ପିଟି ହୋଇଛି। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଛତିଶଗଡ଼ର କନକେର ଜିଲ୍ଲାର ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବୁଧବାର ରାତିରେ ଜାତୀୟ ରଜପଥ ୩୦ରେ ଏହି ଦୁର୍ଘଟଣା ଘଟିଛି। କନକେର ଜିଲ୍ଲାରେ ଚରମା ଥାନା ଅଧୀନରେ ଥିବା ରାତେସରା ଗାଁରେ ଏହି ଦୁର୍ଘଟଣା ଘଟିଛି। ଏ ନେଇ ବୋଲି କନକେର ପୁଲିସ କହିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଟ୍ରକଟି ରାସ୍ତାର ବିପରୀତ ପାର୍ଶ୍ୱର ଆସୁଥିଲା। ଆଉ କାରଟି ଟ୍ରକ ସହ ଧକ୍କା ହୋଇଥିଲା। ଉଭୟ କାର ଏବଂ ଟ୍ରକର ବେଗ ଅଧିକ ରହିଥିବା ଜଣାପଡ଼ିଛି। କାରଟି ଲଖନପୁରା ଗାଁ ଆଡକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି।

ଦୁର୍ଘଟଣାର ଶିକାର ହୋଇଥିବା ଚାରି ଯାତ୍ରୀ ହେଲେ ଅହମଦ ଅଲ୍ଲୀ, ରହମତ ଅଲ୍ଲୀ, ସଞ୍ଜୁ ତିର୍କି ଏବଂ ପ୍ରବୀଣ ସିହ୍ନା। ଦୁର୍ଘଟଣାପରେ ପୁଲିସ ପାଟ୍ରୋଲିଂ ଗାଡ଼ିରେ ଦୁର୍ଘଟଣାର ଶିକାର ହୋଇଥିବା ଯାତ୍ରୀଙ୍କୁ ଚରମା ହସ୍ପିଟାଲକୁ ନିଆଯାଇଥିଲା।

ତେବେ ହସ୍ପିଟାଲ ପହଞ୍ଚିଲା ବେଳକୁ ଅହମଦ ଏବଂ ରହମତଙ୍କର ମୃତ୍ୟୁ ହୋଇଯାଇଥିଲା। ସେହିପରି ତିର୍କି ଚିକିତ୍ସାଧୀନ ଥିବା ବେଳେ ମୃତ୍ୟୁ ବରଣ କରିଥିଲା। ଗୁରୁତର ଅବସ୍ଥାରେ ଥିବା ପ୍ରବୀଣ ସିହ୍ନାଙ୍କୁ ଧମତୈରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ସେ ଆଖିବୁଜିଥିଲେ। ପୁଲିସ ଟ୍ରକ ଡ୍ରାଇଭର ନାଁରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଦୁର୍ଘଟଣାପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story