ଲାଞ୍ଚ ମାଗି କଂଗ୍ରେସ ବିଧାୟକଙ୍କ ସମେତ ୪ ଗିରଫ

ସୁରତ୍‌: ଗୁଜରାଟର ଜଳସେଚନ ବିଭାଗରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି। ଏଥିରେ କଂଗ୍ରେସ ବିଧାୟକ ପରଶୋତ୍ତମ ସବରିୟା ମଧ୍ୟ ଫସିଛନ୍ତି। ଏହି ମାଲାରେ ପୁଲିସ୍‌ ବିଧାୟକଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଅନ୍ୟ ଗିରଫଙ୍କ ମଧ୍ୟରେ ଅଛନ୍ତି ଆଇନଜୀବୀ ଭାରତ ଗଣେଶ, ଜଣେ ସହକାରୀ ଯନ୍ତ୍ରୀ ଓ ଜଣେ ଚୁକ୍ତିଭିତ୍ତିକ କର୍ମଚାରୀ। ମାଇକ୍ରୋ ଇରିଗେସନ୍‌ ଡିପାର୍ଟମେଣ୍ଟରେ ଏହି ଦୁର୍ନୀତି ହୋଇଛି। ପୁଲିସ୍‌ କହିଛି, “ଏହି ୪ ଜଣ ଜଳସେଚନ ବିଭାଗର ଜଣେ ଯନ୍ତ୍ରୀଙ୍କୁ ୬୦ […]

Gujurat

Gujurat

Rakesh Mallick
  • Published: Monday, 29 October 2018
  • Updated: 29 October 2018, 10:33 AM IST

Sports

Latest News

ସୁରତ୍‌: ଗୁଜରାଟର ଜଳସେଚନ ବିଭାଗରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି। ଏଥିରେ କଂଗ୍ରେସ ବିଧାୟକ ପରଶୋତ୍ତମ ସବରିୟା ମଧ୍ୟ ଫସିଛନ୍ତି।

ଏହି ମାଲାରେ ପୁଲିସ୍‌ ବିଧାୟକଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଅନ୍ୟ ଗିରଫଙ୍କ ମଧ୍ୟରେ ଅଛନ୍ତି ଆଇନଜୀବୀ ଭାରତ ଗଣେଶ, ଜଣେ ସହକାରୀ ଯନ୍ତ୍ରୀ ଓ ଜଣେ ଚୁକ୍ତିଭିତ୍ତିକ କର୍ମଚାରୀ।

ମାଇକ୍ରୋ ଇରିଗେସନ୍‌ ଡିପାର୍ଟମେଣ୍ଟରେ ଏହି ଦୁର୍ନୀତି ହୋଇଛି।

Gujuratପୁଲିସ୍‌ କହିଛି, “ଏହି ୪ ଜଣ ଜଳସେଚନ ବିଭାଗର ଜଣେ ଯନ୍ତ୍ରୀଙ୍କୁ ୬୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ପରେ ୩୫ ଲକ୍ଷ ଟଙ୍କାରେ କଥା ଛିଣ୍ଡି ଥିଲା। ଲାଞ୍ଚ ଟଙ୍କା ନେଣଦେଣ କଥା ଓକିଲ ଭାରତ ଗଣେଶ ବୁଝୁଥିଲେ।”

ମୋରବୀ ଏସ୍‌ପିଙ୍କ କହିବା ଅନୁସାରେ ଜଳସେଚନ ବିଭାଗ ୨୦ କୋଟି ଟଙ୍କାର ପ୍ରକଳ୍ପକୁ ମୁଞ୍ଜୁରୀ ଦେଇଛି। କିଛି ସ୍ଥାନରେ କୌଣସି କାମ କରା ନଯାଇ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଥିଲା। ତଦନ୍ତ ବେଳେ ସହକାରୀ ଯନ୍ତ୍ରୀ, ଜଣେ ଚୁକ୍ତିଭିତ୍ତିକ କର୍ମଚାରୀ, ବିଧାୟକ ଓ ଓକିଲଙ୍କ ସମ୍ପୃକ୍ତି କଥା ସାମ୍ନାକୁ ଆସିଥିଲା। ଏମାନଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି। ଶୀଘ୍ର ସତ୍ୟାସତ୍ୟ ପଦାକୁ ଆସିବ ଓ ଏଥିରେ ଯଦି ଆଉ କିଏ ସମ୍ପୃକ୍ତ ଥିବେ, ସେମାନଙ୍କ ବିରୋଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି କହିଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସ୍‌ ବିଧାୟକ ଗିରଫ ହେବା ପରେ ରାଜ୍ୟ ରାଜନୀତି ଉଷ୍ମ ହେବାରେ ଲାଗିଛି। ଶାସକ ବିଜେପି ଓ ଅନ୍ୟ ଦଳମାନେ ଏହାକୁ ନେଇ କଂଗ୍ରେସ୍‌କୁ ଟାର୍ଗେଟ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story